"ସଙ୍ଗୀତା ଦାଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ
Content deleted Content added
ସଙ୍ଗୀତା ଦାଶ ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୭:୫୨, ୨୫ ଫେବୃଆରୀ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ସଙ୍ଗୀତା ଦାଶ, ( ଜନ୍ମ :୨୪ ଅପ୍ରେଲ ୧୯୬୬ ) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ଅଟନ୍ତି । ଓଡ଼ିଶୀ ନୃତ୍ୟରେ ଉତ୍କର୍ଷତା ପାଇଁ ସେ ମାହାରୀ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଆଦି ସମ୍ମାନ ଲାଭ କରିଛନ୍ତି । ଡୋରା, ବାଜେ ବଇଁଶୀ ନାଚେ ଘୁଙ୍ଗୁର ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ପଣ୍ଡିଚେରୀଠାରେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ ମଧ୍ୟ କରନ୍ତି ।[୧]

ସଙ୍ଗୀତା ଦାଶ
ଜନ୍ମ (1966-04-24) ୨୪ ଅପ୍ରେଲ ୧୯୬୬ (ବୟସ ୫୭)
ଜାତୀୟତାଭାରତୀୟ
ବୃତ୍ତିନୃତ୍ୟାଙ୍ଗନା ଓ ଅଭିନେତ୍ରୀ
ପୁରସ୍କାରମାହାରୀ ସମ୍ମାନ

ସମ୍ମାନ ଓ ପୁରସ୍କାର

  • ମାହାରୀ ସମ୍ମାନ - ୧୯୮୯ ( ଗୁରୁ ପଙ୍କଜ ଚରଣ ଓଡ଼ିଶୀ ରିସର୍ଚ୍ଚ ଫାଉଣ୍ଡେସନ ତରଫରୁ )
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୧୯୮୯
  • ଶୃଙ୍ଗାରମଣି ସମ୍ମାନ - ( କଲ-କେ-କଳାକାର, ମୁମ୍ବାଇ ତରଫରୁ )
  • ସଂସ୍କୃତ ସମ୍ମାନ - ୧୯୯୮ ( ସଂସ୍କୃତି ପ୍ରତିଷ୍ଠାନ, ଦିଲ୍ଲୀ )[୨]

ଆଧାର

  1. "Sangeeta Dash". www.sangeetnatak.gov.in. ସଙ୍ଗୀତ ନାଟକ ଏକାଡ଼େମୀ. Archived from the original on 25 February 2021. Retrieved 25 February 2021. {{cite web}}: |archive-date= / |archive-url= timestamp mismatch; 13 ଅଗଷ୍ଟ 2020 suggested (help)
  2. "PROFILE OF PARTICIPANTS IN JNMDA FESTIVAL". http://www.e-pao.net/. www.e-pao.net. Archived from the original on 25 February 2021. Retrieved 25 February 2021. {{cite web}}: External link in |website= (help)