"ସହଯୋଗ:Disambiguation" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ 2804:D55:5238:CD00:4CF5:509A:28F6:4AC2 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Soumendrakଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
 
୧ କ ଧାଡ଼ି:
{{for|more comprehensive information|Wikipedia:Disambiguation}}
templata messags
{{Reader help}}
'''Disambiguation''' ବା '''ବହୁବିକଳ୍ପ''' ପୃଷ୍ଠାଗୁଡିକ ଉଇକିପିଡ଼ିଆରେ ଗୋଟିଏ ଶବ୍ଦର ନାନାଦି ଅର୍ଥଥିବା ପୃଷ୍ଠାଗୁଡ଼ିକୁ ଅଲଗା ଦେଖାଇବା ନିମିତ୍ତ ଉପଯୋଗ କରାଯାଇଥାଏ । ଅନ୍ୟେକ ଅର୍ଥରେ କହିବାକୁ ଗଲେ ବହୁବିକଳ୍ପ ପୃଷ୍ଠାଗୁଡ଼ିକ ସମାନ ନାମ ଥିବା ଭିନ୍ନ ଭିନ୍ନ ପୃଷ୍ଠାଗୁଡ଼ିକୁ ବାଟ ଦେଖାଇଥାନ୍ତି ।
 
ଉଦାହରଣ ସ୍ୱରୂପ ଶବ୍ଦ <big>'''ବୌଦ୍ଧ'''</big> ଭିନ୍ନ ଭିନ୍ନ ଅର୍ଥ ବୁଝାଇପାରେ ଯେପରିକି ଏକ ଧର୍ମ ବା ଓଡ଼ିଶାର ଏକ ଜିଲ୍ଲା, ବା ବୌଦ୍ଧ ସହର ବା ଗୌତମ ବୁଦ୍ଧଙ୍କୁ ବୁଝାଇପାରେ । ଯେହେତୁ କେବଳ ଗୋଟିଏ ଉଇକିପିଡ଼ିଆ ପୃଷ୍ଠାର ନାମ "ବୌଦ୍ଧ" ରହିପାରିବ, ଭିନ୍ନତା ଆଣିବା ନିମିତ୍ତ ପୃଷ୍ଠାଗୁଡ଼ିକ ନାମରେ [[ବୌଦ୍ଧ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)]], [[ବୌଦ୍ଧଗଡ଼]] ଆଦି ଉପଯୋଗ ହୋଇଥାଏ ।
 
ହେଲେ କିଛି ଉପାୟ ରହିବା ଦରକାର ଯାହାଦ୍ୱାରା ଭୁଲରେ ଅନ୍ୟଏକ ପୃଷ୍ଠାକୁ ଆସିଯାଇଥିବା ପାଠକଙ୍କୁ ସଠିକ ପୃଷ୍ଠାକୁ ବାଟ କଢ଼େଇନିଆଯାଇପାରିବ, ଏହାକୁ କୁହାଯାଏ ବହୁବିକଳ୍ପ । ଉପରୋକ୍ତ ଉଦାହରଣରେ [[ବୌଦ୍ଧ]] ବହୁବିକଳ୍ପ ପୃଷ୍ଟଦ୍ଵାରା ଏହା ସମ୍ଭବ ହେଇପାରୁଛି ।
 
ବହୁବିକଳ୍ପରେ ମୁଖ୍ୟତଃ ତିନି ପ୍ରକାରର ଘଟଣା ଘଟିପାରେ ।
 
* [[ଚିଲିକା (ବହୁବିକଳ୍ପ)]] ପୃଷ୍ଠାଟି ବିଭିନ୍ନ ଉପଯୋଗୀ ଶବ୍ଦ ନିମିତ୍ତ ବ୍ୟବହାର କରାଯାଉଛି । ଏହାର ଶେଷରେ ଏକ {{tl|ବହୁବିକଳ୍ପ}} ଛାଞ୍ଚ ରହୁଛି ।
* [[ଚିଲିକା ହ୍ରଦ]] ପୃଷ୍ଠାଟି ଚିଲିକା ଶବ୍ଦଟିର ଗୋଟିଏ ବ୍ୟବହାର ସମ୍ପର୍କରେ ପ୍ରତିନିଧିତ୍ବ କରୁଛି, ଅନ୍ୟ ଅର୍ଥ ନିମିତ୍ତ ଏହା ପୃଷ୍ଠାର ଲେଖା ଆରମ୍ଭରୁ ଏକ ହ୍ୟାଟ୍ ନୋଟ ଯୋଗେ ଶବ୍ଦଟିର ଅନ୍ୟ ବ୍ୟବହାର ଜାଣିବା ନିମିତ୍ତ ବହୁବିକଳ୍ପ ପୃଷ୍ଠାଟିକୁ ଯିବାକୁ ଦର୍ଶାଉଛି ।
* [[ବାୟୁ (ଦେବତା)]] ମୂଳ ପୃଷ୍ଠାଟିର କେବଳ ଅନ୍ୟ ଗୋଟିଏ ବ୍ୟବହାର ଅଛି, [[ପୃଥିବୀର ବାୟୁମଣ୍ଡଳ|ବାୟୁମଣ୍ଡଳ]] । ଏହାର ଆଧାର ସିଧାସଳଖ ରୂପେ ହ୍ୟାଟ୍ ନୋଟରେ ଲେଖାଯାଇଅଛି, ଏଠି ନିମିତ୍ତ କୌଣସି ବହୁବିକଳ୍ପ ପୃଷ୍ଠା ଅନାବଶ୍ୟକ ।
 
କ୍ଵଚିତ ସମୟରେ ପାଠକ କୌଣସି ଏକ ବ୍ୟବହୃତ ପୃଷ୍ଠାରେ ନପହଁଚି ସିଧାସଳଖ ବହୁବିକଳ୍ପ ପୃଷ୍ଠାରେ ପହଞ୍ଚି ପାରନ୍ତି । ମୂଳ ପୃଷ୍ଠାଟିକୁ ବଦଳାଇ ଆମେ ଏହା ନିଶ୍ଚିତ କରିପାରିବକି ପାଠକଜଣକ ସର୍ବଦା ତାଙ୍କର ଲକ୍ଷ୍ୟସ୍ଥଳରେ ଆବଶ୍ୟକ କରୁଥିବା ପୃଷ୍ଠାଟିରେ ପହଞ୍ଚିବେ । ଏଭଳି ପରିସ୍ଥିତିରେ ଆପଣ ଦରକାର ମୁତାବକ ଅଦଳବଦଳ କରିପାରନ୍ତି । ଉଇକିପିଡ଼ିଆକୁ ଆହୁରି ଅଧିକ ଉନ୍ନତ କରିବାନିମିତ୍ତ ସମସ୍ତଙ୍କୁ ସ୍ୱାଗତ, ଆପଣ ମଧ୍ୟ । ଏପରିବି ହୋଇପାରେ କି ଆପଣହିଁ ଉଇକିପିଡ଼ିଆ ବ୍ୟବହାର ଅନୁଭୂତିକୁ ଆହୁରି ସରଳ ଏବଂ ସୁନ୍ଦର କରିବେ ।
== See also ==
 
* [[Help: Contents]]
* [[Wikipedia: Template messages for disambiguation and redirection]]
<inputbox>
type=search
width=30
namespaces=Help**
searchbuttonlabel=Search help pages
break=no
</inputbox>
 
[[Category:Reader help]]
[[Category:Wikipedia article title help]]