"ମୁଚୁକୁନ୍ଦ (ମହାଭାରତ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୧ କ ଧାଡ଼ି:
{{prettyurl|Muchukunda}}
ରାଜା ମାନ୍ଧାତାଙ୍କ ପୁତ୍ର ତଥା ମହାନ ରାଜା ଅମ୍ବରୀଷଙ୍କ ଭାଇ ହେଉଛନ୍ତି '''ମୁଚୁକୁନ୍ଦ''' ଯିଏ ଈକ୍ଷ୍ଵାକୁଈକ୍ଷ୍ୱାକୁ ବଂଶରେ ଜନ୍ମଗ୍ରହଣ କରିଥିଲେ ।<ref name="speakingtree">{{cite web |title=Rishi Muchukunda |url=https://www.speakingtree.in/blog/rishi-muchukunda |website=www.speakingtree.in |accessdate=5 February 2021}}</ref> ଈକ୍ଷ୍ଵାକୁଈକ୍ଷ୍ୱାକୁ ବଂଶ, ସୂର୍ଯ୍ୟବଂଶ ନାମରେ ମଧ୍ୟ ଜଣାଶୁଣା । ଏହି ରାଜବଂଶର ଅନ୍ୟ ମହାନ ରାଜାମାନେ ହେଉଛନ୍ତି ହରିଶ୍ଚନ୍ଦ୍ର, ଦିଲୀପ, ରଘୁ ଏବଂ ରାମଚନ୍ଦ୍ର ।<ref name="hindupad">{{cite web |last1=Sanagala |first1=Naveen |title=Muchukunda Rishi |url=https://hindupad.com/muchukunda/ |website=HinduPad |accessdate=5 February 2021 |language=en |date=10 January 2020}}</ref>
 
== ଅସୁରମାନଙ୍କ ସହ ଯୁଦ୍ଧ ==
ଥରେ ଏକ ଯୁଦ୍ଧରେ ଦେବତାମାନେ ଅସୁରମାନଙ୍କଦ୍ୱାରା ପରାସ୍ତ ହୋଇଥିଲେ । ଅସୁର ମାନଙ୍କଦ୍ଵାରାମାନଙ୍କଦ୍ୱାରା ଯନ୍ତ୍ରଣା ପାଇ ସେମାନେ ରାଜା ମୁଚୁକୁନ୍ଦଙ୍କ ସାହାଯ୍ୟ ଲୋଡ଼ିଥିଲେ । ରାଜା ମୁଚୁକୁନ୍ଦ ସେମାନଙ୍କୁ ସାହାଯ୍ୟ କରିବାକୁ ରାଜି ହେଲେ ଏବଂ ଦୀର୍ଘ ଦିନ ଧରି ଅସୁର ବିରୁଦ୍ଧରେ ଲଢିଥିଲେ ।<ref name="mythfolklore">{{cite web |title=Muchukunda |url=http://www.mythfolklore.net/india/encyclopedia/muchukunda.htm |website=www.mythfolklore.net |accessdate=5 February 2021}}</ref> ଦେବତାମାନଙ୍କ ପାଖରେ ଜଣେ ଦକ୍ଷ ସେନାପତି ନ ଥିବାରୁ ଦେବତାମାନେ ଭଗବାନ ଶିବଙ୍କ ପୁତ୍ର କାର୍ତ୍ତିକେୟଙ୍କ ପରି ଜଣେ ଦକ୍ଷ ସେନାପତି ପାଇବା ପର୍ଯ୍ୟନ୍ତ ରାଜା ମୁଚୁକୁନ୍ଦ ସେମାନଙ୍କୁ ଅସୁରଙ୍କ ଆକ୍ରମଣରୁ ରକ୍ଷା କରିଥିଲେ । ତା’ପରେ ଦେବତାମାନଙ୍କର ରାଜା ଇନ୍ଦ୍ର, ରାଜା ମୁଚୁକୁନ୍ଦଙ୍କୁ କହିଲେ, "ହେ ମହାରାଜ, ଆପଣ ନିଜ ପରିବାରର ସ୍ଵାର୍ଥକୁସ୍ୱାର୍ଥକୁ ବଳି ଦେଇ ଆମକୁ ଦେଇଥିବା ସାହାଯ୍ୟ ଏବଂ ସୁରକ୍ଷା ପାଇଁ ଆମେ ଆପଣଙ୍କ ନିକଟରେ ଋଣୀ ଅଟୁ । ଏଠାରେ ସ୍ୱର୍ଗରେ ଗୋଟିଏ ଦିନ ପୃଥିବୀର ଗୋଟିଏ ବର୍ଷ ସହିତ ସମାନ । ଏପରି ସ୍ଥଳେ ଆପଣ ସ୍ୱର୍ଗର ଏକ ବର୍ଷ ପାଇଁ ଅସୁରମାନଙ୍କ ସହିତ ଯୁଦ୍ଧ କରିଥିଲେ । ଏହି ଦୀର୍ଘ ଦିନ ଭିତରେ ତୁମର ରାଜ୍ୟ ଏବଂ ପରିବାରର କୌଣସି ଖୋଜ ଖବର ନାହିଁ, କାରଣ ଏସବୁ ସମୟ ସହିତ ନଷ୍ଟ ହୋଇଯାଇଛି । ଆମେ ଆପଣଙ୍କ ଉପରେ ସନ୍ତୁଷ୍ଟ, ତେଣୁ ପ୍ରତିଦାନରେ ଆମେ ଆପଣଙ୍କୁ ମୋକ୍ଷ (ମୁକ୍ତି) ବ୍ୟତୀତ ଯେ କୌଣସି ବର ଦେବା ପାଇଁ ପ୍ରସ୍ତୁତ । କାରଣ ମୋକ୍ଷ (ମୁକ୍ତି) ବରଦାନ ଆମର ସାମର୍ଥ୍ୟ ବାହାରେ ।”
 
ଇନ୍ଦ୍ରଙ୍କ ଅନୁରୋଧରେ ମୁଚୁକୁନ୍ଦ ଇନ୍ଦ୍ରଙ୍କୁ ଏହି ବର ମାଗିବାକୁ ଚାହିଁଲେ ଯେ ସେ ଦୀର୍ଘ ସମୟ ଶୋଇବାକୁ ଚାହାଁନ୍ତି । ଦେବତାଙ୍କ ପକ୍ଷରେ ରହି ଯୁଦ୍ଧ କରୁଥିବାବେଳେ ରାଜା ମୁଚୁକୁନ୍ଦ କିଛି କ୍ଷଣ ପାଇଁ ମଧ୍ୟ ଶୋଇବାର ସୁଯୋଗ ପାଇଲେ ନାହିଁ । ବର୍ତ୍ତମାନ, ଯେହେତୁ ତାଙ୍କର ଦାୟିତ୍ଵଦାୟିତ୍ୱ ସମାପ୍ତ ହେଲା, ସେ ବହୁତ ନିଦ୍ରା ଅନୁଭବ କରୁଥିଲେ । ତେଣୁ ସେ କହିଥିଲେ, "ହେ ଦେବତାମାନଙ୍କର ରାଜା, ମୁଁ ଶୋଇବାକୁ ଚାହେଁ । ଯିଏ ମୋ ନିଦକୁ ବ୍ୟାଘାତ କରିବାକୁ ସାହସ କରେ ସେ ତୁରନ୍ତ ପୋଡ଼ି ପାଉଁଶ ହୋଇଯିବା ଉଚିତ୍ ।"
 
ଇନ୍ଦ୍ର କହିଛନ୍ତି, "ତଥାସ୍ତୁ" ବା "ସେହିପରି ହିଁ ହେଉ" । ପୃଥିବୀକୁ ଯାଅ ଏବଂ ତୁମର ନିଦକୁ ଉପଭୋଗ କର, ଯିଏ ତୁମକୁ ଜାଗ୍ରତ କରେ, ସେ ପାଉଁଶ ହୋଇଯିବ ।