"ପାର୍ବତୀ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ++
Added son`s name
୧ କ ଧାଡ଼ି:
{{ଛୋଟ|Parbati Ghosh}}
{{Infobox person
| name = ପାର୍ବତୀ ଘୋଷ
| image = =
| caption =
| birth_name = ଚପଳା ନାୟକ
| birth_date = = {{birth date|1933|03|28}}
| birth_place = [[ଓଡ଼ିଶା]], [[କଟକ]]
| death_date = {{death date and age|2018|2|12|1933|03|28|df=yes}}<ref name="ପାର୍ବତୀ ଘୋଷ ଆଉ ନାହାନ୍ତି">{{cite news|title=ପାର୍ବତୀ ଘୋଷ ଆଉ ନାହାନ୍ତି|url=http://sambad.in/state/odia-actress-parbati-ghosh-passes-away-82744/|accessdate=12 February 2018|newspaper=sambad.in|date=12 February 2018}}</ref>
| death_place = [[ଭୁବନେଶ୍ୱର]]
| occupation = ଅଭିନେତ୍ରୀ
| years_active = ୧୯୫୦-୧୯୯୮
| spouse = [[ଗୌର ଘୋଷ]]
| children = ଶୁଭ୍ର = ରାତ୍ରୀ
| imagesize = 150px
}}
'''ପାର୍ବତୀ ଘୋଷ''' (ଜନ୍ମ ୨୮ ମାର୍ଚ୍ଚ ୧୯୩୩)<ref>{{cite web|last=Palit|first=Ashok|title=Orissa: First Women Director of Odia Cinema|url=http://www.orissadiary.com/ShowEntertainmentNews.asp?id=28018|publisher=OMIS Private Limited|accessdate=18 June</ref> ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ, ପ୍ରଥମ ମହିଳା ନିର୍ଦ୍ଦେଶିକା ତଥା ପ୍ରଯୋଜିକା ।<ref>{{Cite news|url=https://www.thehindu.com/news/national/parbati-ghose-odishas-first-female-filmmaker-passes-away/article22733418.ece|title=Parbati Ghose, Odisha’s first female filmmaker, passes away|last=Reporter|first=Staff|date=2018-02-12|work=The Hindu|access-date=2019-03-24|language=en-IN|issn=0971-751X}}</ref> ଓଡ଼ିଆ ନାଟକ <nowiki>''</nowiki>ମମତା<nowiki>''</nowiki> ଓ ହିନ୍ଦୀ ନାଟକ <nowiki>''</nowiki>ଦୋ ଆଁସୁ<nowiki>''</nowiki>ରେ ପାଞ୍ଚ ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଥିଲେ।<ref>ଦ ସନ୍‌ଡେ ଇଣ୍ଡିଆନ୍</ref> ୧୯୫୦ ମସିହାରେ ଶିଶୁ କଳାକାର ଭାବରେ <nowiki>''ଶ୍ରୀ ଜଗନ୍ନାଥ'' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୫୩ ମସିହାରେ ''</nowiki>ଆମରି ଗାଁ ଝିଅ" ଚଳଚ୍ଚିତ୍ରରେ ଗୌର ଘୋଷଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଥିଲେ। ସେ ସମୁଦାୟ ଆଠଟିରୁ ଊର୍ଦ୍ଧ୍ୱ ସିନେମାରେ ଅଭିନୟ କରିବା ସହ ୬ଟିରେ ପ୍ରଯୋଜନା ଏବଂ ଦୁଇଟିରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି। ସେ ଅଭିନୟ କରିଥିବା ସିନେମାଗୁଡ଼ିକ ମୁଖ୍ୟତଃ ସାମାଜିକ କାହାଣୀ ଉପରେ ଆଧାରିତ। ସେ ଏକାଧିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।<ref>{{Cite web|url=https://odishasuntimes.com/parbati-ghose-the-actor-who-dazzled-on-and-off-camera-in-odisha-film-industry/|title=Parbati Ghose: The actor who dazzled on and off camera in Odisha film industry {{!}} OdishaSunTimes.com|last=Bureau|first=Odisha Sun Times|language=en-US|access-date=2019-03-24}}</ref>