"ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୫୫ କ ଧାଡ଼ି:
[[File:Inside the Supreme Court of India. 16.jpg|thumb|ମା ଓ ସନ୍ତାନ ପ୍ରତିମା]]
୧୯୮୦ ମସିହା ଫେବୃଆରୀ ୨୦ ତାରିଖ ଦିନ, {{convert|210|cm|ftin|abbr=on}} ଉଚ୍ଚତାର ଏକ କୃଷ୍ଣ-କାଂସ୍ୟ ପ୍ରତିମା ସର୍ବୋଚ୍ଚ ନ୍ଯାଯାଳୟର ଉଦ୍ୟାନରେ ସ୍ଥାନିତ କରାଗଲା । ଏହା ଭାରତମାତାଙ୍କୁ ଏକ
ସ୍ତ୍ରୀ ରୂପେ ଓ ନବସ୍ଥାପିତ ବିଧିର ଧାରଣ କରୁଥିବା ଭାରତୀୟ ଗଣରାଜ୍ୟକୁ ଏକ ସନ୍ତାନ ରୂପେ ପ୍ରତିବିମ୍ବିତ କରୁଛି, ଅର୍ଥାତ୍ ଜଣେ ମା ନିଜ ସନ୍ତାନକୁ ଆଶ୍ରୟ ଦେଉଥିବା ପରିସ୍ଥିତିକୁ ଦର୍ଶାଉଛି । ପିଲାଟି ନିକିତି ଥିବା ଏକ ପୁସ୍ତକ ଧରିଛି ଯାହା ସମାନ ନ୍ୟାୟର ସୂଚନା ଦେଉଅଛି । ପ୍ରସିଦ୍ଧ ଶିଳ୍ପୀ [[ଚିନ୍ତାମଣୀ କର]]ଙ୍କଦ୍ଵାରାଙ୍କଦ୍ୱାରା ଏହି ପ୍ରତିମା ତିଆରି କରାଯାଇଅଛି । ଏହି ପ୍ରତିମା ଗାନ୍ଧୀଜୀଙ୍କ ପ୍ରତିମା ପଛରେ ରହିଛି ।
 
=== ମୋହର ===