"ମାଣ୍ଡିଆଖାଇ ପକ୍ଷୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|Common Moorhen}} {{Speciesbox | name = ମାଣ୍ଡିଆଖାଇ ପକ୍ଷୀ</br>ଛୋଟ କାମ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେNo edit summary
୨୭ କ ଧାଡ଼ି:
ଖ୍ରୀଷ୍ଟାବ୍ଦ ତ୍ରୟୋଦଶ ଶତାବ୍ଦୀରୁ [[ଇଂରାଜୀ]] ଶବ୍ଦାବଳୀରେ ''ମୁର୍-ହେନ୍'' ନାମର ପ୍ରଚଳନ ଦେଖିବାକୁ ମିଳେ ।<ref name="PDBBN" /> ଇଂରାଜୀ ଶବ୍ଦ ''moor (ମୁର୍)'' ପ୍ରାଚୀନ ସମୟରେ ସନ୍ତସନ୍ତିଆ ବା ପଙ୍କମୟ ଅଞ୍ଚଳକୁ ବୁଝାଇବା ପାଇଁ ବ୍ୟବହୃତ ହେଉଥିଲା ।<ref name="PDBBN" /> ଏହି ପକ୍ଷୀ ସମୁଦ୍ର ପତନରୁ ଉଚ୍ଚ ସ୍ଥାନରେ ଥିବା ତୃଣଭୂମି (ଆଧୁନିକ ସମୟରେ ମୁର୍ ବା ମୁର୍‍ଲ୍ୟାଣ୍ଡ୍ ବୋଲାଉଥିବା) ଅଞ୍ଚଳରେ ଦେଖାଯାନ୍ତି ନାହିଁ । ତେଣୁ ପରିବାସ ଦୃଷ୍ଟିରୁ ପୁରାତନ ସମୟର '''ସାଧାରଣ ପାଣିକୁକୁଡ଼ା (common waterhen)''' ନାମ ମଧ୍ୟ ଏହି ପକ୍ଷୀ ପାଇଁ ପ୍ରଯୁଜ୍ୟ ଲାଗେ ।
 
"ପାଣିଗଞ୍ଜା[[ହୁଟୁମା ପକ୍ଷୀ]] (ୱାଟର୍‍କକ୍ - watercock)" ନାମକ ପକ୍ଷୀ ମାଣ୍ଡିଆଖାଇ ପ୍ରଜାତିର ଅଣ୍ଡିରା ପକ୍ଷୀ ନୁହଁ ବରଂ ''ଗ୍ୟାଲିକ୍ରେକ୍ସ ସିନେରିଆ (Gallicrex cinerea)'' ନାମକ ଆଉ ଏକ ସ୍ଵତନ୍ତ୍ର ପକ୍ଷୀ ପ୍ରଜାତି । ''ରେଲସ୍ ଏକ୍ଵାଟିକସ୍ (Rallus aquaticus)'' ପ୍ରଜାତିର ପକ୍ଷୀଙ୍କୁ ୱାଟର୍ ରେଲ୍ ବୋଲି କୁହନ୍ତି । ଉଭୟ ପ୍ରଜାତି ମାଣ୍ଡିଆଖାଇ ପକ୍ଷୀଙ୍କ ନିକଟ ସମ୍ପର୍କୀୟ ପ୍ରଜାତି ନୁହଁନ୍ତି ।
 
ମାଣ୍ଡିଆଖାଇଙ୍କ ଜୀବବିଜ୍ଞାନ ନାମ ଗ୍ୟାଲିନୁଲା କ୍ଲୋରୋପସ୍ ଲାଟିନ୍ ଶବ୍ଦ ''ଗ୍ୟାଲିନୁଲା'' (ଯାହା ଛୋଟ କୁକୁଡ଼ା ବା କୁକୁଡ଼ା ଶାବକକୁ ବୁଝାଏ) ଏବଂ ଗ୍ରୀକ୍ ଶବ୍ଦ ''କ୍ଲୋରୋପସ୍'' (''ଖ୍ଲୋରୋସ୍'' ଅର୍ଥ ଶାଗୁଆ ବା ହଳଦିଆ, ''ପୌସ୍'' ଅର୍ଥ ପାଦ)ର ମିଶ୍ରଣରୁ ସୃଷ୍ଟ ।<ref name="job">{{cite book|url=https://archive.org/details/Helm_Dictionary_of_Scientific_Bird_Names_by_James_A._Jobling|title=The Helm Dictionary of Scientific Bird Names|last=Jobling|first=James A|publisher=Christopher Helm|year=2010|isbn=978-1-4081-2501-4|location=London|pages=[https://archive.org/details/Helm_Dictionary_of_Scientific_Bird_Names_by_James_A._Jobling/page/n103 103], 170}}</ref>