"ରାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୪ କ ଧାଡ଼ି:
ରାମ (ରାମଚନ୍ଦ୍ର),ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଭଗବାନ [[ବିଷ୍ଣୁ]]ଙ୍କ ଦଶ ଅବତାର ମଧ୍ୟରେ ଏକ ଅବତାର ।
== ଜନ୍ମ ବୃତ୍ତାନ୍ତ ==
ଅଯୋଧ୍ୟ୍ୟା ନରେଶ [[ଦଶରଥ]], ଋଷି ବଶିଷ୍ଠଙ୍କ ଉପଦେଶାନୁସାରେ ପୁତ୍ରକାମେଷ୍ଠି ଯଜ୍ଞର ଆୟୋଜନ କରିଥିଲେ । ଯଜ୍ଞରୁ ଉତ୍ପନ୍ନ ଦୈବିକ ଚରୁ ଗ୍ରହଣ କରିବା ପରେ ଦଶରଥଙ୍କ ଜ୍ୟୋଷ୍ଠ ରାଣୀ [[କୌଶଲ୍ୟା]]ଙ୍କ ଗର୍ଭରୁ ଶ୍ରୀ ରାମଚନ୍ଦ୍ର ଜନ୍ମ୍ ହେଲେ ।
 
==ସୀତା ସ୍ୱଂୟମ୍ବର==
"https://or.wikipedia.org/wiki/ରାମ"ରୁ ଅଣାଯାଇଅଛି