"ଅରୁଣାଚଳ ପ୍ରଦେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୭୫ କ ଧାଡ଼ି:
}}
 
'''ଅରୁଣାଚଳ ପ୍ରଦେଶ''', (ଅରୁଣ ବା ସକାଳର କିରଣ ଦ୍ବାରା ପ୍ରକାଶିତ ପର୍ବତର ଦେଶ), ଭାରତର ଉତ୍ତରପୂର୍ବରେ ସ୍ଥିତ ଏକ ରାଜ୍ଯ ଅଟେ । ଏହାର ଦକ୍ଷିଣ ଦିଗରେ [[ଆସାମ]] ଓ [[ନାଗାଲାଣ୍ଡ]] ଅବସ୍ଥିତ । ଏହା ପଶ୍ଚିମରେ [[ଭୂଟାନ]] ଏବଂ ପୂର୍ବରେ [[ମିଆଁମାର|ବ୍ରହ୍ମଦେଶ]] ସହ ଅନ୍ତର୍ରାଷ୍ଟ୍ରୀୟ ସୀମା ବଣ୍ଟନ କରିଛି, ଏବଂ ଉତ୍ତରରେ [[ଚୀନ]] ସହ [[ମ୍ୟାକମୋହନ ରେଖା]] ଦ୍ୱାରା ଏକ ବିବାଦିତ ସୀମା ନିର୍ଦ୍ଧାରଣ କରୁଅଛି । ଏହା [[ଚୀନ]]ର [[ତିବ୍ବତ ସ୍ଵୟଂଶାସିତସ୍ୱୟଂଶାସିତ ଅଞ୍ଚଳ|ତିବ୍ବତ]] ସହ ୧୧୨୯ କିମିର ଏକ ସୀମା ନିର୍ଦ୍ଧାରଣ କରୁଅଛି ।
 
== ଭୂଗୋଳ ==