"ଶୁଦ୍ଧସତ୍ତା ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗ: Reverted
ଟ୍ୟାଗ: Reverted
୬ କ ଧାଡ଼ି:
 
ଯେତେବେଳେ ଋଷି [[ବିଶ୍ୱାମିତ୍ର]] ରାମଙ୍କୁ ଜଙ୍ଗଲରେ ଅସୁର ମାନଙ୍କୁ ବଧ କରିବା ପାଇଁ ନେଇଥା’ନ୍ତି, ସେତେବେଳେ ଲକ୍ଷ୍ମଣ ସେମାନଙ୍କ ସହିତ ଯାଇ ମିଥିଲାକୁ ଯାଆନ୍ତି । ଯେତେବେଳେ ରାମ ସୀତାଙ୍କୁ ବିବାହ କରନ୍ତି, ଲକ୍ଷ୍ମଣ ସୀତାଙ୍କ ସାନ ଭଉଣୀ [[ଉର୍ମିଳା]]<nowiki></nowiki>ଙ୍କୁ ବିବାହ କରନ୍ତି । ସେମାନଙ୍କର ଦୁଇଟି ପୁତ୍ର ଥିଲେ - ଅଙ୍ଗଦ ଏବଂ ଚନ୍ଦ୍ରକେତୁ । ପରେ, ଯେତେବେଳେ ରାମ କୈକେୟୀଙ୍କ ଇଚ୍ଛା ଅନୁସାରେ ଚଉଦ ବର୍ଷ ପାଇଁ ନିର୍ବାସିତ ହୋଇଥିଲେ, ଲକ୍ଷ୍ମଣ ତାଙ୍କ ପତ୍ନୀ ଉର୍ମିଳାଙ୍କୁ ଛାଡି ରାମ ଏବଂ ସୀତାଙ୍କ ସହ ବନ ଗମନ କରିଥିଲେ ।<ref name="Mani">{{cite book|author = Mani, Vettam|title = Puranic Encyclopaedia: A Comprehensive Dictionary With Special Reference to the Epic and Puranic Literature|url = https://archive.org/details/puranicencyclopa00maniuoft|publisher = Motilal Banarsidass|year = 1975|location = Delhi|isbn = 978-0-8426-0822-0|author-link =Vettam Mani|pp=[https://archive.org/details/puranicencyclopa00maniuoft/page/448 448]-9}}</ref>
 
ଲଙ୍କାରେ ରବଣ ସହ ଯୁଦ୍ଧରେ ବିଜୟୀ ହୋଇ ଫେରିବା ପରେ ରାମ ଅଯୋଧ୍ୟାର ରାଜା ହୋଇଥିଲେ ଏବଂ ଭରତ ରାଜକୁମାର ହୋଇଥିଲେ । ରାମ, ଲକ୍ଷ୍ମଣଙ୍କୁ ରାଜକୁମାର ଭାବେ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ସେ ମନା କରିଦେଇଥିଲେ । ଲକ୍ଷ୍ମଣଙ୍କ ଯୁକ୍ତି ଥିଲା ଯେ ଭରତ ତାଙ୍କଠାରୁ ବଡ଼ ଏବଂ ସେ ରାଜକୁମାର ଆଖ୍ୟା ପାଇବାକୁ ଅଧିକ ଯୋଗ୍ୟ । ରାମ ଏହା ଶୁଣି ବହୁତ ଖୁସି ହେଲେ ଏବଂ କହିଲେ "ହେ ଲକ୍ଷ୍ମଣ ଏହି ଜନ୍ମରେ ତୁମେ ମୋତେ ବହୁତ ଭଲ ସେବା କରିଅଛ ଏବଂ ସାନ ଭାଇ ଭାବରେ ତୁମର କର୍ତ୍ତବ୍ୟ କରିଅଛ, ମୁଁ ତେଣୁ ପରବର୍ତ୍ତୀ ଜନ୍ମରେ ତୁମ ସାନ ଭାଇ ହୋଇ ସେବା କରିବି" । ପୌରାଣିକ ଆଖ୍ୟାନ ଅନୁସାରେ ପରବର୍ତ୍ତୀ ଜନ୍ମରେ ରାମ, କୃଷ୍ଣ ହୁଅନ୍ତି ଏବଂ ଲକ୍ଷ୍ମଣ, କୃଷ୍ଣଙ୍କ ପାଇଁ ବଡ଼ ଭାଇ ବଳରାମ ହୁଅନ୍ତି ।
 
== ଆଧାର ==