"ଶୁଦ୍ଧସତ୍ତା ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟ୍ୟାଗ: Reverted
ଟିକେNo edit summary
ଟ୍ୟାଗ: Reverted
୧ କ ଧାଡ଼ି:
{{prettyurl|Bharata (Ramayana)}}
'''ଭରତ''', ଭାରତୀୟ ମହାକାବ୍ୟ [[ରାମାୟଣ]]<nowiki></nowiki>ରେ ଚିତ୍ରିତ ହୋଇଥିବା ଏକ ଚରିତ୍ର । ରାମାୟଣର ବର୍ଣ୍ଣନା ଅନୁଯାୟୀ, ଭରତ ଥିଲେ ରାଜା ଦଶରଥଙ୍କ ଦ୍ୱିତୀୟତୃତୀୟ ପୁତ୍ର । ତାଙ୍କ ମାତା ଥିଲେ କୈକେୟୀ । ରାମ, [[ଲକ୍ଷ୍ମଣ]] ଏବଂ ଶତୃଘ୍ନ ତାଙ୍କର ଅନ୍ୟ ଭାଇମାନେ ଥିଲେ । ରାମାୟଣ ଅନୁଯାୟୀ ରାମ, ବିଷ୍ଣୁଙ୍କର ସପ୍ତମ ଅବତାର ହୋଇଥିବାବେଳେ ଲକ୍ଷ୍ମଣ, ଭରତ ଏବଂ ଶତୃଘ୍ନଙ୍କୁ ଯଥାକ୍ରମେ ଶେଷନାଗ, ଶଙ୍କର ଏବଂ ସୁଦର୍ଶନ ଚକ୍ରର ଅବତାର ଭାବରେ ବିବେଚନା କରାଯାଏ ।<ref name= Naidu>{{Cite book|last= Naidu |first= S. Shankar Raju|author2=Kampar, Tulasīdāsa |title= A comparative study of Kamba Ramayanam and Tulasi Ramayan| work=Shank| pages=44,148| access-date=2009-12-21| url=https://books.google.com/books?id=okVXAAAAMAAJ&q=Shankha&dq=Shankha&lr=&ei=emkcS6F6obKQBLGBmYcM|publisher= University of Madras|year=1971}}</ref>
ଭାରତରେ ଏକମାତ୍ର [[କେରଳ]]<nowiki></nowiki>ରେ ଭରତଙ୍କୁ ପୂଜା କରାଯିବା ପରମ୍ପରା ରହିଛି ଏବଂ ଏହି ଉପଲକ୍ଷେ ଭରତଙ୍କୁ ସମର୍ପିତ ଏକ ମନ୍ଦିର କେରକରେ ରହିଛି ।