"ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
ଟିକେ Regular Character Changes |
||
୨୭ କ ଧାଡ଼ି:
'''ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ''', [[ଭାରତ ସରକାର|ଭାରତର]] ଉଚ୍ଚତମ ନ୍ୟାୟିକ ଅନୁଷ୍ଠାନ ଅଟେ ଏବଂ [[ଭାରତୀୟ ସମ୍ବିଧାନ]] ଅଧୀନସ୍ଥ ସର୍ବୋଚ୍ଚ ନ୍ୟାୟାଳୟ ଅଟେ । ଏହା ସର୍ବ ବରିଷ୍ଠ ସାମ୍ବିଧାନିକ ନ୍ୟାୟାଳୟ ଅଟେ ଏବଂ ଏହି [[ନ୍ୟାୟିକ ପୁନରାବଲୋକନ]]ର କ୍ଷମତା ରହିଛି । [[ଭାରତର ମୁଖ୍ୟ ବିଚାରପତି]] ଏହାର ମୁଖ୍ୟ ଅଟନ୍ତି । ତତ୍ସହିତ ଏଥିରେ ସର୍ବାଧିକ ୩୪ ଜଣ ବିଚାରପତି ଅଛନ୍ତି । [[ମୁଖ୍ୟ ଅଧିକାରକ୍ଷେତ୍ର|ମୁଖ୍ୟ]], [[ଅପିଲୀୟ ଅଧିକାରକ୍ଷେତ୍ର|ଅପିଲୀୟ]] ତଥା [[ପରାମର୍ଶିକ ମତ|ପରାମର୍ଶିକ ଆଦି ଅଧିକାରକ୍ଷେତ୍ର]] ମାଧ୍ୟମରେ ଏହାର ବିସ୍ତୃତ କ୍ଷମତା ରହିଛି ।<ref>{{cite web|title=Rule of law index 2016|url=http://data.worldjusticeproject.org/#|access-date=13 January 2018|archive-url=https://web.archive.org/web/20150429071718/http://data.worldjusticeproject.org/|archive-date=29 April 2015|url-status=live}}</ref> ଏହା ଭାରତରେ ସବୁଠାରୁ ଶକ୍ତିଶାଳୀ ଲୋକାନୁଷ୍ଠାନ ବୋଲି ଧରାଯାଇଅଛି ।<ref>{{Cite news|url=https://www.nytimes.com/2018/09/27/world/asia/india-supreme-court-modi.html|title=Hundreds of Cases a Day and a Flair for Drama: India's Crusading Supreme Court|last1=Gettleman|first1=Jeffrey|date=2018-09-27|work=The New York Times|access-date=2019-11-16|last2=Kumar|first2=Hari|language=en-US|issn=0362-4331|last3=Schultz|first3=Kai|archive-url=https://web.archive.org/web/20191103062351/https://www.nytimes.com/2018/09/27/world/asia/india-supreme-court-modi.html|archive-date=3 November 2019|url-status=live}}</ref>
ଦେଶର ସାମ୍ବିଧାନିକ ନ୍ୟାୟାଳୟ ହୋଇଥିବାରୁ, ଏହା ମୁଖ୍ୟତଃ [[ଭାରତର ଉଚ୍ଚ ନ୍ୟାୟାଳୟ ସମୂହର ସୂଚୀ|ସଙ୍ଘର ବିଭିନ୍ନ ଉଚ୍ଚ ନ୍ୟାୟାଳୟ]] ତଥା ଅନ୍ୟାନ୍ୟ ନ୍ୟାୟାଳୟ ଓ ଟ୍ରିବ୍ୟୁନାଲମାନଙ୍କର ରାୟ ବିରୁଦ୍ଧରେ ଅପିଲ୍ ନିଏ । ଏହା ନାଗରିକମାନଙ୍କର [[ମୌଳିକ ଅଧିକାର]]ର ରକ୍ଷାକରେ ଏବଂ ବିଭିନ୍ନ ସରକାରୀ ଅଧିକାରୀ ତଥା ଦେଶରେ କେନ୍ଦ୍ର ସରକାର ବନାମ ରାଜ୍ୟ ସରକାର କିମ୍ବା ଗୋଟିଏ ରାଜ୍ୟ ସରକାର ବନାମ ଅନ୍ୟ ରାଜ୍ୟ ସରକାର ମଧ୍ୟରେ ବିବାଦର ସମାଧାନ କରେ । ଏକ ପରାମର୍ଶଦାତା ହିସାବରେ, ଏହା [[ଭାରତୀୟ ସମ୍ବିଧାନ]] ଅନୁସାରେ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]]
== ଇତିହାସ ==
୧୮୬୧ ମସିହାରେ, ବିଭିନ୍ନ ପ୍ରାନ୍ତଗୁଡ଼ିକ ପାଇଁ ଉଚ୍ଚ ନ୍ଯାୟାଳୟ ସ୍ଥାପନ କରିବା ନିମନ୍ତେ ''[[ଭାରତୀୟ ଉଚ୍ଚ ନ୍ଯାୟାଳୟ ଅଧିନିୟମ, ୧୮୬୧]]'' ପ୍ରଣୟନ କରାଗଲା ଏବଂ କଲିକତା, ମାଡ୍ରାସ ଓ ବମ୍ବେର ଉଚ୍ଚତମ ନ୍ଯାୟାଳୟ ତଥା ସେଗୁଡ଼ିକର ସହରମାନଙ୍କ ସଦର ଅଦାଲତଗୁଡ଼ିକୁ ବିଲୋପ କରିଦିଆଗଲା । ''[[ଭାରତୀୟ ପ୍ରଶାସନ ଅଧିନିୟମ, ୧୯୩୫]]'' ଅଧିନରେ [[ଭାରତୀୟ ସଙ୍ଘୀୟ ନ୍ଯାୟାଳୟ]] ନିର୍ମାଣ ହେବା ପର୍ଯ୍ୟନ୍ତ ଏହି ନୂଆ ଉଚ୍ଚ ନ୍ଯାୟାଳୟମାନଙ୍କ ପାଖରେ ସମସ୍ତ ମାମଲା ପାଇଁ ଉଚ୍ଚତମ ନ୍ଯାୟାଳୟ ହେବାର ଗରିମା ପ୍ରାପ୍ତ ଥିଲା । ସଙ୍ଘୀୟ ନ୍ଯାୟାଳୟ ପାଖରେ ପ୍ରାନ୍ତ ଓ ସଙ୍ଘୀୟ ପ୍ରଶାସନ ମଧ୍ଯରେ ଥିବା ବିବାଦ ସମାଧାନ ତଥା ଉଚ୍ଚ ନ୍ଯାୟାଳୟ ଦ୍ବାରା ଘୋଷିତ ରାୟ ବିରୁଦ୍ଧରେ ଅପିଲ ଶୁଣାଣି କରିବାର ଅଧିକାର ଥିଲା । ଭାରତର ପ୍ରଥମ ମୁଖ୍ଯ ବିଚାରପତି ହେଉଛନ୍ତି [[ଏଚ୍. ଜେ. କନିଆ]].<ref name="History PDF" />
ଭାରତୀୟ ସର୍ବୋଚ୍ଚ ନ୍ଯାଯାଳୟ ୨୮ ଜାନୁଆରୀ
୧୯୩୭ରୁ ୧୯୫୦ ପର୍ଯ୍ୟନ୍ତ, ସଂଘୀୟ ନ୍ଯାୟାଳୟ ସଂସଦ ଭବନର [[ରାଜ ସଦନ]]ରେ ଶୁଣାଣି କରୁଥିଲା । ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସର୍ବୋଚ୍ଚ ନ୍ଯାଯାଳୟ ମଧ୍ଯ ସେହିଠାରେ ନିଜ କାର୍ଯ୍ୟ ଆରମ୍ଭ କଲେ । ୧୯୫୮ ମସିହାରେ, ସର୍ବୋଚ୍ଚ ନ୍ଯାଯାଳୟ ବର୍ତ୍ତମାନର ସ୍ଥାନକୁ ଚାଲିଆସିଲେ ।<ref name="history" /> ପ୍ରାରମ୍ଭରେ, ଭାରତୀୟ ସମ୍ବିଧାନ ଜଣେ ମୁଖ୍ଯ ବିଚାରପତିଙ୍କ ସହ ସାତ ଜଣ ଅନ୍ୟ ବିଚାରପତିଙ୍କୁ ନେଇ ସର୍ବୋଚ୍ଚ ନ୍ଯାଯାଳୟର କଳନା କରିଥିଲେ । ସମ୍ବିଧାନ ଅନୁସାରେ ସଂସଦ ଏହି ସଂଖ୍ଯାରେ ପରିବର୍ତ୍ତନ ଆଣିପାରିବ ।<ref name=SCcosnti>{{cite web|title=Constitution of Supreme Court of India|publisher=Supreme Court of India}}</ref> ଆରମ୍ଭ ଦିନଗୁଡ଼ିକରେ, ସର୍ବୋଚ୍ଚ ନ୍ଯାୟାଳୟ ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏବଂ ପରେ ଦିନ ୨ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମାସକୁ ୨୮ ଦିନ ପାଇଁ ବସୁଥିଲେ ।<ref>name="History PDF"</ref>
୫୫ କ ଧାଡ଼ି:
[[File:Inside the Supreme Court of India. 16.jpg|thumb|ମା ଓ ସନ୍ତାନ ପ୍ରତିମା]]
୧୯୮୦ ମସିହା ଫେବୃଆରୀ ୨୦ ତାରିଖ ଦିନ, {{convert|210|cm|ftin|abbr=on}} ଉଚ୍ଚତାର ଏକ କୃଷ୍ଣ-କାଂସ୍ୟ ପ୍ରତିମା ସର୍ବୋଚ୍ଚ ନ୍ଯାଯାଳୟର ଉଦ୍ୟାନରେ ସ୍ଥାନିତ କରାଗଲା । ଏହା ଭାରତମାତାଙ୍କୁ ଏକ
ସ୍ତ୍ରୀ ରୂପେ ଓ ନବସ୍ଥାପିତ ବିଧିର ଧାରଣ କରୁଥିବା ଭାରତୀୟ ଗଣରାଜ୍ୟକୁ ଏକ ସନ୍ତାନ ରୂପେ ପ୍ରତିବିମ୍ବିତ କରୁଛି, ଅର୍ଥାତ୍ ଜଣେ ମା ନିଜ ସନ୍ତାନକୁ ଆଶ୍ରୟ ଦେଉଥିବା ପରିସ୍ଥିତିକୁ ଦର୍ଶାଉଛି । ପିଲାଟି ନିକିତି ଥିବା ଏକ ପୁସ୍ତକ ଧରିଛି ଯାହା ସମାନ ନ୍ୟାୟର ସୂଚନା ଦେଉଅଛି । ପ୍ରସିଦ୍ଧ ଶିଳ୍ପୀ [[ଚିନ୍ତାମଣୀ କର]]
=== ମୋହର ===
୭୩ କ ଧାଡ଼ି:
=== ନ୍ୟାୟାଳୟର ଆକାର ===
ପ୍ରାରମ୍ଭରେ, ଭାରତୀୟ ସମ୍ବିଧାନ ସାତ ଜଣ ବିଚାରପତି ଓ ଜଣେ ମୁଖ୍ଯ ବିଚାରପତିଙ୍କୁ ନେଇ ସର୍ବୋଚ୍ଚ ନ୍ଯାଯାଳୟର ପରିକଳ୍ପନା କରିଥିଲା । ପ୍ରାଥମିକ ପର୍ଯ୍ୟାୟରେ, [[ଏକ ପୂର୍ଣ୍ଣ ଖଣ୍ଡପୀଠ]] ମାମଲାର ଶୁଣାଣି ପାଇଁ ବସୁଥିଲେ । ନ୍ୟାୟାଳୟର କାର୍ଯ୍ୟ ବଢିବା ସହ ମାମଲାଗୁଡ଼ିକର ସଂଖ୍ଯା ବଢିବାରୁ ସଂସଦ ଅଧିନିୟମ ଦ୍ବାରା ନ୍ୟାୟାଳୟର ବିଚାରପତି ସଂଖ୍ଯା ମୂଳ ୧୯୫୦ର ୮ରୁ ୧୯୫୬ରେ ୧୧, ୧୯୬୦ରେ ୧୪, ୧୯୭୮ରେ ୧୮, ୧୯୮୬ରେ ୨୬,୨୦୦୯ରେ ୩୧ ଏବଂ ୨୦୧୯ରେ ୩୪କୁ ବୃଦ୍ଧି କରାଇଲା । ବିଚାରପତି ସଂଖ୍ଯା ବଢିବାରୁ ସେମାନେ ଦୁଇରୁ ତିନି ଜଣ ସଦସ୍ଯ ବିଶିଷ୍ଟ ଖଣ୍ଡପୀଠ ଗଠନ କରି ମାମଲାର ଶୁଣାଣି କଲେ ।<ref>{{cite journal|last1=Chowdhury|first1=Rishad Ahmed|title=Missing the Wood for the Trees: The Unseen Crisis in the Supreme Court|journal=NUJS Law Review |date=July–September 2012|volume=5|issue=3/4|page=358|url=http://nujslawreview.org/wp-content/uploads/2015/02/04_rishad_ahmed.pdf#page=8|access-date=3 November 2015|url-status=dead|archive-url=https://web.archive.org/web/20151208081111/http://nujslawreview.org/wp-content/uploads/2015/02/04_rishad_ahmed.pdf#page=8|archive-date=8 December 2015|df=dmy-all}}</ref> କୌଣସି ବିଧି ବା ସମ୍ବିଧାନର ଅର୍ଥ ବାହାର କରିବା ସମୟରେ ପାଞ୍ଚ ବା ଅଧିକ ଜଣ ବିଚାରପତି ମିଶି ଏକ [[ସାମ୍ବିଧାନିକ ଖଣ୍ଡପୀଠ (ଭାରତ)|ସାମ୍ବିଧାନିକ ଖଣ୍ଡପୀଠ]] ଗଢନ୍ତି ।
ଭାରତୀୟ ସମ୍ବିଧାନ ଧାରା ୧୪୫(୩) ଅନୁସାରେ, ଯେଉଁ ମାମଲାରେ ସମ୍ବିଧାନର ଅର୍ଥ ବାହାର କରିବାର
ଭାରତୀୟ ସର୍ବୋଚ୍ଚ ନ୍ଯାଯାଳୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଖଣ୍ଡପୀଠ ୧୯୭୩ ମସିହାରେ [[କେଶବାନନ୍ଦ ଭାରତୀ ବନାମ କେରଳ ସରକାର|'''କେଶବାନନ୍ଦ ଭାରତୀ ବନାମ କେରଳ ସରକାର''']] ମାମଲାରେ ବସିଥିଲା । ୧୩ ଜଣ ବିଚାରପତିଙ୍କ ଦ୍ବାରା ଗଠିତ ଏହି ଖଣ୍ଡପୀଠ ବିଚାର କଲେ ଯେ, ସମ୍ବିଧାନର ସଂଶୋଧନ ପାଇଁ ସଂସଦ ପାଖରେ ଅସୀମିତ କ୍ଷମତା ରହିଛି ନା ନାହିଁ । ଏହି ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ଯାଯାଳୟ ପ୍ରଥମ ଥରପାଇଁ "ମୌଳିକ ଗଠନର ସିଦ୍ଧାନ୍ତ"କୁ ଭାରତୀୟ ସମ୍ବିଧାନର ଅବିଚ୍ଛେଦ୍ୟ ଅଙ୍ଗ ରୂପେ ପରିବେଷଣ କଲେ ।
== ନିୟମ ==
ସମ୍ବିଧାନ ଧାରା ୧୪୫ ଅନୁସାରେ, ସର୍ବୋଚ୍ଚ ନ୍ଯାଯାଳୟ ନିଜର କାର୍ଯ୍ୟ ପରିଚାଳନା ପାଇଁ (ରାଷ୍ଟ୍ରପତିଙ୍କ ଅନୁମତି ସହିତ) ନିଜ ନିୟମ ନିଜେ ନିର୍ଦ୍ଧାରଣ କରିପାରିବ । ନିୟମର ତିନୋଟି ପ୍ରରୂପ ପ୍ରକାଶିତ ହୋଇପାରିଛି: ୧୯୫୦ରେ ପ୍ରଥମ, ତାପରେ ୧୯୬୬ରେ ଏବଂ ଶେଷରେ
== ରିପୋର୍ଟକରଣ ଏବଂ ଉଦ୍ଧାରଣ ==
|