"ସିଦ୍ଧାର୍ଥ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଜନ୍ମ ତାରିଖ
ଟିକେNo edit summary
୩୦ କ ଧାଡ଼ି:
 
== ବ୍ୟକ୍ତିଗତ ଜୀବନ ==
ସିଦ୍ଧାର୍ଥଙ୍କ ପିତା [[ଗଣେଶ୍ୱର ମିଶ୍ର]] ଜଣେ ଶିକ୍ଷାବିତ ଓ ସାହିତ୍ୟିକ ଥିଲେ । ସେ ତାଙ୍କ ମାତା ସୁରଙ୍ଗିଣୀ ମିଶ୍ର ମଧ୍ୟ ଜଣେ ଶିକ୍ଷାବିତ ଥିଲେ । ସେ ଥିଲେ ତାଙ୍କ ପିତାମାତାଙ୍କର ଚତୁର୍ଥଦ୍ୱିତୀୟ ସନ୍ତାନ । ଅନ୍ୟ ତିନି ଭାଇ ଥିଲେ ସୁବ୍ରତ, ସୁନନ୍ଦ ଓ ସନ୍ଦୀପ । ସେ [[ଭୁବନେଶ୍ୱର]]ର [[ଷ୍ଟୁଆର୍ଟ ସ୍କୁଲ]]ରୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମୃତ୍ତିକା ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ଏହା ପରେ ସେ ନୂଆଦିଲ୍ଲୀର 'ଟାଇମ୍ସ ସ୍କୁଲ ଅଫ ଜର୍ଣ୍ଣାଲିଜିମ'ରୁ ସାମ୍ବାଦିକତାରେ ପିଜି ଡିପ୍ଲୋମା କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ପ୍ରାଚୀ ତାରା ମିଶ୍ର ଓ ସେ ଜଣେ କଥକ । କାହାଣୀ ଶୁଣାଇବା ପ୍ରାଚୀଙ୍କର ବୃତି । ତାଙ୍କର ସୁମିତ ଓ ମାମାଲୀ ନାମରେ ଦୁଇ ସନ୍ତାନ ଅଛନ୍ତି । [[କର୍କଟ ରୋଗ]]ରେ ପିଡ଼ୀତ ହୋଇ ୨୦୧୨ ଅକ୍ଟୋବର ମାସ ୩୦ତାରିଖରେ ତାଙ୍କର ପରଲୋକ ଘଟିଥିଲା ।<ref>{{cite web |title=Siddhartha Mishra cremated |url=https://www.newindianexpress.com/states/odisha/2012/nov/01/siddhartha-mishra-cremated-421443.html |website=www.newindianexpress.com |publisher=The Indian Express |accessdate=11 February 2021 |archiveurl=https://web.archive.org/web/20210211091606/https://www.newindianexpress.com/states/odisha/2012/nov/01/siddhartha-mishra-cremated-421443.html |archivedate=11 February 2021}}</ref>
== ବୃତ୍ତିଗତ ଜୀବନ ==
୧୯୯୬ରୁ ୨୦୦୭ ମସିହା ପର୍ଯ୍ୟନ୍ତ ସେ ଟାଇମ୍ସ ଅଫ ଇଣ୍ଡିଆରେ ସାମ୍ବାଦିକତା କରିଥିଲେ । ୨୦୦୭ ମସିହାରେ କିଛି ସମୟ ପାଇଁ ନ୍ୟୁଜ-ଏକ୍ସ ଟେଲିଭିଜନ ଚ୍ୟାନେଲରେ କିଛି ଦିନ କାମ କରିବା ପରେ ଇଣ୍ଡିଆନ ଏକ୍ସପ୍ରେସରେ ଯୋଗଦେଇ [[ଚେନ୍ନାଇ]]କୁ ନିଜର କର୍ମକ୍ଷେତ୍ର ରୂପେ ବାଛିଥିଲେ । ଇଣ୍ଡିଆନ ଏକ୍ସପ୍ରେସରେ ସେ ଜାତୀୟ କ୍ରୀଡ଼ା ସମ୍ପାଦକ ପଦକୁ ଉନ୍ନୀତ ହୋଇଥିଲେ । ସେ ୨୦୦୩ କ୍ରିକେଟ ବିଶ୍ୱକପ, ୨୦୦୬ ଆଇସିସି ଚମ୍ପିୟାନସିପ ଟ୍ରଫି, ୨୦୦୭ ଟି୨୦ ବିଶ୍ୱକପ, ୨୦୧୦ ହକି ବିଶ୍ୱକପ ଓ ରାଷ୍ଟ୍ରମଣ୍ଡଳ ଖେଳ ଆଦି କ୍ରୀଡ଼ା ପ୍ରତିଯୋଗିତାରେ ସାମ୍ବାଦିକତ କରିଥିଲେ ।<ref>{{cite web |title=Obituary: TNIE Sports Editor Siddhartha Mishra passed away |url=http://hotnhitnews.com/Obituary-TNIE-Sports-Editor-Siddharth-Mishra-passed-away-HotnHitNews-2130311002012.htm |website=www.http://hotnhitnews.com/ |publisher=hot n hit news |accessdate=11 February 2021 |archiveurl=https://web.archive.org/web/20210211090411/http://hotnhitnews.com/Obituary-TNIE-Sports-Editor-Siddharth-Mishra-passed-away-HotnHitNews-2130311002012.htm |archivedate=11 February 2021}}</ref> ସେ କ୍ରିକେଟ ସମେତ ବହୁ ଖେଳର ବିଶେଷଜ୍ଞ ଥିଲେ ଓ ଅନେକ କ୍ରୀଡ଼ାବ୍ୟକ୍ତିତ୍ୱଙ୍କର ସାକ୍ଷାତକାର ନେଇଥିଲେ ।<ref>{{cite web |title=A Genius Who Moved On Early; Remembering Siddhartha Mishra Fondly |url=https://odishabytes.com/a-genius-who-moved-on-early-remembering-siddhartha-mishra-fondly/ |website=www.odishabytes.com |publisher=Odisha Byites |accessdate=11 February 2021 |archiveurl=https://web.archive.org/web/20210211091131/https://odishabytes.com/a-genius-who-moved-on-early-remembering-siddhartha-mishra-fondly/ |archivedate=11 February 2021}}</ref>