"ଉତ୍କଳ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨ କ ଧାଡ଼ି:
[[ଫାଇଲ:Odisha State map.svg|thumb|300px|right|ନବଗଠିତ ଆଧୁନିକ [[ଓଡ଼ିଶା]]ର ମାନଚିତ୍ର]]
୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ '''ଉତ୍କଳ ଦିବସ''' ('''ଓଡ଼ିଶା ଦିବସ''') ପାଳନ କରାଯାଇଥାଏ ।<ref>{{cite web |url= http://www.infocera.com/Utkal_Divas_also_called_Orissa_day_is_being_celebrated_on_April_1st_today_8600.htm |title=Utkal Dibasa also called Odisha day is being celebrated on April 1st today |work=infocera.com |year=2012 |quote=The Odisha province was formed on the basis of linguistic pattern of people in the area on April 1, 1936 |accessdate=3 July 2012}}</ref>
<ref name=hindu>{{cite web|title=Poor water management has made Odisha victim of drought and floods|url=http://www.hindu.com/2009/04/06/stories/2009040657780200.htm|publisher=The Hindu|accessdate=6 April 2006}}</ref> ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା [[ଭାରତ]]ର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ [[ବ୍ରିଟିଶ ଶାସନ]]ରୁ ଅଲଗା ହୋଇ ଏକ "ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ" ଗଠନ <ref name=Orissareview08>[http://orissagov.nic.in/e-magazine/Orissareview/2008/april-2008/engpdf/17-19.pdf Orissareview]. April 2008. pp. 17-19</ref> କରିବା ପାଇଁ [[ମଧୁସୂଦନ ଦାସ]], [[ଫକୀର ମୋହନ ସେନାପତି]], [[ଗୋପବନ୍ଧୁ ଦାସ]], [[ନୀଳକଣ୍ଠ ଦାସ]], [[ଗଙ୍ଗାଧର ମେହେର]], [[ରାଧାନାଥ ରାୟ]], [[ବାସୁଦେବ ସୁଢ଼ଳଦେବ|ବାସୁଦେବ ସୁଢ଼ଳ ଦେବ]] ଓ [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ|କୃଷ୍ଣଚନ୍ଦ୍ର ଗଜପତି]]ଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଛଅଟି ଜିଲ୍ଲା [[କଟକ ଜିଲ୍ଲା|କଟକ]], [[ପୁରୀ ଜିଲ୍ଲା|ପୁରୀ]], [[ବାଲେଶ୍ୱର ଜିଲ୍ଲା|ବାଲେଶ୍ୱର]], [[ସମ୍ବଲପୁର ଜିଲ୍ଲା|ସମ୍ବଲପୁର]], [[କୋରାପୁଟ ଜିଲ୍ଲା|କୋରାପୁଟ]] ଓ [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ]]କୁ ନେଇ ଓଡ଼ିଶା ଗଠନ କରାଯାଇଥିଲା ।
 
== ଇତିହାସ ==