"ଅରୁଣାଚଳ ପ୍ରଦେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Psubhashish ଅରୁଣାଞ୍ଚଳ ପ୍ରଦେଶ ପୃଷ୍ଠାଟି ଅରୁଣାଚଳ ପ୍ରଦେଶକୁ ଲେଉଟାଇଲେ: ମୂଳ ଲେଖକଙ୍କ ଦ୍ୱାରା "ଅରୁଣାଚଳ ପ୍ରଦେଶ" ବନାନ ସଠିକ ବୋଲି ଦର୍ଶାଗଲା
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୭୯ କ ଧାଡ଼ି:
== ଭୂଗୋଳ ==
==ଇତିହାସ==
=== ପ୍ରାକ୍-ଇତିହାସ ===
ଅରୁଣାଚଳ ପ୍ରଦେଶର ରହୁଥିବା ପ୍ରାୟ ୧.୫ ନିୟୁତ ଲୋକ ତାନି ଜାତିର ପାଞ୍ଚ କୁଳ (ନ୍ୟିଶୀ, ଆଦୀ, ଗାଲୋ, ଆପାତାନୀ ଓ ତାଗୀନ)ର ସଦସ୍ଯ ଅଟନ୍ତି । ଏମାନଙ୍କୁ ଆବୋତାନିମାନଙ୍କର ବଂଶଜ ବୋଲି ବିବେଚିତ କରାଯାଇଛି । ତାନିମାନେ ତିବ୍ବତକୁ ମାଂସ ଓ ତୁଳା ବଦଳରେ ଖଡ୍ଗ ଓ ଅନ୍ୟାନ୍ୟ ଧାତବ ପଦାର୍ଥ ରପ୍ତାନୀ କରୁଥିଲେ । ତେଣୁ ତିବ୍ବତର ପ୍ରାଚୀନ ପାଠାଗାରଗୁଡ଼ିକରେ ଏମାନଙ୍କ ବର୍ଣ୍ଣନା ରହିଛି । ତିବ୍ବତୀୟମାନେ ଏମାନଙ୍କୁ ଲୋଭା ବୋଲି କହୁଥିଲେ; ଲୋ ଅର୍ଥାତ୍ ଦକ୍ଷିଣ ଏବଂ ଭା ଅର୍ଥାତ୍ ଲୋକ । ଏମାନଙ୍କ ଛଡା ଅନ୍ୟାନ୍ୟ ତିବ୍ବତ-ବ୍ରହ୍ମୀୟ ଗୋଷ୍ଠୀମାନ ଏହି ରାଜ୍ଯର କେତେକ ଅଞ୍ଚଳରେ ରହୁଛନ୍ତି, ଯଥା - ମିଶ୍ମିସ, ଚୁଟିଆ, ନୋକ୍ତେ, ତାଙ୍ଗ୍ସା ତଥା ୱାଞ୍ଚୋ ଇତ୍ୟାଦି ।
 
== ପ୍ରଶାସନ ==
== ଆଧାର ==