"କୌଶଲ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୫ କ ଧାଡ଼ି:
କୌଶଲ୍ୟା ହେଉଛନ୍ତି କୋଶଳ ରାଜ୍ୟର ରାଜା ସୁକୌଶଲ ଏବଂ ରାଣୀ ଅମୃତପ୍ରଭାଙ୍କ ଝିଅ । ଅଧୁନା କୌଶଲ୍ୟାଙ୍କ ଜନ୍ମ ସ୍ଥାନ ଛତିଶଗଡ଼ର ଚନ୍ଦ୍ରଖୁରୀ ଅଞ୍ଚଳରେ ଅବସ୍ଥିତ ବୋଲି ଜଣାଯାଏ ।<ref>{{cite book |author=Sukhdev Singh Chib |title=Punjab |url=https://books.google.com/books?id=U44BAAAAMAAJ |year=1977 |publisher=Light & Life |page=2 |access-date=25 Feb 2021 |archive-date=12 October 2020 |archive-url=https://web.archive.org/web/20201012035356/https://books.google.com/books?id=U44BAAAAMAAJ |url-status=live }}</ref> ସେମାନଙ୍କ ଜନ୍ମସ୍ଥାନରେ ମାତା କୌଶଲ୍ୟାଙ୍କ ମନ୍ଦିର ନାମକ ଏକ ମନ୍ଦିର ଅଛି, ଯାହାକି ମାତା କୌଶଲ୍ୟାଙ୍କୁ ସମର୍ପିତ ଦୁନିଆର ଏକମାତ୍ର ମନ୍ଦିର ଅଟେ ।
 
ଅଯୋଧ୍ୟାରୁ ଚଉଦ ବର୍ଷ ନିର୍ବାସନ ପାଇ ରାମ ବନ ବାସ ଅଭିମୁଖେ ବାହାରିଲେ । ରାମ, ତାଙ୍କ ପତ୍ନୀ ଏବଂ ଭାଇ, ବନଚାରୀଙ୍କ ଭଳି ପୋଷାକ ପରିହିତ ହୋଇ ସୁମନ୍ତ୍ରାଙ୍କ ଦ୍ୱାରାସୁମନ୍ତ୍ରାଙ୍କଦ୍ୱାରା ଚାଳିତ ରଥରେ ବସି ବନ ଅଭିମୁଖେ ଗମନ କରିବା ବେଳେ ରାଜ୍ୟବାସୀ ତାଙ୍କୁ ଘେରି ରହିଥିଲେ । ଦଶରଥ ତାଙ୍କ ପ୍ରାସାଦରୁ ବାହାରି ରାଣୀମାନଙ୍କ ଦ୍ୱାରାରାଣୀମାନଙ୍କଦ୍ୱାରା ଘେରି ରହିଲେ ରାମଙ୍କର ପଶ୍ଚାଦଗମନ କରିବାକୁ ଲାଗିଲେ । ତେବେ ରାମ ଦୃଶ୍ୟମାନ ହେବା ପର୍ଯ୍ୟନ୍ତ ପିଛା କରିବା ପରେ ସମସ୍ତେ ମନ ଦୁଃଖରେ ଗୃହକୁ ଫେରି ଆସିଥିଲେ । ଏତେବଡ଼ ଦୁଃଖକୁ ସାମନା କରିବାପରେ ମଧ୍ୟ ରାଣୀ କୌଶଲ୍ୟାଙ୍କ, କୈକେୟୀଙ୍କ ପ୍ରତି ଅସୂୟାଭାବ ସୃଷ୍ଟି ହୋଇ ନ ଥିଲା । ଏକ ପୌରାଣିକ ଉପାଖ୍ୟାନ ଅନୁସାରେ ରାଣୀ କୌଶଲ୍ୟା ବାସ୍ତବରେ ଥିଲେ ଦ୍ରୋଣବସୁଙ୍କ ପତ୍ନୀ ଧାରାଙ୍କ ଅବତାର ଥିଲେ । ସେହି ଜନ୍ମରେ ସେ ଭଗବାନ ବିଷ୍ଣୁଙ୍କଠାରୁ ଏକ ବର ପାଇଥିଲେ ଯେଉଁଥିରେ ଭଗବାନ ବିଷ୍ଣୁ କୁହନ୍ତି - "ମୁଁ ତୁମ ପୁଅ ଭାବରେ ତ୍ରେତୟା ଯୁଗରେ ଜନ୍ମ ହେବି" । ପରବର୍ତ୍ତୀ ଜନ୍ମରେ କୌଶଲ୍ୟା କୃଷ୍ଣଙ୍କ ମାତା ଦେବକୀ ଭାବରେ ମଧ୍ୟ ଜନ୍ମଗ୍ରହଣ କରିଥିଲେ ।
 
ରାମରାଜ୍ୟରେ ସେ ଥିଲେ ଅଯୋଧ୍ୟାର ରାଜମାତା । ସଦାସର୍ବଦା ସେ ଅନ୍ୟ ଦୁଇ ରାଣୀଙ୍କୁ (କୈକେୟୀ ଓ ସୁମିତ୍ରା ) ନିଜର ଭଗିନୀବତ୍ ଦେଖୁଥିଲେ ।
"https://or.wikipedia.org/wiki/କୌଶଲ୍ୟା"ରୁ ଅଣାଯାଇଅଛି