"ଇଞ୍ଚୋଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଳ୍ପ ତ୍ରୁଟି ଥିଲା
ଟିକେ Regular Character Changes
୪୧ କ ଧାଡ଼ି:
| website =
}}
'''ଇଞ୍ଚୋଳ''' ହେଉଛି [[ଓଡ଼ିଶା|ଓଡ଼ିଶାର]] [[କେନ୍ଦୁଝର ଜିଲ୍ଲା]]ରେ ଥିବା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ରମଣ୍ଡଳୀର ହାଟଡିହୀ ବ୍ଲକ ଅନ୍ତର୍ଗତ ଏକ ଗାଁ ଓ ଗ୍ରାମପଞ୍ଚାୟତ ।<ref>http://naveenpatnaik.com/Inchol-Panchayat-3767.html</ref><ref>http://www.onefivenine.com/india/villages/Kendujhar/Hatadihi/Inchol</ref>
 
ଏହା ଏକ ଐତିହାସିକ ଗାଁ |କେନ୍ଦୁଝର ରକେନ୍ଦୁଝରର ଭଞ୍ଜ ରାଜପରିବାର ରରାଜପରିବାରର ସୁଯୋଗ୍ୟ ଦାୟଦ ଜନାର୍ଦ୍ଦନ ଭଞ୍ଜଙ୍କ କାଳରେ ସମଗ୍ର ଗଡଜାତ ଅଞ୍ଚଳରେ ନାରାୟଣ ବିଷ୍ଣୁ ରୂପେ ପୂଜିତ ହେଉଥିବା ସ୍ଥଳେ ଇଞ୍ଚୋଳରେ ବ୍ରହ୍ମା ଓ ବିଷ୍ଣୁଙ୍କ ମିଳିତ ଅବୟବ ବିରଞ୍ଚିନାରାୟଣ ପ୍ରତିଷ୍ଠା କରାଯିବା ସହିତ ଅନତି ଦୂରରେ ଏକ ଗଭୀର ପୁଷ୍କରଣୀ ଖନନ କରାଯାଇଥିଲା ।ଯାହାର ନାମ ମାର୍ଥା ଗାଁ ଶେଷ ମୁଣ୍ଡରେ ପଦ୍ମ ଫୁଲ ସହ ଶୋଭା ବର୍ଦ୍ଧନ କରେ ଏହି ପୋଖରୀ । ତତ୍କାଳୀନ ସମଗ୍ର ମୋଗଲ ବନ୍ଦୀ ଓ ରାଜା ରାଜୁଡାଙ୍କ ଗଡରେ ବ୍ରହ୍ମାଙ୍କ ଅବୟବ ପୂଜିତ ହେଉନଥିବା ବେଳେ ଭଦ୍ରକ ଜିଲ୍ଲାସ୍ଥ ପାଳିଆ ଓ ଗଞ୍ଜାମ ଜିଲ୍ଲାର ବୁଗୁଡା ଠାରେବୁଗୁଡାଠାରେ ଏକ ମାତ୍ର ବ୍ରହ୍ମା ମନ୍ଦିର  ସେହି କାଳରୁ ଅବସ୍ଥାପିତ ଓ ଅପୂଜିତ ଅବସ୍ଥାରେ ରହିଥିଲେ ।ଅଗ୍ନିଉତ୍ସବ ,ଅଗିରାପୂର୍ଣ୍ଣମୀର ପରଦିନ ଖୋଲାଯାଇ ଗୋଟିଏ ଦିନ ମାତ୍ର ପୂଜା କରାଯାଏ ।ମାତ୍ର ବ୍ରହ୍ମା ଓ ବିଷ୍ଣୁଙ୍କର ମିଳିତ ପ୍ରତିମୂର୍ତ୍ତୀ ପାର୍ଶ୍ୱରେ ସ୍ୱୟଂ ପ୍ରଭୁ ଅଞ୍ଚଳେଶ୍ୱର ଆବିର୍ଭୁତ ହୋଇଥିଲେ ବ୍ରହ୍ମାବିଷ୍ଣୁମହେଶ୍ୱର , ସୃଷ୍ଟିସ୍ଥିତିପ୍ରଳୟର ପ୍ରତୀକ ଥିବା ଧାମକୁ ପ୍ରଭୁ ଅଞ୍ଚଳେଶ୍ୱରଙ୍କ ନାମ ଅନୁସାରେ ଇଞ୍ଚୋଳ ରଖାଯାଇଥିଲା । ସମଗ୍ର ଓଡିଶାରେଓଡ଼ିଶାରେ ଏକମାତ୍ର   ବିରଞ୍ଚିନାରାୟଣ ମନ୍ଦିର ଇଞ୍ଚୋଳରେ ।ଇଞ୍ଚୋଳର ଇତିହାସ   ଖୁବ୍ ପ୍ରାଚୀନ ବୋଲି ବିଶ୍ୱାସ  କରାଯାଏ.....
 
== ଭୌଗଳିକ ଅବସ୍ଥିତି ଓ ଜଳବାୟୁ ==
୨୦୧୧ ଜନଗଣନା ସୂଚନା ଅନୁଯାୟୀ, ଇଞ୍ଚୋଳ ଗାଁର  ଗ୍ରାମ କୋଡ୍ ହେଉଛି ୩୮୭୨୧୭ | ଇଞ୍ଚୋଳ  ଗାଁ ଭାରତର ଓଡ଼ିଶା ପ୍ରଦେଶ  କେନ୍ଦୁଝର  ଜିଲ୍ଲାର ହାଟାଡିହୀ ତହସିଲରେ ଅବସ୍ଥିତ | ଏହା ବ୍ଲକ / ତହସିଲ ମୁଖ୍ୟାଳୟ ହାଟାଡିହି ଠାରୁ ୮ କିଲୋମିଟର ଦୂରରେ ଏବଂ ଜିଲ୍ଲା ମୁଖ୍ୟାଳୟ କେନ୍ଦୁଝର ଠାରୁ ୧୦୩ କିଲୋମିଟର ଦୂରରେ ଅବସ୍ଥିତ | ୨୦୦୩ ମସିହାରେ ବଡ଼ରମ୍ପାସ ଠାରୁ ଅଲଗା ହୋଇ ଇଞ୍ଚୋଳ କୁଇଞ୍ଚୋଳକୁ ଗ୍ରାମ ପଞ୍ଚାୟତ କରାଗଲା |
 
ଗାଁର ସମୁଦାୟ ଭୌଗଳିକ  କ୍ଷେତ୍ର ହେଉଛି ୪୦୩ ହେକ୍ଟର | ଇଞ୍ଚୋଳ ରଇଞ୍ଚୋଳର ମୋଟ ଜନସଂଖ୍ୟା ୧୯୮୬ | ଇଞ୍ଚୋଳ ଗାଁରେ ୪୯୬ ଘର | ଭଦ୍ରକ ଇଞ୍ଚୋଳ ର ନିକଟତମ ସହର ଯାହାକି ପ୍ରାୟ ୨୯ କିଲୋମିଟର ଦୂରରେ |
 
ଇଞ୍ଚୋଳ ରଇଞ୍ଚୋଳର ମୋଟ ଜନସଂଖ୍ୟା -୧୯୮୬ , ପୁରୁଷ ଜନସଂଖ୍ୟା -୯୭୫ ,ମହିଳା ଜନସଂଖ୍ୟା -୧୦୧୧ |
 
ଇଞ୍ଚୋଳ ନିକଟବର୍ତ୍ତୀ ଗ୍ରାମ -ଷଡଙ୍ଗା ,ତେମଳା,ଧରମପୁର,ବ୍ରାହ୍ମଣିକଳା,ପରମାନନ୍ଦପୁର,ଅପସର,ଧାନଘର,ବଡ଼ରମ୍ପାସ,ନୂଆରମ୍ପାସ୍,କ୍ଷେତୁଆଳି ,ଓରାଳି ,କଳିଗାଁ ,ଇଚ୍ଛାପୁର,ତାମ୍ପଳା,ରଘୁନାଥପୁର ,ମୁଦୁଲିପଦା,ମୁଦୁଲିପଦା |
୫୭ କ ଧାଡ଼ି:
 
== ଦେବଦେବୀ ଓ ଧାର୍ମିକ ସ୍ଥଳ ==
ଅଷ୍ଟାଦଶ ଶତାଦ୍ଧିର ଅୟମାରମ୍ଭ କାଳରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ତାଲୁକ ଓରାଳି ଦଣ୍ଡପାଟ୍ଟ ଅଧିନସ୍ଥ ଇଞ୍ଚୋଳ ମୌଜାର ୨୦ ଏକର ପରିମିତ ଅନାବାଦି ଜମି ଉପରେ ଦଣ୍ଡାୟମାନ ମାର୍ଥା । ରାଜତନ୍ତ୍ର ସହାୟତାରେ ବାରମ୍ବାର ମରୁଡି ସହିତ ପାନୀୟ ଜଳର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଅନ୍ୟୁନ ୧୦ ଏକର ପରିମିତ ଜମିରେ ଜଳ ସୀମା ନିର୍ଦ୍ଧାରଣ ସହ ଖନନ କାର୍ଯ୍ୟ ସଂପାଦନା କରାଯାଇଥିଲା ।ପୋଖରୀ ପାର୍ଶ୍ୱ ହୁଡା ଓ ଜମିରେ ଗୋଚାରଣ ପାଇଁ ବିସ୍ତିର୍ଣ୍ଣ ତୃଣଭୂମି ସହ ଗୋସମ୍ପଦର ଉନ୍ନତି କଳ୍ପେ ଚାରଣ ଭୂମି ସୃଷ୍ଟି ହୋଇଥିଲା।ପୋଖରୀ ଖନନ ପରେ ଇଞ୍ଚୋଳ ଗ୍ରାମର ଅନଥି ଦୂର ମଧ୍ୟ ସ୍ଥଳରେ ପ୍ରଭୁ ବିରଞ୍ଚିନାରାୟଣଙ୍କ ମନ୍ଦିର ନିର୍ମାଣ କରାଯାଇ ଏକାଦିକ୍ରମେ ପୋଖରୀ ପ୍ରତିଷ୍ଠା ପୂର୍ବକ ମନ୍ଦିର ମଧ୍ୟରେ ଦେବ ପ୍ରବେଶ ଓ ପ୍ରତିଷ୍ଠା କରାଯାଇଥିଲା ।କେନ୍ଦୁଝର ରାଜତନ୍ତ୍ର ୧୭୯୪ - ୧୮୨୫ ଜନାର୍ଦ୍ଦନ_ଭଞ୍ଜ(ଧନୁର୍ଜୟ ଭଞ୍ଜ ଦେଓ ଙ୍କଦେଓଙ୍କ ଜେଜେବାପା) ଙ୍କ କାଳରେ ଠାକୁରଙ୍କ ନିତ୍ୟ ନୈମିତିକ ନିତି ପାଇଁ ବ୍ରାହ୍ମଣ ମାନଙ୍କୁ ଜମିବାଡି ଠାକୁରଙ୍କୁ ସାକ୍ଷୀ ରଖି ଦିଆଯାଇଥିଲା ।ପୋଖରୀଟିରେ ବିଗତ ୫୦ ବର୍ଷ ମଧ୍ୟରେ ୨ ଥର ପଙ୍କୋଦ୍ଧାର ହୋଇଛି ।୧୯୭୮ ରେ।୧୯୭୮ରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ନିର୍ବାଚିତ ବିଧାୟକ ସ୍ୱର୍ଗତ ମକର ସେଠୀ ଓ ଅଭିଭକ୍ତ ରମ୍ପାସ ପଞ୍ଚାୟତ ଥିବା ସମୟରେ ସରପଞ୍ଚ ତଥା ଇଞ୍ଚୋଳ ବାସୀନ୍ଦା କୃଷ୍ଣ ଚନ୍ଦ୍ର ସୁଆରଙ୍କ ଉଦ୍ୟମକ୍ରମେ ପ୍ରଥମ ଥର ଓ ୨୦୧୭ ରେ୨୦୧୭ରେ ବିଧାୟକ ମାୟାଧର ଯେନା ଓ ଇଞ୍ଚୋଳ ସରପଞ୍ଚ ବିନୋଦ ବିହାରୀ ମହାପାତ୍ରଙ୍କ ଉଦ୍ୟମକ୍ରମେ ଦ୍ୱିତୀୟଥର ପଙ୍କୋଦ୍ଧାର ହୋଇଥିଲେ ମଧ୍ୟ ପରିଷ୍କରଣ, ଘାଟ ନିର୍ମାଣ ସହିତ ଏକ ଆଦର୍ଶ ପରିବେଶ ସୃଷ୍ଟି ହୋଇ ପାରିନାହିଁ
 
ପୋଖରୀଟିକୁ ଶୁଖାଇବା ଅତ୍ୟନ୍ତ ଦୂରୁହ ବ୍ୟାପାର ହୋଇଥିବା ସହିତ ଶୁଖାଇବା ପରେ ମଧ୍ୟ ସେଥିରେ କୌଣସି ମାଛ ମିଳନ୍ତି ନାହିଁ ଯାହାର ପ୍ରମାଣ ଗତ ଦୁଇ ଥର ଶୁଖାଇବାରେ ପ୍ରମାଣିତ ହୋଇଥିଲା ।ପୋଖରୀଟି ପଦ୍ମରେ ପରିପୂର୍ଣ୍ଣ।ଅତୀତରେ ପୋଖରୀ ପାଣି ପାନୀୟରୂପେ ବ୍ୟବହୃତ ହୋଇ ଆସୁଥିଲେ | ପୋଖରୀ ପ୍ରତିଷ୍ଠାକାଳରେ ମଧ୍ୟଭାଗରେ ପାନୀୟ ଜଳ ରୂପେ ବ୍ୟବହୃତ ହେବା ପୂର୍ବରୁ ଏକ କ୍ଷୁଦ୍ର ମନ୍ଦିର କରାଯାଇ ଜଳଦେବୀଙ୍କୁ ସ୍ଥାପନ କରାଯାଇଥିଲା ।ନିରିହ ପ୍ରଜାକୁଳ ପାଣି ମଧ୍ୟରେ କାହାକୁ ନବୁଡାଇବା ପାଇଁ ପ୍ରାର୍ଥନା କରିଥିଲେ ।ଏବଂ ଆଜି ପର୍ଯ୍ୟନ୍ତ ଉକ୍ତ ପୋଖରୀରେ କେହି ବୁଡି ପ୍ରାଣ ହରାଇବାର ନଜିର ନାହିଁ ।ଏଣୁ ଉକ୍ତ ପୋଖରୀର ନାମକରଣ ମାତୃ ଶକ୍ତିର ସାମର୍ଥ୍ୟ ପରିପ୍ରକାଶ କରୁଥିବାରୁ  ମା'ଙ୍କର ସର୍ବକାଳୀନ ସମର୍ଥନ ପୂର୍ବକ " ମାର୍ଥା" । ଉକ୍ତ ପୋଖରୀରେ  ସ୍ନାନ କଲେ ମା' ଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ବୋଲି ଜନଜୀବନରେ ଅଖଣ୍ଡ ବିଶ୍ୱାସ ରହିଛି ।ବିଗତ ଦିନମାନଙ୍କରେ ପୋଖରୀର ଜଳ ବିରଞ୍ଚିନାରାୟଣଙ୍କ ପୂଜାବିଧିରେ ଲାଗିବା ପୂର୍ବକ ଏକ ନିଆରା ପରମ୍ପରା ପାଦୁକ ଓ ବିରଞ୍ଚିମାଟି ଚର୍ମରୋଗର ଔଷଧ ରୂପେ ବହୁ ଆଶ୍ରୀତ ଗ୍ରହଣ କରି ଭଲ ହୁଅନ୍ତି । ତତ ସହିତ ଏଠାରେ ଜଗନ୍ନାଥ ମନ୍ଦିର , ମଦନମୋହନ ମନ୍ଦିର , ତାରିଣୀ ମନ୍ଦିର, ଗଣେଶ ମନ୍ଦିର, ବାବା ଧବଳେଶ୍ୱର ମନ୍ଦିର ,ମଣିବାବା ମନ୍ଦିର , ମା ଜାଗୁଳାଇ ମନ୍ଦିର ,ମଙ୍ଗଳା ମନ୍ଦିର ,ରାଧାକୃଷ୍ଣ ମନ୍ଦିର ଓ ଶନି ମନ୍ଦିର ଆଦି ରହିଛି |
 
                                 
"https://or.wikipedia.org/wiki/ଇଞ୍ଚୋଳ"ରୁ ଅଣାଯାଇଅଛି