"ଅହଲ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠା ତିଆରି
 
ଟିକେ Regular Character Changes
୪ କ ଧାଡ଼ି:
ଇନ୍ଦ୍ରଙ୍କ ଏକ ଭୁଲ ହେତୁ ଗୌତମ ଅହଲ୍ୟାଙ୍କୁ ଅଭିଶାପ ଦେବା ଫଳରେ ଅହଲ୍ୟା ଏକ ପାଷାଣ ପାଲଟିଯାଇଥିଲେ । ଅବଶ୍ୟ ବହୁଦିନ ପରେ, ସେ ପ୍ରଭୁ ଶ୍ରୀ ରାମଙ୍କ ପାଦ ସ୍ପର୍ଶ ପାଇ ପୁନର୍ବାର ନିଜ ରୂପ ଫେରି ପାଇଲେ ।<ref name="hinduwebsite">{{cite web |title=The Epic Story of Ahalya and Its Hidden Symbolism |url=https://www.hinduwebsite.com/hinduism/concepts/ahalya.asp |website=www.hinduwebsite.com |accessdate=14 February 2021 |language=en-us}}</ref>
 
ହିନ୍ଦୁ ପରମ୍ପରା ତଥା ପୌରାଣିକ ବର୍ଣ୍ଣନା ଅନୁସାରେ ଅହଲ୍ୟାଙ୍କୁ ପଞ୍ଚ ସତୀଙ୍କ ମଧ୍ୟରେ ଅନ୍ୟତମା ଭାବରେ ବିବେଚନା କରାଯାଏ ଏବଂ ଏହି ଅହଲ୍ୟା ପ୍ରାଅତଃ ସ୍ମରଣୀୟା ଅଟନ୍ତି । ହିନ୍ଦୁ ପରମ୍ପରା ଅନୁଯାୟୀ, ନିତ୍ୟ ସକାଳେ ଏହି ପଞ୍ଚକନ୍ୟାଙ୍କ ନାମ ସ୍ମରଣ କରିବା ଦ୍ଵାରାକରିବାଦ୍ଵାରା ସମସ୍ତ ପାପ ନଷ୍ଟ ହୋଇଯାଏ ।
 
== ଆଧାର ==
"https://or.wikipedia.org/wiki/ଅହଲ୍ୟା"ରୁ ଅଣାଯାଇଅଛି