"ମୋ ସାଇକେଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ମୋ ସାଇକେଲ ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୨:୧୭, ୨୪ ଫେବୃଆରୀ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ମୋ ସାଇକେଲ ଭୁବନେଶ୍ୱରରେ ସାଇକେଲ ଚାଳନା ବଢ଼ାଇବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଏକ ଯୋଜନା । ଏହି ଯୋଜନା ଓଡ଼ିଶା ସରକାରଙ୍କଦ୍ୱାରା ୨୦୧୮ ମସିହାରେ ଆରମ୍ଭ କରାଯାଇଥିଲା ।

ଇତିହାସ

ମୋ ସାଇକେଲ ଯୋଜନା ୨୦୧୮ ମସିହା ନଭେମ୍ବର ୨୭ ତାରିଖରେ ଆରମ୍ଭ କରାଯାଇଥିଲା । ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ଼ (ବିଏସସିଏଲ) କର୍ତ୍ତୁପକ୍ଷ ଏହି ଯୋଜନା ଆରମ୍ଭ କରିଥିଲେ ଓ ଏହାର ପରିଚାଳନା ଭାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ( କ୍ରୁଟ )‌ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା । ୨୦୧୮ ମସିହାରୁ କ୍ରୁଟ ଏହି ପରିଚାଳନା କରିଥିଲା, କିନ୍ତୁ ଏହି କାର୍ଯ୍ୟକ୍ରମ ବିଶେଷ ସଫଳ ନହେବାରୁ ୨୦୨୦ ମସିହାରେ ବିଏସସିଏଲ କର୍ତ୍ତୁପକ୍ଷ ଭୁବନେଶ୍ୱର ମୁନିସିପାଲ କମିସନର ସହ ମିଶି ଏହି କାର୍ଯ୍ୟକ୍ରମର ପରିଚାଳନା ନିଜ ହାତକୁ ନେଇଥିଲେ ।

ଆଧାର