"ଜଗନ୍ନାଥ ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Reverted: Removed blue links without explanation
ଟ୍ୟାଗସବୁ: Undo ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
୬ କ ଧାଡ଼ି:
| birth_date = {{birth date |df = y|1937|01|07}}
| birth_place = ଜଙ୍ଗଲବରୀ ଗ୍ରାମ, ଗୋପ, [[ପୁରୀ]]
| death_date = {{Death date and age|df = y|2011|03|12|1937|01|07}}
| death_place =
| nationality = ଭାରତୀୟ
| occupation = ଲେଖକ, ଔପନ୍ୟାସିକ
୧୬ କ ଧାଡ଼ି:
}}
 
ପ୍ରଫେସର ଡ. '''ଜଗନ୍ନାଥ ମହାନ୍ତି''' (୭ ଜାନୁଆରୀ ୧୯୩୭ - ୧୨ ମାର୍ଚ୍ଚ ୨୦୧୧) ଜଣେ ଶିକ୍ଷାବିତ ତଥା [[ଓଡ଼ିଆ ଭାଷା|ଓଡ଼ିଆ]] [[ଶିଶୁ ସାହିତ୍ୟିକ]] ଓ [[ଔପନ୍ୟାସିକ]] ଥିଲେ
 
== ଅଳ୍ପରେ ==
ଜଗନ୍ନାଥ ମହାନ୍ତି [[ପୁରୀ ଜିଲ୍ଲା]]ର [[ଗୋପ ବ୍ଲକ]] ଅନ୍ତର୍ଗତ ଜଙ୍ଗଲବରୀ ଗ୍ରାମରେ ୧୯୩୭ ମସିହା ଜାନୁଆରୀ ୭ତାରିଖ୭ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।<ref name="Dutt1999">{{cite book|author=Kartik Chandra Dutt|title=Who's who of Indian Writers, 1999: A-M|url=http://books.google.com/books?id=QA1V7sICaIwC&pg=PA788|date=1 January 1999|publisher=Sahitya Akademi|isbn=978-81-260-0873-5|pages=788–}}</ref>
[[ରେଭେନ୍ସା ମହାବିଦ୍ୟାଳୟ]], କେନ୍ଦ୍ରୀୟ ଇଂରାଜୀ ଶିକ୍ଷା ପ୍ରତିଷ୍ଠାନ ଓ [[ଇଂଲଣ୍ଡ]]ର ଲର୍ଡ୍ସ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରି ବିଭିନ୍ନ ସରକାରୀ ମହାବିଦ୍ୟାଳୟ ଓ [[ଉତ୍କଳ ବିଶ୍ୱବିଦ୍ୟାଳୟ]]ରେ ଇଂରାଜୀ ସାହିତ୍ୟରେ ଅଧ୍ୟାପନା କରିଥିଲେ । ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରେ ଥାଇ ସରକାରୀ ସେବାରୁ ଅବସର ଗ୍ରହଣ କରିଥିଲେ ।<ref>{{cite web|title=Prof Jagannath Mohanty passes away|url=http://www.orissadiary.com/ShowOriyaOrbit.asp?id=25250|website=Orissa Diary|accessdate=25 December 2014}}</ref>
 
== ରଚନାବଳୀ ==
== ସାହିତ୍ୟ ସର୍ଜନା ==
ଜଗନ୍ନାଥ ମହାନ୍ତି [[ଓଡ଼ିଆ ଭାଷା|ଓଡ଼ିଆ]], [[ହିନ୍ଦୀ ଭାଷା|ହିନ୍ଦୀ]] ଓ ଇଂରାଜୀରେ ୩୦୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି,କରିଥିଲେ ତେବେ [[ମଧୁସୂଦନ ଦାସ|ମଧୁବାବୁ]]ଙ୍କ ପିଲାଦିନର ଏକ ଛୋଟ ଘଟଣା ଉପରେ ଲିଖିତଆଧାରିତ ''[[ତୁମପରି ଛୋଟ ପିଲାଟିଏ]]'' ତାଙ୍କୁତାଙ୍କର [[ଓଡ଼ିଶା]]ର ଘରେ ଘରେଏକ ପରିଚିତଉଲ୍ଲେଖନୀୟ କରାଇଛିରଚନା ।<ref>{{cite news|title=Jagannath Mohanty passes away at 74|url=http://timesofindia.indiatimes.com/city/bhubaneswar/Jagannath-Mohanty-passes-away-at-74/articleshow/7695280.cms?referral=PM|accessdate=25 December 2014|work=Times of India|date=13 March 2011}}</ref>
{{div col|3}}
* ଅନ୍ଧାର ଓ ଆଲୁଅର କାହାଣୀ
୫୩ କ ଧାଡ଼ି:
** ୧୯୮୬: ଦୂର ଦିଗନ୍ତ <ref>{{cite web|title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ|url=http://odishasahityaakademi.org/sahitya-award4.php|publisher=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର|accessdate=20 March 2017}}</ref>
** ୧୯୬୮: ଆଲୁଅର କୁହୁକ ଓ ଶବ୍ଦର ଲୁଚକାଳି
 
== ଆଧାର ==
{{ଆଧାର}}
 
==ଅଧିକ ତଥ୍ୟ==
{{wikisourcelang|or|ଲେଖକ:ଜଗନ୍ନାଥ ମହାନ୍ତି|ଜଗନ୍ନାଥ ମହାନ୍ତିଙ୍କ ରଚନାବଳୀ}}