"ଦଶରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଲିଙ୍କ ତିଆରି
ଟିକେ ଲିଙ୍କ ତିଆରି
୧ କ ଧାଡ଼ି:
{{prettyurl|Dasharatha}}
[[ହିନ୍ଦୁ]] ପୁରାଣ ବାଲ୍ମିକୀ କୃତ [[ରାମାୟଣ]]ର ବର୍ଣ୍ଣନା ଅନୁସାରେ ଦଶରଥ ଥିଲେ ତ୍ରେତୟା ଯୁଗରେ ଅଯୋଧ୍ୟାର ସୂର୍ଯ୍ୟବଂଶୀୟ ରାଜା ତଥା ପ୍ରଭୁ [[ରାମ|ରାମଚନ୍ଦ୍ର]]<nowiki></nowiki>ଙ୍କ ପିତା । ଦଶରଥଙ୍କ ପିତା ଥିଲେ ରାଜା ଅଜ ଏବଂ ମାତା ଥିଲେ ସ୍ଵର୍ଗର [[ଅପ୍‌ସରା]] ଇନ୍ଦୁମତୀ । ରାଜା ଦଶରଥଙ୍କୁ ଜଣେ ଆଦର୍ଶ ମହାରାଜା, ପୁଅମାନଙ୍କୁ ଭଲ ପାଉଥିବା ଏକ ପିତା ତଥା ନିଜ ବଚନ ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ବ୍ୟକ୍ତି ଭାବେ ଚିତ୍ରିତ କରାଯାଇଛି । ତାଙ୍କର ତିନୋଟି ପତ୍ନୀ ଥିଲେ -[[କୌଶଲ୍ୟା]], କୈକେୟୀ ଓ ସୁମିତ୍ରା । ଏକ ପୌରାଣିକ ତଥ୍ୟ ଅନୁସାରେ ରାଜା ରୋମପାଦଙ୍କ ପୋଷ୍ୟକନ୍ୟା ତଥା [[ଋଷ୍ୟଶୃଙ୍ଗ]]<nowiki></nowiki>ଙ୍କ ପତ୍ନୀ ଶାନ୍ତା ବାସ୍ତବରେ ଦଶରଥଙ୍କ ଝିଅ ଥିଲେ ।<ref name="valmikiramayana">{{cite web |title=Valmiki Ramayana - Bala Kanda |url=http://www.valmikiramayan.net/bala/sarga9/bala_9_frame.htm |website=www.valmikiramayan.net |accessdate=21 February 2021}}</ref>
[[File:King Dasharatha grieves inconsolably at his obligation to banish Rama to the forest.jpg|thumb|ରାମ ବନବାସ ଜନିତ ଦୁଃଖରେ ଶୋକାଭିଭୂତ ରାଜା ଦଶରଥ]]
== ରାମଙ୍କ ଜନ୍ମ ==
"https://or.wikipedia.org/wiki/ଦଶରଥ"ରୁ ଅଣାଯାଇଅଛି