"ଚନ୍ଦ୍ରଶେଖର ଭେଙ୍କଟ ରମଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଶ୍ରେଣୀ:Pages_with_citations_using_unsupported_parameters: Removing deadurl with url-status
→‎ପ୍ରାରମ୍ଭିକ ଜୀବନ ଓ ଶିକ୍ଷା: ବ୍ୟାକରଣ ସଜାଡ଼ିଲେ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୩୬ କ ଧାଡ଼ି:
 
==ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
ସି.ଭି ରମଣ ତିରୁଚିରାପଲ୍ଲୀ, ତାମିଲନାଡୁର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଚନ୍ଦ୍ରଶେଖର ରାମନାଥନ୍ ଅୟର ଗଣିତ ଓ ଭୌତିକ ବିଜ୍ଞାନର ଅଧ୍ୟାପକ ଥିଲେ ।ତାଙ୍କ ମା ପାର୍ବତୀ ଅମ୍ବଳଅମ୍ମାଲ ଜଣେ ସଂସ୍କୃତ ପରିବାରର ମହିଳା ଥିଲେ।
 
ତାଙ୍କ ପିତା ୧୮୯୨ରେ ଶ୍ରୀମତୀ ଏ ବି ଏନ୍ କଲେଜ, ବିଶାଖାପଟନମ୍ରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ,ତେଣୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ସେଠାକାର ଏସ୍ ଏ ଏଙ୍ଗ୍ଲୋ ଇଣ୍ଡିଆନ ଉଚ୍ଚ ବିଦ୍ୟାଳୟରେ ହୋଇଥିଲା ।