"ସୌଭାଗ୍ୟ ପକ୍ଷୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ମ୍ୱ +ମ୍ବ)
ଟିକେNo edit summary
୧୪ କ ଧାଡ଼ି:
}}
 
'''ସୌଭାଗ୍ୟ ପକ୍ଷୀ''' ବା '''ଜଙ୍ଗଲ ସୌଭାଗୀ ପକ୍ଷୀ''' ([[ଇଂରାଜୀ ଭାଷା|ଇଂରାଜୀ ଭାଷାରେ]] '''Common Iora''', ଜୀବବିଜ୍ଞାନ ନାମ ''Aegithina tiphia'') ଭାରତୀୟ ଉପମହାଦେଶ ଓ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ଏକ କ୍ଷୁଦ୍ରାକୃତି ସୁନ୍ଦର କାକଳିବିଶିଷ୍ଟ ପକ୍ଷୀ । ଭୌଗୋଳିକ ଅବସ୍ଥିତି ସହ ଏମାନଙ୍କ ରଙ୍ଗରେ ବିଭିନ୍ନତା ପରିଲକ୍ଷିତ ହୁଏ ଓ ଏହି ଆଧାରରେ ଅନେକ ପକ୍ଷୀଙ୍କୁ ଉପପ୍ରଜାତି ଭାବେ ଚିହ୍ନଟ କରାଯାଉଛି । ବୁଦାଳିଆ ଓ ଘନ ଜଙ୍ଗଲରେ ବାସ କରୁଥିବା ଏହି ପକ୍ଷୀ ପ୍ରଜାତିକୁ ଏମାନଙ୍କ ଶରୀରର ରଙ୍ଗ ଓ ସୁନ୍ଦର ହୁଇସିଲ୍ ଶବ୍ଦରୁ ସହଜରେ ଠାବ କରିହେବ । ମିଳନ ଋତୁରେ ଅଣ୍ଡିରା ପକ୍ଷୀମାନେ ନିଜ ପରକୁ ଫୁଲାଇ ପ୍ରଦର୍ଶନ କରନ୍ତି । ଏହି ପକ୍ଷୀର ଅନ୍ୟ ସ୍ଥାନୀୟ ନାମ ହେଲା : '''କନକଚମ୍ପା ପକ୍ଷୀ''', '''ହରବା ପକ୍ଷୀ''' ଓ '''ସବୁଜ ବୁଲ୍‍ବୁଲ୍ ପକ୍ଷୀ'''
 
== ବିବରଣୀ ==