"ଅଞ୍ଜନା ମିଶ୍ର ଧର୍ଷଣ ମାମଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
 
୪ କ ଧାଡ଼ି:
ଅଭିଯୋଗ ଅନୁଯାୟୀ, ଘଟଣା ଦିନ ଅର୍ଥାତ ୯ ଜାନୁଆରୀ ୧୯୯୯ ଦିନ ଅଞ୍ଜନା ତାଙ୍କର ଜନୈକ ସାମ୍ବାଦିକା ବନ୍ଧୁଙ୍କସହ ଏକ କାର୍‌ରେ ଯାତ୍ରା କରୁଥିଲେ । [[ଭୁବନେଶ୍ୱର]] ଉପକଣ୍ଠସ୍ଥ [[ବାରଙ୍ଗ]] ନିକଟବର୍ତ୍ତୀ ଏକ ନିକାଞ୍ଚନ ଜାଗାରେ ତିନିଜଣ ଦୁର୍ବୃତ୍ତ ସେମାନଙ୍କ ପଥରୋଧ କରିବା ସହ ବନ୍ଧୁଙ୍କ ସାମନାରେ ଅଞ୍ଜନାକୁ ଗଣଧର୍ଷଣ କରିଥିଲେ ।<ref name="rediff.com">{{cite web|title=Anjana Mishra allegedly gang raped|url=http://www.rediff.com/news/1999/jan/11anj.htm|accessdate=8 July 2017}}</ref> ଏ ଘଟଣା ପ୍ରଘଟ ହେବା ପରେ ପୋଲିସ ୨୬ ଜାନୁଆରୀ ୧୯୯୯ ଦିନ ମାତ୍ର ଦୁଇଜଣକୁ ଗିରଫ କଲା । ଘଟଣାକ୍ରମରେ [[ଓଡ଼ିଶା ଉଚ୍ଚ ନ୍ୟାୟାଳୟ]] ଏହାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରି ବ୍ୟୁରୋଦ୍ୱାରା ହେବା ନିମିତ୍ତ ଆଦେଶ ଦେଇଥିଲେ ।<ref name="partiament.uk">{{cite web|title=FROM THE FRYING PAN INTO THE FIRE|url=https://www.publications.parliament.uk/pa/cm199899/cmselect/cmintdev/160/9012614.htm|accessdate=8 July 2017}}</ref>
 
ଘଟଣାର ମୁଖ୍ୟ ଅଭିଯୁକ୍ତ ବିବେକାନନ୍ଦ ବିଶ୍ଵାଳବିଶ୍ୱାଳ ଓରଫ ବିବନ ଘଟଣାର ପ୍ରାୟ ୨୨ ବର୍ଷ ପରେ ୨୧ ଫେବୃଆରୀ ୨୦୨୧ ତାରିଖରେ ମୁମ୍ବାଇର ଲୋନାବଲା ଅଞ୍ଚଳରୁ ଭୁବନେଶ୍ଵରଭୁବନେଶ୍ୱର କମିଶନେରେଟ ପୋଲିସଦ୍ଵାରାପୋଲିସଦ୍ୱାରା ଗିରଫ ହେଲା ।<ref name="telegraphindia">{{cite web |title=Anjana Mishra gangrape case: Accused held after 22 years |url=https://www.telegraphindia.com/india/anjana-mishra-gangrape-case-accused-held-after-22-years/cid/1807521 |website=www.telegraphindia.com |accessdate=23 February 2021}}</ref><ref name="Odishanewsinenglish">{{cite web |title=Anjana Mishra gangrape case: Prime accused arrested from Mumbai after 22 years |url=https://www.prameyanews.com/anjana-mishra-gangrape-case-prime-accused-arrested-from-mumbai-after-22-years/ |website=Odisha News In English |accessdate=24 February 2021 |date=22 February 2021}}</ref>
 
== ମାମଲାର ବିଚାର ==