"ଏସ. ଜାନକୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
ଡ଼ିଆ ଚଳଚ୍ଚିତ୍ରରେ ଅବଦାନ
୧ କ ଧାଡ଼ି:
{{ଛୋଟ|S Janaki}}
{{Infobox person
| name = ଏସ. ଜାନକୀ
Line ୨୩ ⟶ ୨୪:
୧୯୫୯ ମସିହାରେ ଜାନକୀ ଭି ରାମପ୍ରସାଦଙ୍କୁ ବିବାହ କରିଥିଲେ । ରାମପ୍ରସାଦ ଜାନକୀଙ୍କୁ ସଙ୍ଗୀତକ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିଥିଲେ । ୧୯୯୭ ମସିହାରେ [[ହୃଦ୍‌ରୋଧ|ହୃଦ୍‌ଘାତ]] ହେତୁ ରାମପ୍ରସାଦଙ୍କର ମୃତ୍ୟୁ ହୋଇଥିଲା ।<ref>{{cite web|url=https://www.hotstar.com/tv/sangeetha-sagaram/s-865/s-janaki-sings-for-you/1000154223|title=Hotstar|website=www.hotstar.com}}</ref> ସେମାନଙ୍କର ଏକମାତ୍ର ପୁଅ ମୁରଲୀକୃଷ୍ଣ [[ହାଇଦ୍ରାବାଦ|ହାଇଦ୍ରାବାଦରେ]] ରୁହନ୍ତି ଏବଂ ତାଙ୍କ ପତ୍ନୀ ଉମା ମୁରଲୀକୃଷ୍ଣ ଜଣେ [[ଭରତନାଟ୍ୟମ|ଭାରତନାଟ୍ୟମ୍]] ଏବଂ [[କୁଚିପୁଡ଼ି|କୁଚିପୁଡି]] ନୃତ୍ୟଶିଳ୍ପୀ । ସେମାନଙ୍କର ବର୍ଷା ଏବଂ ଅପସରା ନାମରେ ଦୁଇଟି ଝିଅ ଅଛନ୍ତି ।
 
ଜାନକୀ ୫ଟି ଭାରତୀୟ ଭାଷା, ଯଥା ତେଲୁଗୁ, କନ୍ନଡ, ମାଲାୟାଲମ୍, ତାମିଲ ଏବଂ ହିନ୍ଦୀରେ କଥାବାର୍ତ୍ତା କରିପାରନ୍ତି ଏବଂ ୧୫ଟିରୁ ଅଧିକ ଭାଷା ଲେଖିପାରନ୍ତି | ସେ ଜଣେ ବହୁଭାଷୀ ଭାବେ ପରିଚିତ ।<ref name="YouTube">{{cite web|url=https://www.youtube.com/watch?v=wV2K1aYOyr8|title=YouTube|website=www.youtube.com}}</ref><ref>{{cite web|url=https://www.youtube.com/watch?v=CQPIZ7uI-eM|title=YouTube|website=www.youtube.com}}</ref><ref>{{cite web|url=https://www.hotstar.com/tv/sangeetha-sagaram/s-865/s-janaki-on-the-show/1000154049|title=Hotstar|website=www.hotstar.com}}</ref><ref>{{cite web|url=https://www.youtube.com/watch?v=jlyH2GQYz_8|title=YouTube|website=www.youtube.com}}</ref><ref>{{cite web|url=https://www.youtube.com/watch?v=lQO84i2QDTU|title=YouTube|website=www.youtube.com}}</ref>
 
== ଓଡ଼ିଆ ଚଳଚ୍ଚିତ୍ରରେ ଅବଦାନ ==
ଜାନକୀଙ୍କର କିଛି ଲୋକପ୍ରିୟ ଗୀତ :
* ମା ଲୋ ମହିମାମୟୀ ଆଶିଷ ଦାୟିନୀ
* ସେ ତ ଭକତ ଭାବରେ ବନ୍ଧା
* ଦେଖି ସେ ବଣ ମଲ୍ଲୀ ରାଧା ହେଲେ ବାତୁଳୀ
* ଏଇ ଝିଅଟିର ପାଦ ଟଳମଳ
* ହୋ ଖିଆଲି ଜହ୍ନ ହୋ ମନୁଆ ଜହ୍ନ
* କାଗଜ ଫୁଲ ମୁଁ ସୁରଭି ବିହିନ
* କାଉ ଧାନ ଖାଇଲା ବୋଲି
* ମମତାର ମଧୁମତୀ ସରମି ଲତିକା
* ମନର ମଣିଷ ଯଦି
* ମୋ ମନର ଚଢ଼େଇ
* ନେଇଯାରେ ମେଘ ମତେ
* ନିଝୁମ ରାତିର ସାଥି
* ରଜନୀ ଗୋ ମୋ ପ୍ରିୟ ନୟନେ
 
== ପୁରସ୍କାର ଏବଂ ସମ୍ମାନ ==
Line ୬୭ ⟶ ୮୪:
|୩୫ଟି
|}
 
 
=== ବିଶେଷ ସମ୍ମାନ ===
* ୧୯୮୬ - ତାମିଲନାଡୁ ସରକାରଙ୍କଠାରୁ କଳାଇମ୍ମମଣି
"https://or.wikipedia.org/wiki/ଏସ._ଜାନକୀ"ରୁ ଅଣାଯାଇଅଛି