"ଲିଖିତାଦେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Character Changes
୩ କ ଧାଡ଼ି:
[[ଲୋକବିଧି]]ରେ, ଏକ '''ଲିଖିତାଦେଶ''' ହେଉଛି ପ୍ରଶାସନିକ ବା ନ୍ୟାୟିକ ଅଧିକାରପ୍ରାପ୍ତ ସଂସ୍ଥା ବା ଅନୁଷ୍ଠାନ (ସାଧାରଣତଃ ଏକ [[ନ୍ୟାୟାଳୟ]]) ଦ୍ବାରା ପ୍ରକାଶିତ ଏକ ଆଧିକାରିକ ଲିଖିତ ଅଧ୍ୟାଦେଶ । [[ୱାରେଣ୍ଟ (ବିଧି)|ୱାରେଣ୍ଟ]], [[ବିଶେଷାଧିକାର ଲିଖିତାଦେଶ]], ଏବଂ [[ସାକ୍ଷ ଆହ୍ବାନ]] ଆଦି ସାଧାରଣ ପ୍ରକାରର ଲିଖିତାଦେଶ ରହିଛି ।
 
ବହୁପୂର୍ବରୁ, ଲିଖିତାଦେଶ (writ) ସାଧାରଣତଃ ଇଂରେଜ ରାଜତନ୍ତ୍ରୀଙ୍କ ଦ୍ବାରା ଏକ ନିର୍ଦ୍ଦିଷ୍ଟ ବ୍ଯକ୍ତିକୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପୂରଣ କରିବା ପାଇଁ ପ୍ରକାଶିତ ଏକ ଲିଖିତ ଆଦେଶ; ଉଦାହରଣ ସ୍ବରୂପ, [[ଇଂଲଣ୍ଡରେ ସାମନ୍ତବାଦ|ସାମନ୍ତ କାଳରେ]] ରାଜାଙ୍କ ଦ୍ବାରା "ସୈନ୍ଯାହ୍ୱାନ ଲିଖିତାଦେଶ" କୌଣସି [[ଭଡାଟିଆ-ମୁଖ୍ୟ]]ଙ୍କୁ ନିଜ [[ଅଙ୍ଗରକ୍ଷକ|ଅଙ୍ଗରକ୍ଷୀ]]ମାନଙ୍କ ସହିତ ଯୁଦ୍ଧରେ ଉପସ୍ଥିତ ହେବାର ଆଦେଶ ।<ref>[[Francis Palgrave]] (1788-1861), ''Parliamentary Writs and Writs of Military Summons'' (2 volumes, 1827 and 1834)</ref> [[ସଂଯୁକ୍ତ ରାଜ୍ଯ]], [[କାନାଡା]] ଏବଂ [[ଅଷ୍ଟ୍ରେଲିଆ]]ରେ ବ୍ରିଟିଶ ରାଜତନ୍ତ୍ରୀଙ୍କ ନାମରେ ସ୍ଥାନୀୟ ଅଧିକାରୀ ପଦ ପାଇଁ (କାନାଡାରେ [[କାନାଡାର ମୁଖ୍ଯ ରାଜ୍ଯପାଳ|ଗଭର୍ଣ୍ଣର ଜେନେରାଲ]]ଙ୍କ ଦ୍ଵାରାଙ୍କଦ୍ଵାରା ଏବଂ ଅଷ୍ଟ୍ରେଲିଆରେ [[ଅଷ୍ଟ୍ରେଲୀୟ ମୁଖ୍ଯ ରାଜ୍ଯପାଳ|ଗଭର୍ଣ୍ଣର ଜେନେରାଲ]]ଙ୍କ ଦ୍ଵାରାଙ୍କଦ୍ଵାରା ପ୍ରତିନିଧି ସଭା ନିମନ୍ତେ ନିର୍ବାଚନ ପାଇଁ କିମ୍ବା ରାଜ୍ଯ ରାଜ୍ୟପାଳଙ୍କ ଦ୍ବାରା ରାଜ୍ଯ ନିର୍ବାଚନ ପାଇଁ) ନିର୍ବଚନର ନିମନ୍ତେ [[ନିର୍ବାଚନର ଲିଖିତାଦେଶ]] ପ୍ରକାଶ ହୁଏ । ମଧ୍ଯଯୁଗୀୟ ଇଂରେଜ ରାଜାମାନଙ୍କ ଦ୍ବାରା କୌଣସି ବ୍ଯକ୍ତିକୁ [[ଇଂଲଣ୍ଡର ସଂସଦ|ସଂସଦରେ]] ଉପସ୍ଥିତ ହେବାପାଇଁ ଲିଖିତାଦେଶ ବ୍ଯବହାର କରାଯାଉଥିଲା ।<ref>R. Wickson, ''the Community of the Realm in 13th C England'' (London 1970) p.66</ref> ସେତେବେଳେ ସଂସଦ କେବଳ [[ସ୍ୱାମୀମାନଙ୍କ ଗୃହ]]ରେ ତିଆରି ହୋଇଥିଲା । ସଂସଦରେ ଆହ୍ୱାନିତ ବ୍ଯକ୍ତିର ଉପଦେଶ ମହତ୍ତ୍ବପୂର୍ଣ୍ଣ ମନେକରି ତାଙ୍କୁ ବାରୋନ ପଦ ଦିଆଯାଉଥିଲା ।
 
== ଭାରତୀୟ ବିଧି ==