"ମୋ ସାଇକେଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ମୋ ସାଇକେଲ ଆରମ୍ଭ କରାଗଲା
 
No edit summary
୧ କ ଧାଡ଼ି:
{{ଛୋଟ|Mo Cycle}}
{{ତିଆରି ଚାଲିଛି}}
'''ମୋ ସାଇକେଲ''' [[ଭୁବନେଶ୍ୱର]]ରେ [[ସାଇକେଲ]] ଚାଳନା ବଢ଼ାଇବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଏକ ଯୋଜନା । ଏହି ଯୋଜନା [[ଓଡ଼ିଶା ସରକାର]]ଙ୍କଦ୍ୱାରା ୨୦୧୮ ମସିହାରେ ଆରମ୍ଭ କରାଯାଇଥିଲା । ଏହି ସାଇକେଲ ବ୍ୟବହାର କରିବା ପାଇଁ ମୋବାଇଲ ଆପଦ୍ୱାରା ବୁକିଂ କରିବାକୁ ପଡ଼େ ଓ ସାଇକେଲଗୁଡ଼ିକ ଜିପିଏସଦ୍ୱାରା ନିରିକ୍ଷଣ କରାଯାଏ ।
 
== ଇତିହାସ ==
ମୋ ସାଇକେଲ ଯୋଜନା ୨୦୧୮ ମସିହା ନଭେମ୍ବର ୨୭ ତାରିଖରେ ଆରମ୍ଭ କରାଯାଇଥିଲା । ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ଼ (ବିଏସସିଏଲ) କର୍ତ୍ତୁପକ୍ଷ ଏହି ଯୋଜନା ଆରମ୍ଭ କରିଥିଲେ ଓ ଏହାର ପରିଚାଳନା ଭାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ( କ୍ରୁଟ )‌ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା । ୨୦୧୮ଭୁବନେଶ୍ୱର ମସିହାରୁପାଇଁ କ୍ରୁଟ୩ଟି ଏହିସାଇକେଲ ପରିଚାଳନାକମ୍ପାନୀ କରିଥିଲାମାଧ୍ୟମରେ ୨୦୦୦ଟି ସାଇକେଲ ଆସିଥିଲା । ହେକ୍ସି କମ୍ପାନୀକୁ ଏକ ହଜାର ସାଇକେଲ ପାଇଁ ଅଢ଼େଇ କୋଟି, କିନ୍ତୁୟୋନୋ ଏହିକମ୍ପାନୀକୁ କାର୍ଯ୍ୟକ୍ରମ୫୦୦ ବିଶେଷସାଇକେଲ ସଫଳପାଇଁ ନହେବାରୁ ୨୦୨୦କୋଟି ମସିହାରେ୨୫ ବିଏସସିଏଲଲକ୍ଷ କର୍ତ୍ତୁପକ୍ଷଏବଂ ଭୁବନେଶ୍ୱରୟୁଲୁ କମ୍ପାନୀକୁ ୫୦୦ ସାଇକେଲ ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ମୁନିସିପାଲଦିଆଯାଇ କମିସନରସାଇକେଲ ସହକିଣା ମିଶିଯାଇଥିଲା ଏହି କାର୍ଯ୍ୟକ୍ରମରପ୍ରତି ପରିଚାଳନାସାଇକେଲର ନିଜଦର ହାତକୁ୨୫୦୦୦ଟଙ୍କା ନେଇଥିଲେଥିଲା
 
୨୦୧୮ ମସିହାରୁ କ୍ରୁଟ ଏହି ପରିଚାଳନା କରିଥିଲା, କିନ୍ତୁ ଏହି କାର୍ଯ୍ୟକ୍ରମ ବିଶେଷ ସଫଳ ହୋଇ ପାରିନଥିଲା । ୨୦୨୦ ମସିହାରେ ବିଏସସିଏଲ କର୍ତ୍ତୁପକ୍ଷ ଭୁବନେଶ୍ୱର ମୁନିସିପାଲ କମିସନର ସହ ମିଶି ଏହି କାର୍ଯ୍ୟକ୍ରମର ପରିଚାଳନା ନିଜ ହାତକୁ ନେଇଥିଲେ ।<ref>{{cite web |title=‘ମୋ ସାଇକେଲ୍‌’ ପ୍ରତି ‌‘ମୋର’ ଭାବନା ନାହିଁ, ରାସ୍ତାରେ ଖତ ଖାଉଛି ୫୦୦ ‘ମୋ ସାଇକେଲ୍‌’ |url=https://sambad.in/metro/i-dont-have-a-my-feeling-towards-my-bike-630939/ |website=www.sambad.in |publisher=ଇଷ୍ଟର୍ଣ୍ଣ ମିଡ଼ିଆ ଲି। |accessdate=24 February 2021 |archiveurl=https://web.archive.org/web/20210224075240/https://sambad.in/metro/i-dont-have-a-my-feeling-towards-my-bike-630939/ |archivedate=24 February 2021}}</ref>
 
== ଆଧାର ==