"ବିଶ୍ରବା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠା ତିଆରି
 
ଟିକେNo edit summary
୧ କ ଧାଡ଼ି:
{{prettyurl|Vishrava}}
'''ବିଶ୍ରବା''' ହେଉଛନ୍ତି [[ହିନ୍ଦୁ]] ପୁରାଣ [[ରାମାୟଣ]]<nowiki></nowiki>ରେ ବର୍ଣ୍ଣିତ ପ୍ରସିଦ୍ଧ ଋଷି ପୁଲସ୍ତ୍ୟ ମୁନିଙ୍କ ପୁତ୍ର ତଥା ବ୍ରହ୍ମାଙ୍କ ନାତି । ବିଶ୍ରବାଙ୍କ ମାତା ଥିଲେ ହବିର୍ଭୁବା । ତପସ୍ୟା ମାଧ୍ୟମରେ ସେ ମହାନ ଶକ୍ତି ଅର୍ଜନ କରି ସେ ସମସାମୟିକ ଋଷିମାନଙ୍କ ମଧ୍ୟରେ ମହାନଜଣେ ବେଦବିତ୍‌ ତଥା ନାମଧର୍ମାତ୍ମା ଏବଂଭାବେ ଖ୍ୟାତି ଅର୍ଜନ କରିଥିଲେ । ବିଶେଷ କରି ଭରଦ୍ୱାଜ ଋଷି ବିଶ୍ରବାଙ୍କ ଉପରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କୁ ତାଙ୍କ ଝିଅ ଇଲାବିଦାଙ୍କ ସହ ବିବାହ କରିଥିଲେ । ଇଲାବିଦା ବିଶ୍ରବାଙ୍କୁ କୁବେର ନାମକ ଏକ ପୁତ୍ର ଜନ୍ମ ଦେଇଥିଲେ ଯିଏକି ଲଙ୍କାର ପ୍ରକୃତ ଶାସକ ଥିଲେ ।<ref name="mythfolklore">{{cite web |title=Viśravas |url=http://www.mythfolklore.net/india/encyclopedia/visravas.htm |website=www.mythfolklore.net |accessdate=26 March 2021}}</ref>
 
ବିଶ୍ରବା ଋଷିଙ୍କ ତପଶକ୍ତି ତଥା ଧୀଶକ୍ତି ବିଷୟ ସୁମାଳି ଏବଂ ତାଙ୍କ ପତ୍ନୀ କେତୁମତିଙ୍କ କାନରେ ପହଞ୍ଚିଥିଲା । ଉଭୟ ଶକ୍ତିଶାଳୀ ରାଜା ଏବଂ ଋଷିଙ୍କ ସହ ବନ୍ଧୁତା ମାଧ୍ୟମରେ ନିଜର ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରିଥିଲେ । ସେମାନେ ସ୍ଥିର କଲେ ଯେ ସେମାନଙ୍କ ଝିଅ କେଶିନୀ ବିଶ୍ରବାଙ୍କ ପାଇଁ ଜଣେ ଯୋଗ୍ୟ ପତ୍ନୀ ହେବେ । ଏହି ଆଶାରେ ଏକ ସୂଯୋଗ ନେଇ ସେମାନେ ନିଜ ଝିଅ ସହ ବିଶ୍ରବାଙ୍କ ସାକ୍ଷାତ କରାଇଥିଲେ । କେଶିନୀଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ବିଶ୍ରବା ତାଙ୍କୁ ଭଲପାଇ ବିବାହ କଲେ ଏବଂ ତାଙ୍କ ସହିତ ଚାରିଗୋଟି ସନ୍ତାନ ଜନ୍ମ କରିଥିଲେ । ଜ୍ୟେଷ୍ଠଏହିପରି ପୁତ୍ରବିଶ୍ରବାଙ୍କ ରାବଣଦୁଜଣ ତାଙ୍କପତ୍ନୀ ଭାଇ କୁବେରକୁ ଲଙ୍କାର ରାଜପଦରୁ ବହିଷ୍କାର କରି ଲଙ୍କାର ସିଂହାସନ ଆରୋହଣ କରିଥିଲେଥିଲେ
 
ଜ୍ୟେଷ୍ଠ ପୁତ୍ର ରାବଣ ତାଙ୍କ ଭାଇ କୁବେରକୁ ଲଙ୍କାର ରାଜପଦରୁ ବହିଷ୍କାର କରି ଲଙ୍କାର ସିଂହାସନ ଆରୋହଣ କରିଥିଲେ । ରାବଣ ବ୍ୟତୀତ, ବିଶ୍ରବାଙ୍କ ଅନ୍ୟ ଦୁଇ ପୁତ୍ର ଥିଲେ କୁମ୍ଭକର୍ଣ୍ଣ ଓ ବିଭୀଷଣ ଏବଂ ଦୁର୍ପଣଖା ନାମ୍ନୀ ଏକ ଝିଅ ଥିଲା ।
 
 
"https://or.wikipedia.org/wiki/ବିଶ୍ରବା"ରୁ ଅଣାଯାଇଅଛି