Content deleted Content added
"{{subst:ସ୍ଵାଗତ|sig=~~~~}}" ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୩୭ କ ଧାଡ଼ି:
 
''Lemiel Silvamillion Clover, '''ଧନ୍ୟବାଦ''''' [[ବ୍ୟବହାରକାରୀ:Ssgapu22|ଗପୁ]] ([[ବ୍ୟବହାରକାରୀଙ୍କ ଆଲୋଚନା:Ssgapu22|ମୋ ଆଲୋଚନା]]) ୨୧:୨୩, ୨୪ ଡିସେମ୍ବର ୨୦୨୦ (IST)</div>
 
== ଆପଣଙ୍କ ନିକଟର ସମ୍ପାଦନା ==
 
ଆଦରର {{}}, ଆପଣ ନିକଟରେ କରିଥିବା କିଛି ସମ୍ପାଦନା ବାବଦରେ ଆପଣଙ୍କୁ ଏଠାରେ ଜଣାଇବାକୁ ଚାହୁଁଛି:
* ଆପଣ ଅନେକ ଦେଶ ପାଇଁ ବ୍ୟବହୃତ ଛାଞ୍ଚ ତିଆରି କରିଛନ୍ତି । ଏଭଳି ଛାଞ୍ଚ କରିବା ଆଗରୁ ଦୟାକରି ଇଂରାଜୀ ଛାଞ୍ଚ ପୃଷ୍ଠାର ବାମ ପଟେ ଥିବା "Languages" ବିଭାଗ ତଳେ ଓଡ଼ିଆ ଅଛି କି ନାହିଁ ଦେଖନ୍ତୁ । ଯଦି ନାହିଁ [[ଉଇକିପିଡ଼ିଆ:ଆଲୋଚନା ସଭା]]ରେ ଏକ ତାଲିକା କରି ଅନୁରୋଧ କରିପାରିବେ । ଜଣେ ପରିଚାଳକ ସେ କାମଟି କରିପାରିବେ । ଆପଣ ବୋଧେ ଏବେ ସିଧା ଇଂରାଜୀ ଉଇକିପିଡ଼ିଆରୁ କପି କରୁଛନ୍ତି । ତାହା ଠିକ ବାଟ ନୁହେଁ ।
* ଓଡ଼ିଆ ଉଇକିପିଡ଼ିଆରେ ନିହାତି ଆବଶ୍ୟକ ନ ଥିଲେ ଉଭୟ ଇଂରାଜୀ-ଓଡ଼ିଆ ମିଶା ନାମ ବ୍ୟବହାର କରାଯାଏ ନାହିଁ । ତେଣୁ ଦୟାକରି ଆଗକୁ "ଛାଞ୍ଚ:Country data ସଂଯୁକ୍ତ ରାଜ୍ଯ" ଭଳି ଉଭୟ ଇଂରାଜୀ ଓ ଓଡ଼ିଆ ନାମ ମିଶାଇ ରଖନ୍ତୁ ନାହିଁ ।
* ଆଉ ଓଡ଼ିଆରେ କେଉଁଠି "ସଂଯୁକ୍ତ ରାଜ୍ୟ" ବୋଲି ଲେଖାଯାଏ ନାହିଁ । ତେଣୁ ଅନ୍ୟ ଭାଷାରେ ବ୍ୟବହୃତ ନାମ ବିଶେଷ କରି ଛାଞ୍ଚ ନାମରେ ରଖିବା ଆବଶ୍ୟକ ନାହିଁ ।
--[[ବ୍ୟବହାରକାରୀ:Psubhashish|ସୁଭ]] <sup>[[User_talk:Psubhashish|(ଆଳାପ)]]</sup> ୦୯:୩୧, ୨୩ ଫେବୃଆରୀ ୨୦୨୧ (IST)