"ତୁହିନାଂଶୁ ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ କବି
Content deleted Content added
ତୁହିନାଂଶୁ ରଥ ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୦:୫୦, ୨୫ ଫେବୃଆରୀ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ତୁହିନାଂଶୁ ରଥ ( ଜନ୍ମ : ୩ ଜାନୁଆରୀ ୧୯୬୪ ) ଜଣେ ଓଡ଼ିଆ କବି । ସେ ବସନ୍ତ ମୁଦୁଲି କବିତା ପୁରସ୍କାରକବି ଦୀପକ ମିଶ୍ର କବିତା ପୁରସ୍କାର ଆଦି ପୁରସ୍କାର ଲାଭ କରିଛନ୍ତି । ବୃତ୍ତିରେ ସେ ଜଣେ ଅଧ୍ୟାପକ ।

ତୁହିନାଂଶୁ ରଥ
ଜନ୍ମ ଓ ଜନ୍ମସ୍ଥାନError: Need valid birth date: year, month, day
କଣ୍ଟିଗଡ଼ିଆ, ଯାଜପୁର
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ସମାଜବିଜ୍ଞାନ)
ପୁରସ୍କାରବସନ୍ତ ମୁଦୁଲି କବିତା ପୁରସ୍କାର

ରଚନାବଳୀ

  • ନାଭି ନକ୍ଷତ୍ର ( ୧୯୯୯ )
  • ଅତୁଠ ଶିଳା ( ୨୦୦୩ )
  • ଆଖି ଅକ୍ଷର ( ୨୦୦୫ ୦
  • ଶୋଷ ସନ୍ତକ ( ୨୦୦୮ )
  • ମେଘ ଆଳାପ ( ୨୦୧୦ )
  • ଉଦ୍ଭିଦ ଗର୍ଭ ( ୨୦୧୩ )

ପୁରସ୍କାର ଓ ସମ୍ମାନ

  • ବସନ୍ତ ମୁଦୁଲି କବିତା ପୁରସ୍କାର[୧]
  • କବି ଦୀପକ ମିଶ୍ର କବିତା ପୁରସ୍କାର ( କନିଷ୍ଠ ବର୍ଗ ) - ୨୦୧୮[୨]

ଆଧାର

  1. "ସୃଜନ ସ୍ମୃତି". No. ଧରିତ୍ରୀ ୨୫/୦୨/୨୦୨୧ ପୃଷ୍ଠା. ଧରିତ୍ରୀ. 25 February 2021. Archived from the original on 25 February 2021. Retrieved 25 February 2021.
  2. "ରଂଜିତା ନାୟକ, ତୁହିନାଂଶୁ ରଥ ପାଇବେ କବି ଦୀପକ ମିଶ୍ର ସ୍ମୃତି ପୁରସ୍କାର". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 February 2021. Retrieved 25 February 2021. {{cite web}}: |archive-date= / |archive-url= timestamp mismatch; 9 ଫେବୃଆରୀ 2018 suggested (help)

ରଞ୍ଜିତା ନାୟକ(ଜନ୍ମ: ୨୯ ଜାନୁଆରୀ ୧୯୫୫) ଜଣେ ଓଡ଼ିଆ