"କଳିଙ୍ଗ ଷ୍ଟୁଡିଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୪ କ ଧାଡ଼ି:
 
== ଇତିହାସ ==
[[ଶ୍ରୀ ଲୋକନାଥ]] ଚଳଚ୍ଚିତ୍ର ପରିବେଷଣର ୧୦୦ ଦିନ ପୂରଣ ଅବସରରେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ [[ହରେକୃଷ୍ଣ ମହତାବ]] ଓଡ଼ିଶାରେ ଏକ ଷ୍ଟୁଡିଓ ପ୍ରତିଷ୍ଠା କରିବାର ପ୍ରତିଶୃତି ଦେଇଥିଲେ । ୧୯୬୦ମସିହା ଡିସେମ୍ବର ମାସ ୫ ତାରିଖରେ, ଖଣ୍ଡଗିରି ପାହାଡ ନିକଟରେ ଏହା ପ୍ରତିଷ୍ଠା କରିବାର ନିଷ୍ପତି ନିଆଯାଇଥିଲା ଓ ୧୯୬୧ ମସିହା ଜାନୁଆରୀ ୨୬ ତାରିଖରେ ଷ୍ଟୁଡିଓର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପ୍ରାୟ ୨୦ବର୍ଷ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ସ୍ଥାଣୁ ଅବସ୍ଥାରେ ରହିଲାପରେ ଅଶୀ ଦଶକର<ref name="MohantyPatnaik2003">{{cite book|author1=Gopinath Mohanty|author2=Jeeban Kumar Patnaik|author3=Santosha Kumāra Ratha|author2=State Level Vyasakabi Fakir Mohan Smruti Samsad|title=Cultural heritage of &#91;Orissa&#93;|url=http://books.google.com/books?id=e7ZKAQAAIAAJ|year=2003|publisher=State Level Vyasakabi Fakir Mohan Smruti Samsad|isbn=978-81-902761-4-6}}</ref> ପ୍ରାରମ୍ଭରେ ଏହି ଷ୍ଟୁଡିଓ କାର୍ଯ୍ୟକ୍ଷମ ହୋଇଥିଲା । <ref name="GokulsingDissanayake2013">{{cite book|author1=K. Moti Gokulsing|author2=Wimal Dissanayake|title=Routledge Handbook of Indian Cinemas|url=http://books.google.com/books?id=QwGgF-rDucEC&pg=PT106|date=17 April 2013|publisher=Routledge|isbn=978-1-136-77291-7|pages=106–}}</ref>ପ୍ରାରମ୍ଭିକ ଖର୍ଚ୍ଚ ଥିଲା ୨୮.୯୦ଲକ୍ଷ ଟଙ୍କା । [[ରମେଶ ମହାନ୍ତି]]ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ପର[[ପରଝିଅ ଝିଅଘର ଭାଙ୍ଗେନା|ପରଝିଅ ଘର ଭାଙ୍ଗେନାରୁ]] ଆରମ୍ଭ ହୋଇ ଅଶୀ ଓ ନବେ ଦଶକରେ ଏହି ଷ୍ଟୁଡିଓରେ ବହୁ ଓଡ଼ିଆ ଓ ଅଣଓଡ଼ିଆ ଚଳଚ୍ଚିତ୍ରର ନିର୍ମାଣ କରାଯାଇଥିଲା । ୧୯୯୯ରେ ହୋଇଥିବା ମହାବାତ୍ୟା ଷ୍ଟୁଡିଓରେ ବ୍ୟାପକ କ୍ଷତି ଘଟାଇଥିଲା ଓ ଚଳଚ୍ଚିତ୍ରର ନିର୍ମାଣ କାର୍ଯ୍ୟ ସାମୟିକ ଭାବରେ ବନ୍ଦ ହୋଇଯାଇଥିଲା । ପୁନର୍ବାର ଚଳଚ୍ଚିତ୍ରର ନିର୍ମାଣ ଆରମ୍ଭ ହୋଇଥିଲେ ସୁଧା, ଷ୍ଟୁଡିଓର ଅବସ୍ଥା କ୍ରମଶ ଖରାପରୁ ଅଧିକ ଖରାପ ହୋଇଯାଇଥିଲା । ୨୦୧୨-୧୩ ଆର୍ଥିକ ବର୍ଷରେ ଷ୍ଟୁଡିଓର କ୍ଷତି ପରିମାଣ ୧୨ଲକ୍ଷ ଟଙ୍କାରେ ପହଞ୍ଚିଥିଲା ।
 
== ଷ୍ଟୁଡିଓରେ ନିର୍ମିତ ଚଳଚ୍ଚିତ୍ର ==
କଳିଙ୍ଗ ଷ୍ଟୁଡିଓରେ ଓଡ଼ିଆ, [[ବଙ୍ଗଳା ଭାଷା|ବଙ୍ଗଳା]], ମଣିପୁରୀ, ଆସାମୀ, ଭୋଜପୁରୀ ଓ [[ହିନ୍ଦୀ]] ଭାଷାର ପ୍ରାୟ ୫୧୦ଟିରୁ ଉର୍ଧ୍ୱ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ବର୍ତ୍ତମାନ ଷ୍ଟୁଡିଓ ଅକାମୀ ଅବସ୍ଥାରେ ରହିଛି । କେବଳ ଡ଼ବିଂ ବ୍ୟତିତ ଅନ୍ୟ କୌଣସି କାମ ହୋଇ ପାରୁନାହିଁ ।<ref>{{cite news|title=କଳିଙ୍ଗ ଷ୍ଟୁଡିଓର ଦୁଃଖ|url=http://sambadepaper.com/Details.aspx?id=214074&boxid=2720790|newspaper=ସମ୍ବାଦ ୦୭/୧୨/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୪}}</ref>
=== ଓଡ଼ିଆ ଚଳଚ୍ଚିତ୍ର ===
* [[ପର ଝିଅପରଝିଅ ଘର ଭାଙ୍ଗେନା]]
* [[ପୁଅ ମୋର କଳା ଠାକୁର]]
* [[ମମତା ମାଗେ ମୂଲ]]