"ହୁଟୁମା ପକ୍ଷୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ମ୍ୱ +ମ୍ବ)
ଟିକେNo edit summary
୧୩ କ ଧାଡ଼ି:
}}
 
'''ହୁଟୁମା ପକ୍ଷୀ''' (ଇଂରାଜୀ ଭାଷାରେ '''watercock''' ବା ପାଣିଗଞ୍ଜା, ଜୀବବିଜ୍ଞାନ ନାମ ''Gallicrex cinerea'') ଏକ ଜଳ ପକ୍ଷୀ । ଏହି ପକ୍ଷୀ ରାଲିଡାଏ ପରିବାରର । ଏହି ପକ୍ଷୀ ଏକ ସ୍ୱତନ୍ତ୍ର ପ୍ରଜାତି '''''ଗ୍ୟାଲିକ୍ରେକ୍ସ (Gallicrex)''''' ଭାବେ ଗଣା ଓ ନିଜ ପ୍ରଜାତିର ଏହା ଏକମାତ୍ର ପକ୍ଷୀ । ପୂର୍ବେ ଏମାନଙ୍କୁ [[ମାଣ୍ଡିଆଖାଇ ପକ୍ଷୀ|ମାଣ୍ଡିଆ ଖାଇ]] ପକ୍ଷୀଙ୍କ ସମ୍ପର୍କୀୟ ବୋଲି ଭୁଲ ଧାରଣା ରହିଥିଲା । ପରିପକ୍ୱ ବୟସର ଅଣ୍ଡିରା ହୁଟୁମା ଅନେକାଂଶରେ ମାଣ୍ଡିଆ ଖାଇ ପକ୍ଷୀ ପରି ଦେଖାଯାଇଥାଏ । ପରେ ଏମାନଙ୍କୁ ଏନିଗ୍ମେଟୋଲିମ୍ନାସ୍, ଆମୌରୋର୍ଣ୍ଣିସ୍, ହିମାଣ୍ଟୋର୍ଣ୍ଣିସ୍ ଏବଂ ମେଗାକ୍ରେକ୍ସ ଏସୀୟ ପକ୍ଷୀ ପ୍ରଜାତିଙ୍କ ସହିତ ମିଶାଇ ଏକ ଭିନ୍ନ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଗଲା ।<ref>Garcia-R et al. (2014): "Deep global evolutionary radiation in birds: Diversification and trait evolution in the cosmopolitan bird family Rallidae"</ref>
 
 
୪୨ କ ଧାଡ଼ି:
* ''Birds of India'' by Grimmett, Inskipp and Inskipp, {{ISBN|0-691-04910-6}}
 
[[ଶ୍ରେଣୀ:ଏସୀୟ ପକ୍ଷୀ]]