"ଲକ୍ଷ୍ମୀନାରାୟଣ ସାହୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
ଟିକେ ମୃତ୍ୟୁ ତାରିଖ ସଂଶୋଧନ, + ଆଧାର
୯ କ ଧାଡ଼ି:
| birth_date = {{Birth date|df=yes|1890|10|03}}
| birth_place = ମଣିଖମ୍ବ, [[ବାଲେଶ୍ୱର ଜିଲ୍ଲା|ବାଲେଶ୍ୱର]]
| death_date = {{Death date and age|df=yes|1963|01|0818|1890|10|03}}
| death_place =
| death_cause =
୪୭ କ ଧାଡ଼ି:
}}
 
'''ଲକ୍ଷ୍ମୀନାରାୟଣ ସାହୁ''' (୩ ଅକ୍ଟୋବର ୧୮୯୦ - ୧୮ ଜାନୁଆରୀ ୧୯୬୩)<ref>{{cite web |last1=ବଳ |first1=ସରୋଜ |title=ଲକ୍ଷ୍ମୀନାରାୟଣ ସାହୁ |url=https://odishasambad.in/laxminarayan-sahu/ |publisher=odishasambad.in |accessdate=7 February 2021}}</ref> ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ଲେଖକ, କବି, ସାମ୍ବାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଥିଲେ <ref name=a>{{cite book|title=Eminent Indians who was who, 1900-1980, also annual diary of events|year=1985|page=286|url=http://books.google.co.in/books?id=bLEZAAAAYAAJ&q=LAXMINARAYAN+SAHU+ORISSA+PADMASHREE&dq=LAXMINARAYAN+SAHU+ORISSA+PADMASHREE&hl=en&sa=X&ei=9fbfT_W8N82rrAe3582YDQ&ved=0CEkQ6AEwAw}}</ref><ref name=c/>।<br />
[[ବାଲେଶ୍ୱର]] ନିକଟସ୍ଥ ମଣିଖମ୍ବ ଗ୍ରାମର କ୍ଷେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ <ref name=c/>। ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ <ref name=a/>। [[ପୁରୀ]]ର ଭିକ୍ଟୋରିଆ କ୍ଳବ ହୋଟେଲରେ ଜଣେ ପରିଚାଳକ ଭାବେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଅଳ୍ପ କିଛି ଦିନ ପରେ ସେ ଚାକିରି ଛାଡି, ଶିକ୍ଷକତା କରିଥିଲେ । <ref name=c/>। ସେ ତାଙ୍କର ଜନଜାତି ସମ୍ପର୍କୀୟ ଲେଖା ଯୋଗୁ ଖ୍ୟାତିପ୍ରାପ୍ତ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୂଖନିସୃତ କାହାଣୀରେ ସ୍ୱର୍ଗ, ନର୍କ, ସୃଷ୍ଟି ଓ ମୃତ୍ୟୁ ବିଷୟରେ ସେ ଲେଖିଚାଲିଥିଲେ <ref>{{cite book|title=Midwest folklore , Volumes 10-11|year=1960|publisher=Indiana University|page=191|url=http://books.google.co.in/books?id=i4YZAAAAMAAJ&q=LAXMINARAYAN+SAHU+ORISSA+PADMASHREE&dq=LAXMINARAYAN+SAHU+ORISSA+PADMASHREE&hl=en&sa=X&ei=9fbfT_W8N82rrAe3582YDQ&ved=0CEQQ6AEwAg}}</ref>।
 
୮୩ କ ଧାଡ଼ି:
{{Reflist|30em}}
{{ଓଡ଼ିଶାର ପଦ୍ମ ବିଜେତା}}
{{Authority control}}
 
[[ଶ୍ରେଣୀ:୧୮୯୦ ଜନ୍ମ]]
[[ଶ୍ରେଣୀ:୧୯୬୩ ମୃତ୍ୟୁ]]