"ଗଣେଶ୍ୱର ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୪୬ କ ଧାଡ଼ି:
 
== ବୃତ୍ତିଗତ ଜୀବନ ==
୧୯୬୫ ମସିହାରେ ସେ [[ନୟାଗଡ଼ ମହାବିଦ୍ୟାଳୟ]]ରେ ଅଧ୍ୟାପନା ଆରମ୍ଭ କରିଥିଲେ । ପରେ ସେ [[ରାଜସ୍ଥାନ କଲେଜ]], ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, [[ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ|ଗଙ୍ଗାଧର ମେହେର ମହାବିଦ୍ୟାଳୟ]]ରେ ଅଧ୍ୟାପନା କରିଥିଲେ । ୧୯୬୯ମସିହାରେ ସେ [[ଉତ୍କଳ ବିଶ୍ୱବିଦ୍ୟାଳୟ]]ର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ୧୯୭୮ମସିହାରେ ସେ ଆମେରିକାନ ଇଂରାଜୀ ସାହିତ୍ୟରେ ଗବେଷଣା କରି କେଣ୍ଟ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ । ୨୦୦୨ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ୨୦୦୫-୦୭ ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ରୂପେ ମନୋନୀତ ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଓ ସମ୍ପାଦକ ଥିଲେ । ସେ ୨୦୧୦ ଜୁଲାଇରୁ ଦୈନିକ ସମ୍ବାଦପତ୍ର "ପ୍ରମେୟ"ର ମୁଖ୍ୟସମ୍ପାଦକ ଭାବରେ କାମ କରୁଥିଲେ ।<ref name=Samaja11August2015/>
 
== ସାହିତ୍ୟିକ ଜୀବନ ==