"ରମ୍ଭା (ଅପସରା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଲିଙ୍କ ତିଆରି
ଟିକେ Regular Character Changes
୧ କ ଧାଡ଼ି:
{{prettyurl|Rambha (apsara)}}
[[ହିନ୍ଦୁ]] ପୁରାଣରେ ରମ୍ଭାଙ୍କୁ ଏକ ପ୍ରସିଦ୍ଧ [[ଅପ୍‌ସରା]] ଭାବରେ ଚିତ୍ରଣ କରାଯାଇଛି । ଦେବତା ଏବଂ ଅସୁରମାନଙ୍କ ଦ୍ୱାରାଅସୁରମାନଙ୍କଦ୍ୱାରା କରାଯାଇଥିବା ସାଗର ମନ୍ଥନରୁ ଏହାଙ୍କ ଉତ୍ପତ୍ତି ବୋଲି ବିଶ୍ୱାସ କରାଯାଏ ।<ref name="Dainikbhaskar">{{cite web |title=रंभा तीज: समुद्र मंथन से प्रकट हुई थी अप्सरा रंभा, विश्वामित्र के श्राप से बन गई थी पत्थर की मूर्ति |url=https://www.bhaskar.com/jeevan-mantra/dharm/news/apsara-rambha-was-revealed-through-the-churning-of-the-sea-a-stone-statue-was-made-by-vishwamitras-curse-127331983.html |website=Dainik Bhaskar |accessdate=15 February 2021 |language=hi |date=23 May 2020}}</ref> ଇନ୍ଦ୍ର ତାଙ୍କ ରାଜ ସଭା ପାଇଁ ଏହାଙ୍କୁ ଗ୍ରହଣ କରିଥିଲେ । ସେ ସ୍ୱର୍ଗର ନର୍ତ୍ତକୀ ଥିଲେ, ଯିଏକି ସମସ୍ତ ନୃତ୍ୟକଳା ଜାଣିଥିଲେ । ସେ ଥରେ ରମ୍ଭାକୁ ବିଶ୍ଵାମିତ୍ରଙ୍କ ତପ ଭଙ୍ଗ କରିବାକୁ ପଠାଇଥିଲେ । ବିଶ୍ଵାମିତ୍ର ମହର୍ଷି ତାଙ୍କୁ ଏକ ହଜାର ବର୍ଷ ପର୍ଯ୍ୟନ୍ତ ପାଷାଣ ହୋଇ ରହିବାକୁ ଅଭିଶାପ ଦେଇଥିଲେ । ରମ୍ଭା ନଳକୁବେରଙ୍କ ପତ୍ନୀ ଥିଲେ । କୁବେର ହେଉଛନ୍ତି ରାବଣଙ୍କ ଭାଇ ଏବଂ କୁବେରଙ୍କ ପୁତ୍ର ହେଉଛନ୍ତି ନଳକୁବେର । ରମ୍ଭା ନଳକୁବେରଙ୍କୁ ବିବାହ କରିଥିବାରୁ ସମ୍ପର୍କରେ ସେ ଥିଲେ ରାବଣର ବୋହୁ । ଏକଦା ରାବଣ ରମ୍ଭାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ରମ୍ଭାଙ୍କୁ ଆପତ୍ତିଜନକ କଥା ପଚାରିଥିଲେ । ବାଲ୍ମିକୀ ଲିଖିତ 'ରାମାୟଣ' ଅନୁଯାୟୀ, ରାବଣ ରମ୍ଭାଙ୍କୁ ବଳାତ୍କାର କରିଥିଲେ । ରମ୍ଭା ରାବଣଙ୍କୁ ଅଭିଶାପ ଦେଇଥିଲେ ଯେ ଯଦି ସେ ତାଙ୍କ ଇଚ୍ଛା ବିରୁଦ୍ଧରେ କୌଣସି ମହିଳାଙ୍କୁ ସ୍ପର୍ଶ କରନ୍ତି, ତେବେ ତାଙ୍କ ଦଶ ମୁଣ୍ଡ ଏକାସାଙ୍ଗରେ ଫାଟିଯିବ ।
 
== ପୌରାଣିକ କିମ୍ବଦନ୍ତୀ ==