"ଇଣ୍ଟର ମିଲାନ ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
ଟିକେ Bot: Automated text replacement (-ମ୍ୱ +ମ୍ବ)
୧ କ ଧାଡ଼ି:
{{ଛୋଟ|Inter Milan}}
{{Infobox football club|clubname=ଇଣ୍ଟର ମିଲାନ|shorts2=FFFFFF|socks1=1C57F0|pattern_la2=_inter2021A|pattern_b2=_inter2021A|pattern_ra2=_inter2021A|pattern_sh2=_inter2021A|pattern_so2=_inter2021A|leftarm2=FFFFFF|body2=FFFFFF|rightarm2=FFFFFF|socks2=FFFFFF|rightarm1=1C57F0|pattern_la3=_inter2021T|pattern_b3=_inter2021T|pattern_ra3=_inter2021T|pattern_sh3=_monterrey1213t1|pattern_so3=_monterrey1213t1|leftarm3=000000|body3=000000|rightarm3=000000|shorts3=000000|socks3=000000|shorts1=000000|body1=1C57F0|fullname=ଫୁଟବଲ କ୍ଲବ୍ ଇଣ୍ଟରନାଜିଓନାଲେ ମିଲାନୋ<ref>{{Cite web|url=https://www.ft.com/stream/e617f5c3-8b3e-44f8-b528-54896002132c|title=FC Internazionale Milano S.p.A.|website=Financial Times|language=en|access-date=13 June 2018|archive-url=https://web.archive.org/web/20180613185544/https://www.ft.com/stream/e617f5c3-8b3e-44f8-b528-54896002132c|archive-date=13 June 2018|url-status=live}}</ref>|chrtitle=ଅଧ୍ୟକ୍ଷ ବା ସଭାପତି|image=FC Internazionale Milano 2014.svg|upright=.8|current=|nickname={{unbulleted list|''ଇ ନେରାଜ୍ଜୁରି'' (କଳା ଓ ନୀଳ ଦଳ)|''ଲା ବାନିଆମାଟା'' (ସୁପୋଷିତ ଓ ଆଦୃତ ଦଳ)|''ଇଲ୍ ବିଶ୍ୟୋନେ'' (ବୃହତ୍ ତୃଣଭୂମି ସର୍ପ)}}|short name=ଇଣ୍ଟର|founded=୦୯-ମାର୍ଚ୍ଚ-୧୯୦୮|ground=ସାନ୍ ସିରେ|capacity=୭୮,୨୭୫|owner={{unbulleted list|{{nowrap|ସୁନିଂଗ୍ ହୋଲ୍‍ଡିଂଗ୍ସ ଗ୍ରୁପ୍}} (୬୮.୫୫%)<ref name="Suning">{{cite web|url=http://www.inter.it/en/news/53171|title=Suning Holdings Group acquires majority stake of FC Internazionale Milano S.p.A.|website=inter.it|language=en|access-date=6 June 2016|archive-url=https://web.archive.org/web/20160609205104/http://www.inter.it/en/news/53171|archive-date=9 June 2016|url-status=live}}</ref><ref name="SuningGazzetta">{{cite web|url=http://www.gazzetta.it/Calcio/Serie-A/Inter/06-06-2016/inter-suning-si-prende-6855percento-moratti-lascia-21-anni-150977239315.shtml|title=Inter, Suning si prende il 68,55%, Moratti lascia dopo 21 anni|website=gazzetta.it|language=it|access-date=6 June 2016|archive-url=https://web.archive.org/web/20160606162850/http://www.gazzetta.it/Calcio/Serie-A/Inter/06-06-2016/inter-suning-si-prende-6855percento-moratti-lascia-21-anni-150977239315.shtml|archive-date=6 June 2016|url-status=live}}</ref>|ଲାୟନ୍‍ରକ୍ କ୍ୟାପିଟାଲ (୩୧.୦୫%)<ref>{{cite web|url=https://www.inter.it/en/news/65983/lionrock-capital-acquires-31-05-of-fc-internazionale-milano-s-p-a|title=LionRock Capital acquires 31.05% of FC Internazionale Milano S.p.A.|website=inter.it|language=en|access-date=25 January 2019|archive-url=https://web.archive.org/web/20190125183341/https://www.inter.it/en/news/65983/lionrock-capital-acquires-31-05-of-fc-internazionale-milano-s-p-a|archive-date=25 January 2019|url-status=live}}</ref>|ପିରେଲି (୦.୩୭%)<ref name=Pirelli2015bilancio>{{cite web|url=https://www.pirelli.com/mediaObject/corporate/documents/common/investors/annual-report-2015/AnnualREport_2015_eng/original/AnnualREport_2015_eng.pdf|title=Annual Report 2015|date=2016|access-date=14 June 2016|publisher=Pirelli|archive-url=https://web.archive.org/web/20160629120637/https://www.pirelli.com/mediaObject/corporate/documents/common/investors/annual-report-2015/AnnualREport_2015_eng/original/AnnualREport_2015_eng.pdf|archive-date=29 June 2016|url-status=live}}</ref>|ଅନ୍ୟାନ୍ୟ ଅଂଶୀଦାର (୦.୦୩%)<ref>List of shareholders on 30 June 2016, document purchased from Italian [[Camera di Commercio, Industria, Agricoltura e Artigianato|C.C.I.A.A.]]</ref> }}|chairman=ଷ୍ଟିଭେନ୍ ଝାଂଗ୍<ref>{{cite web|url=https://www.inter.it/en/news/64721/steven-zhang-named-president-of-fc-internazionale-milano-s-p-a|title=Steven Zhang named President of FC Internazionale Milano S.p.A.|website=inter.it|language=en|access-date=26 October 2018|archive-url=https://web.archive.org/web/20181026182805/https://www.inter.it/en/news/64721/steven-zhang-named-president-of-fc-internazionale-milano-s-p-a|archive-date=26 October 2018|url-status=live}}</ref>|leftarm1=1C57F0|manager=ଆଣ୍ଟୋନିଓ କୋଣ୍ଟେ<ref>{{Cite web|url=https://www.inter.it/en/news/67905/antonio-conte-will-be-inter-s-new|title=ANTONIO CONTE WILL BE INTER'S NEW COACH|language=it|publisher=inter.it|date=31 May 2019|access-date=31 May 2019|archive-url=https://web.archive.org/web/20190531041850/https://www.inter.it/en/news/67905/antonio-conte-will-be-inter-s-new|archive-date=31 May 2019|url-status=live}}</ref>|mgrtitle=ମୁଖ୍ୟ ପ୍ରଶିକ୍ଷକ|league=ସିରି ଏ|season=|position=|pattern_la1=_inter2021H|pattern_b1=_inter2021H|pattern_ra1=_inter2021H|pattern_sh1=_monterrey1213t1|pattern_so1=_inter2021H|website=http://www.inter.it}}
'''ଇଣ୍ଟର ମିଲାନ ଫୁଟବଲ କ୍ଲବ''' (ଇଟାଲୀ ଭାଷାରେ ମୂଳନାମ '''Football Club Internazionale Milano''', ଇଟାଲୀର ବ୍ୟବହାରିକ ଭାଷାରେ '''ଇଣ୍ଟରନାଜିଓନାଲେ''' ବା '''ଇଣ୍ଟର''', ଇଟାଲୀ ବାହାରେ '''ଇଣ୍ଟର ମିଲାନ'''<ref>{{cite news|url=http://www.thejakartapost.com/news/2012/05/24/inter-milan-arrives-jakarta-prepare-two-friendlies.html|title=Inter Milan arrives in Jakarta to prepare for two friendlies|date=24 May 2012|work=The Jakarta Post|access-date=25 July 2013|archive-url=https://web.archive.org/web/20130928143528/http://www.thejakartapost.com/news/2012/05/24/inter-milan-arrives-jakarta-prepare-two-friendlies.html|archive-date=28 September 2013|url-status=live}}</ref><ref>{{cite web|last1=Grove|first1=Daryl|title=10 Soccer Things You Might Be Saying Incorrectly|date=22 December 2014|url=http://www.pastemagazine.com/articles/2014/11/10-soccer-things-you-might-be-saying-wrong.html|work=[[Paste (magazine)|Paste]]|access-date=21 June 2017|archive-url=https://web.archive.org/web/20170730161714/https://www.pastemagazine.com/articles/2014/11/10-soccer-things-you-might-be-saying-wrong.html|archive-date=30 July 2017|url-status=live}}</ref>) [[ଇଟାଲୀ|ଇଟାଲୀର]] ଲୋମ୍ୱାର୍ଡ଼ିଲୋମ୍ବାର୍ଡ଼ି ପ୍ରାନ୍ତର [[ମିଲାନ]] ସହରର ଏକ ବ୍ୟବସାୟିକ [[ଫୁଟବଲ]] କ୍ଲବ । ଇଟାଲୀର ସିରି ଏ ଫୁଟବଲ ଲିଗରେ ଏହି କ୍ଲବ ଦଳ ଖେଳିଥାଏ । ଇଟାଲୀ କ୍ଲବ ଫୁଟବଲରେ ଇଣ୍ଟର ମିଲାନ ଦଳ ଏଯାବତ ସବୁ ବର୍ଷ ଯୋଗ୍ୟତା ହାସଲ କରିଆସିଛି ଓ ଏପରି କରିପାରିଥିବା ଏହା ଏକମାତ୍ର ଇଟାଲୀୟ କ୍ଲବ ।
 
ତତ୍କାଳୀନ ମିଲାନ [[କ୍ରିକେଟ]] ଓ ଫୁଟବଲ କ୍ଲବରେ (ବର୍ତ୍ତମାନ [[ଏସି ମିଲାନ]] ନାମରେ ଖ୍ୟାତ) ଏକ ମତଭେଦ ଯୋଗୁଁ ୧୯୦୮ ମସିହାରେ କ୍ଲବରୁ ବିଚ୍ଛିନ୍ନ ହୋଇ ଇଣ୍ଟର ମିଲାନ କ୍ଲବ ସ୍ଥାପିତ ହୋଇଥିଲା । ୧୯୧୦ ମସିହାରେ ଇଣ୍ଟର ନିଜର ପ୍ରଥମ ଚାମ୍ପିୟନ୍‍ସିପ୍ ଜିତିଥିଲା । ସ୍ଥାପନା ପରଠାରୁ ଇଣ୍ଟର କ୍ଲବ ସମୁଦାୟ ୩୦ଟି ଘରୋଇ ବା ଜାତୀୟ ପ୍ରତିଯୋଗିତାରେ ବିଜୟ ଲାଭ କରିଆସିଛି । ତନ୍ମଧ୍ୟରେ ୧୮ ଥର ସିରି ଏ ଲିଗ୍, ୭ ଥର କୋପା ଇଟାଲିଆ ଓ ୫ ଥର ସୁପରକୋପା ଇଟାଲିଆନା ବିଜୟ ଅନ୍ତର୍ଭୁକ୍ତ । ୨୦୦୬ରୁ ୨୦୧୦ ମଧ୍ୟରେ ଇଣ୍ଟର ଦଳ ୫ ବର୍ଷ କ୍ରମାଗତ ଭାବେ ଲିଗ୍ ବିଜେତା ହୋଇ ଯୁଗ୍ମ ରେକର୍ଡର ଅଧିକାରୀ ହୋଇଥିଲା ।<ref name="Italy – List of Champions">{{cite web|url=http://www.rsssf.com/tablesi/italchamp.html%7Cpublisher=RSSSF|publisher=RSSSF|title=Italy&nbsp;– List of Champions}}{{dead link|date=March 2018|bot=InternetArchiveBot|fix-attempted=yes}}</ref> ୧୯୬୪, ୧୯୬୫ ଓ ୨୦୧୦ ମସିହାରେ ଇଣ୍ଟର ଦଳ ୟୁଇଫା ଚାମ୍ପିୟନ୍ସ ଲିଗରେ ମଧ୍ୟ ବିଜୟୀ ହୋଇ ତିନି ଥର ୟୁରୋପୀୟ ଚାମ୍ପିୟନ୍ ହେବାର ଗୌରବ ଲାଭ କରିଛି । ୨୦୧୦ ମସିହାରେ ଇଣ୍ଟର କୋପା ଇଟାଲିଆ ଓ ଶୁଡେଟୋ ପ୍ରତିଯୋଗିତାରେ ବିଜୟୀ ହୋଇ ତ୍ରି-ବିଜୟ ହାସଲ କରିଥିଲା ।<ref name="treble">{{cite web|url=http://www.uefa.com/uefachampionsleague/news/newsid=1490968.html|title=Inter join exclusive treble club|work=uefa.com|access-date=9 August 2012|archive-url=https://web.archive.org/web/20121111175751/http://www.uefa.com/uefachampionsleague/news/newsid=1490968.html|archive-date=11 November 2012|url-status=live}}</ref> ଇଣ୍ଟର ମିଲାନ ଫୁଟବଲ ଦଳ ୩ ଥର ୟୁଇଫା ୟୁରୋପା ଲିଗ୍, ୨ ଥର ଅନ୍ତର୍ମହାଦେଶୀୟ (ଇଣ୍ଟରକଣ୍ଟିନେଣ୍ଟାଲ) କପ ଓ ଥରେ ଫିଫା କ୍ଲବ ବିଶ୍ୱକପ ପ୍ରତିଯୋଗିତାରେ ମଧ୍ୟ ବିଜୟ ଲାଭ କରିଛି ।
୧୯ କ ଧାଡ଼ି:
ମତଭେଦ ଯୋଗୁଁ ତତ୍କାଳୀନ ‘‘ମିଲାନ କ୍ରିକେଟ୍ ଓ ଫୁଟବଲ’’ (ବର୍ତ୍ତମାନ ସମୟର ଏସି ମିଲାନ) କ୍ଲବଠାରୁ ବିଚ୍ଛିନ୍ନ ହୋଇ ୧୯୦୮ ମସିହା ମାର୍ଚ୍ଚ ୯ ତାରିଖ ଦିନ ''ଫୁଟବଲ କ୍ଲୁବ ଇଣ୍ଟରନାଜିଓନାଲେ'' ସୃଷ୍ଟି ହୋଇଥିଲା । ଏହି କ୍ଲବର ସଂସ୍ଥାପକମାନଙ୍କ ଇଚ୍ଛା ଥିଲା ଯେ ତାଙ୍କ କ୍ଲବ ଇଟାଲୀୟ ସହିତ ବିଦେଶୀ ଖେଳାଳୀଙ୍କୁ କୌଣସି ଆରକ୍ଷଣ ନିୟମର ଅନୁସରଣ ନକରି ଦଳରେ ଖେଳିବାର ସୁଯୋଗ ଦେବ । ଏହି କାରଣରୁ କ୍ଲବର ନାମ ଇଣ୍ଟରନ୍ୟାସନାଲ (ଅନ୍ତର୍ଜାତୀୟ) ବୋଲି ରଖାଯାଇଥିଲା । ୧୯୧୦ ଓ ୧୯୨୦ ମସିହାରେ ଇଣ୍ଟର କ୍ଲବ ନିଜର ପ୍ରଥମ ଓ ଦ୍ୱିତୀୟ ଚାମ୍ପିୟନ୍‍ସିପ୍ ଜିତିଥିଲା । ୧୯୧୦ରେ ପ୍ରଥମ ଥର ଚାମ୍ପିୟନ୍ ହୋଇଥିବା ଇଣ୍ଟର ଦଳର ଅଧିନାୟକ ଓ ପ୍ରଶିକ୍ଷକ ଭିର୍ଜିଲିଓ ଫୋସାଟି [[ପ୍ରଥମ ବିଶ୍ୱଯୁଦ୍ଧ|ପ୍ରଥମ ବିଶ୍ୱଯୁଦ୍ଧ]]<nowiki/>ରେ ଇଟାଲୀୟ ସେନା ପକ୍ଷରୁ ଯୁଦ୍ଧ କରିବା ସମୟରେ ପ୍ରାଣ ହରାଇଥିଲେ । ୧୯୨୨ ମସିହାରେ ଇଣ୍ଟର କ୍ଲବ ସର୍ବୋଚ୍ଚ ଫୁଟବଲ ଲିଗରେ ଅଯୋଗ୍ୟ ଘୋଷିତ ହୋଇ ନିମ୍ନ ସ୍ତରକୁ ଅବନତି ପାଇବାର ଅତି ନିକଟତର ଥିଲା, କିନ୍ତୁ ଶେଷ ଦୁଇ ପ୍ଲେ-ଅଫ୍ ମ୍ୟାଚ ଜିତି ସର୍ବୋଚ୍ଚ ସ୍ତରରେ ଖେଳିବାକୁ ସମର୍ଥ ହୋଇଥିଲା ।
 
୬ ବର୍ଷ ପରେ ଫାସିବାଦୀ ସରକାର ସମୟରେ ଇଣ୍ଟର କ୍ଲବକୁ ବାଧ୍ୟ କରି ''ଉନିଓନେ ସ୍ପୋର୍ଟିଭା ମିଲାନିଜ୍ (Unione Sportiva Milanese, ମିଲାନ କ୍ରୀଡ଼ା ସଂଘ)''ରେ ବିଲୟ କରି ଦିଆଗଲା ଓ ଏହାର ନାମ ''ସୋଶିଏଟା ସ୍ପୋର୍ଟିଭା ଆମ୍ୱ୍ରୋସିଆନାଆମ୍ବ୍ରୋସିଆନା'' ବୋଲି ରଖାଯାଇଥିଲା ।<ref>{{cite web|url=http://www.inter.it/en/societa/storia.html|publisher=FC Internazionale Milano|title=Storia|access-date=6 September 2007|archive-url=https://web.archive.org/web/20100130141713/http://www.inter.it/en/societa/storia.html|archive-date=30 January 2010|url-status=live}}</ref> ୧୯୨୮-୨୯ କ୍ରୀଡ଼ାବର୍ଷରେ ଏହି ଫୁଟବଲ ଦଳ ମିଲାନର ପ୍ରାଦେଶିକ ଧ୍ୱଜା ଓ ରାଜସଙ୍କେତରୁ ଅନୁପ୍ରାଣିତ ହୋଇ ଲାଲ କ୍ରଶ୍ ଚିହ୍ନ ଥିବା ଧଳା ରଙ୍ଗର ପୋଷାକ ପିନ୍ଧି ଖେଳିଥିଲା । ୧୯୨୯ ମସିହାରେ କ୍ଲବର ନୂଆ ଅଧ୍ୟକ୍ଷ ଓରେଷ୍ଟେ ସିମୋନୋଟି ଏହି କ୍ଲବର ନାମ ପରିବର୍ତ୍ତନ କରି ''ଆସୋସିଆଜିଓନେ ସ୍ପୋର୍ଟିଭା ଆମ୍ୱ୍ରୋସିଆନାଆମ୍ବ୍ରୋସିଆନା (Associazione Sportiva Ambrosiana)'' ରଖିଲେ ଏବଂ ଦଳ ପୂର୍ବେ ବ୍ୟବହାର କରି ଆସୁଥିବା କଳା-ନୀଳ ପୋଷାକର ପ୍ରଚଳନ କରାଇଲେ । କିନ୍ତୁ ଦଳର ସମର୍ଥକମାନେ ସେହି ସମୟରେ ମଧ୍ୟ ଦଳକୁ ''ଇଣ୍ଟର'' ବୋଲି ହିଁ କହୁଥିଲେ । ୧୯୩୧ ମସିହାରେ ନୂଆ ଅଧ୍ୟକ୍ଷ ନିଯୁକ୍ତି ପାଇବା ପରେ ପୋଜ୍ଜାନି ଅଂଶୀଦାରମାନଙ୍କ ଚାପର ବଶବର୍ତ୍ତୀ ହୋଇ କ୍ଲବର ନାମ ''ଆସୋସିଆଜିଓନେ ସ୍ପୋର୍ଟିଭା ଆମ୍ୱ୍ରୋସିଆନାଆମ୍ବ୍ରୋସିଆନା - ଇଣ୍ଟର'' ବୋଲି ରଖିଥିଲେ ।
[[File:Giuseppe Meazza 1935.jpg|thumb|upright|left|ନିଜ ପ୍ରଥମ କ୍ରୀଡ଼ାବର୍ଷ ୧୯୨୯-୩୦ରେ ସିରି ଏ ଲିଗରେ ଜ୍ୟୁସେପ୍ ମେଆଜ୍ଜା ୩୧ଟି ଗୋଲ କରିଥିଲେ ଯାହାକି ଏକ ରେକର୍ଡ]]
 
୩୫ କ ଧାଡ଼ି:
ମିଲାନ ସହରରେ ନିର୍ମିତ ''ସାନ୍ ସିରୋ ଷ୍ଟାଡିୟମ'' (ପଞ୍ଜୀକୃତ ନାମ – ''ଷ୍ଟାଡିଓ ଜ୍ୟୁସେପ୍ ମେଆଜ୍ଜା'') ଉଭୟ ଏସି ମିଲାନ ଓ ଇଣ୍ଟର ମିଲାନ ଦଳର ଘରୋଇ ପଡ଼ିଆ । ଜ୍ୟୁସେପ୍ ମେଆଜ୍ଜା ନିଜ ଖେଳ ଜୀବନରେ ଉଭୟ ଇଣ୍ଟର ଓ ଏସି ମିଲାନ ଦଳ ପକ୍ଷରୁ ଖେଳିଥିଲେ । ଏହି ଷ୍ଟାଡିୟମର ଦର୍ଶକଧାରଣ କ୍ଷମତା ୮୦,୦୧୮ । ସାନ୍ ସିରୋ ଜିଲ୍ଲାରେ ଏହି ଷ୍ଟାଡିୟମ ରହିଥିବାରୁ ଏହାକୁ ସାନ୍ ସିରୋ ଷ୍ଟାଡିୟମ୍ ବୋଲି କୁହାଯାଏ । ୧୯୨୬ ମସିହାରୁ ସାନ୍ ସିରୋ ଏସି ମିଲାନର ଘରୋଇ ପଡ଼ିଆ ରହିଆସିଛି । ମିଲାନର ତତ୍କାଳୀନ ସଭାପତି ପିଏରୋ ପିରେଲିଙ୍କ ଆର୍ଥିକ ଅନୁଦାନରେ ଏହି ଷ୍ଟାଡିୟମ ନିର୍ମିତ ହୋଇଥିଲା । ସାଢ଼େ ୧୩ ମାସ ସମୟରେ ୧୨୦ ଜଣ ଲୋକଙ୍କ ଉଦ୍ୟମରେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଗଲା । କ୍ଲବ ଅଧୀନରେ ରହିଥିବା ଏହି ଷ୍ଟାଡିୟମ୍ ୧୯୩୫ ମସିହାରେ ନଗରପାଳିକାକୁ ବିକ୍ରି କରାଗଲା । ୧୯୪୭ ମସିହାରୁ ଏସି ମିଲାନ ସହ ଇଣ୍ଟର ମିଲାନ ମଧ୍ୟ ସାନ୍ ସିରୋକୁ ନିଜ ଘରୋଇ ମ୍ୟାଚ୍ ପଡ଼ିଆ ଭାବେ ବ୍ୟବହାର କରିବା ଆରମ୍ଭ କଲା ।
 
୧୯୨୬ ମସିହା ସେପ୍ଟେମ୍ୱରସେପ୍ଟେମ୍ବର ୧୯ ତାରିଖରେ ସାନ୍ ସିରୋରେ ପ୍ରଥମ ଫୁଟବଲ ମ୍ୟାଚ୍ ଖେଳାଯାଇଥିଲା । ଏହି ସୌହାର୍ଦ୍ଦ୍ୟମୂଳକ ମ୍ୟାଚରେ ଇଣ୍ଟର ଦଳ ଏସି ମିଲାନ ଦଳକୁ ୬-୩ ଗୋଲରେ ପରାସ୍ତ କରିଥିଲା । ଏହି ପଡ଼ିଆରେ ଏସି ମିଲାନ ଦଳ ଖେଳିଥିବା ନିଜ ପ୍ରଥମ ଲିଗ୍ ମ୍ୟାଚରେ ସାମ୍ପିଏର୍ଡାରେନେସ୍ କ୍ଲବଠାରୁ ୧-୨ ଗୋଲରେ ପରାସ୍ତ ହୋଇଥିଲା । ପ୍ରଥମେ ଷ୍ଟାଡିୟମର ଦର୍ଶକ କ୍ଷମତା ୩୫ ହଜାର ଥିଲା । ଏହି ଷ୍ଟାଡିୟମରେ ଅନେକ ନବୀକରଣ ପ୍ରକଳ୍ପ କରାଯାଇଛି । ୧୯୯୦ ମସିହା [[ଫିଫା ବିଶ୍ୱକପ]] ପାଇଁ ଷ୍ଟାଡିୟମର ନବୀକରଣ କରାଯାଇଥିଲା । ଏହାର ଉପର ପଟେ ଏକ ପଲିକାର୍ବୋନେଟ୍ ଛାତ ନିର୍ମିତ ହେଲା ଓ ଏହାର ଦର୍ଶକ କ୍ଷମତା ୮୫ ହଜାର ୭୦୦କୁ ବଢ଼ାଯାଇଥିଲା । ୟୁଇଫା ଧାର୍ଯ୍ୟ କରିଥିବା ନୂତନ ନିୟମାବଳୀ ଆଧାରରେ ୨୦୦୮ ମସିହାରେ ଷ୍ଟାଡିୟମର ଦର୍ଶକ କ୍ଷମତା ୮୦ ହଜାର ୦୧୮କୁ କମାଇ ଦିଆଯାଇଛି ।
 
ଷ୍ଟାଡିୟମ୍ ନିର୍ମାଣର ଇଂରାଜୀ ମଡେଲ୍ ଅନୁଯାୟୀ ସାନ୍ ସିରୋକୁ ଫୁଟବଲ ଖେଳ ପାଇଁ ହିଁ ନିର୍ମାଣ କରାଯାଇଛି । ସିରି ଏରେ ବହୁମୁଖୀ ବ୍ୟବହାର ପାଇଁ କିଛି ଷ୍ଟାଡିୟମ ବ୍ୟବହୃତ ହୁଅନ୍ତି । ବସିବା ସ୍ଥାନର ଅବସ୍ଥିତି ଷ୍ଟାଡିୟମ୍ ମଧ୍ୟସ୍ଥ ପଡ଼ିଆଠାରୁ ଅପେକ୍ଷାକୃତ ନିକଟତର ହୋଇଥିବାରୁ ଖେଳ ଦେଖିବା ବେଳେ ରୋମାଞ୍ଚ ସୃଷ୍ଟିକାରୀ ପରିବେଶ ସୃଷ୍ଟି ହୁଏ ଓ ସାନ୍ ସିରୋ ପଡ଼ିଆ ଇଟାଲୀରେ ଏହି କାରଣରୁ ଖୁବ୍ ପ୍ରସିଦ୍ଧ । ଅଗ୍ନିସଂଯୁକ୍ତ ଆଲୋକମାଳା ଯୋଗୁଁ ଏହି ପରିବେଶ ଅଧିକ ମନୋରଞ୍ଜକ ଲାଗିପାରେ କିନ୍ତୁ ଅନେକ ସମୟରେ ଏହା ଯୋଗୁଁ ବହୁ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।
୭୪ କ ଧାଡ଼ି:
|-
|୧୯୯୧-୧୯୯୨
|rowspan=3|ଉମ୍ୱ୍ରୋଉମ୍ବ୍ରୋ
| ଫିଟ୍‍ଗାର୍
|-
୯୫ କ ଧାଡ଼ି:
ଇଣ୍ଟର କ୍ଲବ ୩୦ ଗୋଟି ଘରୋଇ ବା ଜାତୀୟ ଟ୍ରଫି ଜିତିଛି । ୧୮ ଥର ସିରି ଏ ଲିଗ୍, ୭ ଥର କୋପା ଇଟାଲିଆ, ୫ ଥର ସୁପରକୋପା ଇଟାଲିଆନା ଏହାର ଅନ୍ତର୍ଗତ । ୨୦୦୬ ମସିହାରୁ ୨୦୧୦ ମସିହା ଯାଏଁ ଇଣ୍ଟର କ୍ଲବ କ୍ରମାଗତ ୫ ବର୍ଷ ଲିଗ୍ ବିଜୟୀ ହୋଇଥିଲା । ଏହା ସେ ସମୟରେ ଏକ ଯୁଗ୍ମ ରେକର୍ଡ ଥିଲା । ୨୦୧୭ ମସିହାରେ ୟୁଭେଣ୍ଟସ୍ କ୍ଲବ ଷଷ୍ଠ ବର୍ଷ କ୍ରମାଗତ ଲିଗ୍ ବିଜୟୀ ହୋଇ ନୂତନ ରେକର୍ଡ କରିଥିଲା ।<ref name="Italy&nbsp;– List of Champions"/> ୧୯୬୪, ୧୯୬୫ ଓ ୨୦୧୦ ମସିହାରେ ଇଣ୍ଟର କ୍ଲବ ୩ ଥର ୟୁଇଫା ଚାମ୍ପିୟନ୍ସ ଲିଗ୍ ମଧ୍ୟ ଜିତିଛି । ୨୦୧୦ ବର୍ଷରେ ଇଣ୍ଟର ଜାତୀୟ ତ୍ରି-ବିଜୟ ମଧ୍ୟ ହୋଇଥିଲା ।<ref name="treble" /> ଏହା ଛଡ଼ା ଇଣ୍ଟର କ୍ଲବ ଦୁଇ ଥର ୟୁଇଫା ୟୁରୋପା ଲିଗ୍, ଦୁଇ ଥର ଅନ୍ତଃମହାଦେଶୀୟ କପ ଓ ଥରେ ଫିଫା କ୍ଲବ ବିଶ୍ୱକପ ମଧ୍ୟ ଜିତିଛି ।
 
ସ୍ଥାପନା ପରଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ ସବୁ ବର୍ଷ ଇଟାଲୀର ସର୍ବୋଚ୍ଚ ଫୁଟବଲ ଲିଗରେ ଇଣ୍ଟର କ୍ଲବ ଖେଳିବାର ଯୋଗ୍ୟତା ହାସଲ କରିଆସିଛି । ସିରି ଏ ଓ ତା ପୂର୍ବରୁ ରହିଥିବା ଇଟାଲୀୟ ଲିଗର ସମସ୍ତ କ୍ରୀଡ଼ାବର୍ଷରେ ଖେଳିଥିବା ଏକମାତ୍ର ଦଳ ହେଉଛି ଇଣ୍ଟର ଦଳ । [[ୟୁରୋପ]] ମହାଦେଶରେ ନିଜ ଦେଶର ସର୍ବୋଚ୍ଚ ଲିଗରେ ସବୁଠାରୁ ଲମ୍ୱାଲମ୍ବା ସମୟ ପାଇଁ ଅବିଚ୍ଛିନ୍ନ ଭାବେ ଖେଳିବାରେ ଯେଉଁ କିଛି ଦଳ ରହିଛନ୍ତି ତନ୍ମଧ୍ୟରୁ ଇଣ୍ଟର ଅନ୍ୟତମ । ୨୦୨୦ ଯାଏଁ ଇଣ୍ଟର କ୍ରମାଗତ ୧୦୬ ବର୍ଷ ସର୍ବୋଚ୍ଚ ଲିଗରେ ଖେଳିଆସିଛି । ଇଣ୍ଟର ଆଗକୁ ଆଉ ପାଞ୍ଚଟି ଇଂରାଜୀ ଫୁଟବଲ କ୍ଲବ ଦଳ ରହିଛନ୍ତି ।
 
{| class="wikitable plainrowheaders" style="font-size:95%; text-align:center;"
୧୩୬ କ ଧାଡ଼ି:
|}
 
==କ୍ଲବ ସମ୍ୱନ୍ଧୀୟସମ୍ବନ୍ଧୀୟ ଅନ୍ୟ ରେକର୍ଡ ଓ ପରିସଂଖ୍ୟାନ==
[[File:Javier Zanetti FC Internazionale.jpg|thumb|upright|ୟାଭିଏର୍ ଜାନେଟ୍ଟି ଇଣ୍ଟର ପାଇଁ ସର୍ବାଧିକ ୮୫୮ଟି ମ୍ୟାଚରେ ଏବଂ ସିରି ଏ ଲିଗରେ ୬୧୮ଟି ମ୍ୟାଚରେ ଖେଳିଛନ୍ତି]]
ୟାଭିଏର୍ ଜାନେଟ୍ଟି ଇଣ୍ଟର ମିଲାନ ଫୁଟବଲ କ୍ଲବ ଦଳ ପାଇଁ ସର୍ବାଧିକ ୮୫୮ଟି ମ୍ୟାଚରେ ଏବଂ ସିରି ଏ ଲିଗରେ ୬୧୮ଟି ମ୍ୟାଚରେ ଖେଳିଛନ୍ତି । ଉଭୟ ତାଙ୍କ ନାମରେ ରହିଥିବା ରେକର୍ଡ । ଜ୍ୟୁସେପ୍ ମେଆଜ୍ଜା ଇଣ୍ଟରମିଲାନ କ୍ଲବ ପକ୍ଷରୁ ସର୍ବକାଳୀନ ସର୍ବାଧିକ ଗୋଲ କରିଥିବା ଖେଳାଳି । ସେ ୪୦୮ଟି ମ୍ୟାଚରେ ୨୮୪ଟି ଗୋଲ କରିଛନ୍ତି ।<ref name=recordholders>{{cite web |url=http://archivio.inter.it/cgi-bin/primatisti?L=en |title=record holders |publisher=inter.it |access-date=8 March 2013 |archive-url=https://web.archive.org/web/20130225180743/http://archivio.inter.it/cgi-bin/primatisti?L=en |archive-date=25 February 2013 |url-status=live }}</ref> ତାଙ୍କ ପଛକୁ ଆଲେସାନ୍ଦ୍ରୋ ଆଲ୍ଟୋବେଲି ୪୬୬ଟି ମ୍ୟାଚରେ ୨୦୯ଟି ଗୋଲ କରି ଦ୍ୱିତୀୟ ସ୍ଥାନରେ ଏବଂ ରୋବେର୍ତ୍ତୋ ବୋନିନସେଗ୍ନା ୨୮୧ଟି ମ୍ୟାଚରେ ୧୭୧ଟି ଗୋଲ କରି ତୃତୀୟ ସ୍ଥାନରେ ରହିଛନ୍ତି । ଇଣ୍ଟର ମିଲାନ କ୍ଲବରେ ସର୍ବାଧିକ ସମୟ ୯ ବର୍ଷ ପାଇଁ ହେଲେନିଓ ହେରେରା ପ୍ରଶିକ୍ଷକ ଦାୟିତ୍ତ୍ୱ ବହନ କରିଥିଲେ । ତାଙ୍କ କାର୍ଯ୍ୟକାଳରେ ଇଣ୍ଟର କ୍ଲବ ୩ ଥର ଶୁଡେଟି, ୨ ଥର ୟୁରୋପୀୟ କପ ଓ ୨ ଥର ଅନ୍ତଃ-ମହାଦେଶୀୟ କପରେ ବିଜୟ ଲାଭ କରିଛି । ଇଣ୍ଟର ପାଇଁ ହୋଜେ ମୌରିନ୍ୟୋ ଅନ୍ୟତମ ସଫଳ ପରିଚାଳକ ଥିଲେ ଯାହାଙ୍କ କାର୍ଯ୍ୟକାଳରେ ଦଳ ୨୦୦୮-୦୯ ସିରି ଏ ଓ ସୁପରକୋପା ଇଟାଲିଆନାରେ ବିଜୟ, ୨୦୦୯-୧୦ ଇଟାଲୀରେ ଜାତୀୟ ତ୍ରି-ବିଜୟ ଏବଂ ୨୦୧୦ ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜୟ ଲାଭ କରିଥିଲା ।