"ସୁଶର୍ମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୪ କ ଧାଡ଼ି:
ମହାଭାରତ ଅନୁଯାୟୀ, ସୁଶର୍ମା, ମତ୍ସ୍ୟ ଦେଶର ରାଜା ବିରାଟଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ । କାରଣ ନିର୍ବାସନର ଶେଷ ବର୍ଷରେ ସମସ୍ତ ପାଣ୍ଡବ ତାଙ୍କ ରାଜ୍ୟରେ ଛଦ୍ମବେଶରେ ରହୁଥିଲେ । କୌରବ ମାନେ ସସୈନ୍ୟ ବିରାଟରାଜ୍ୟ ଆକ୍ରମଣ କରିବାରୁ ବିରାଟ—ତନୟ ଉତ୍ତରଙ୍କ ରଥରେ ବୃହନ୍ମଳା ନାମଧାରୀ ଅର୍ଜୁନ ସାରଥି ରୂପରେ ଗଲେ ଓ ଅର୍ଜୁନଙ୍କ ବୀରତ୍ୱ ଯୋଗୁଁ ମହାଭୀରୁ ଉତ୍ତର ମଧ୍ୟ ଜୟଲାଭ କରି ଫେରି ଆସିଲେ । ଏହି ସମୟରେ ବିରାଟରାଜାଙ୍କ ଆଗରେ ଯୁଧିଷ୍ଠିର ଉତ୍ତରର ପ୍ରଶଂସା ନ କରି ବାରମ୍ଭାର 'ବ଼ୃହନ୍ନଳା'ର ପ୍ରଶଂସା କରିବାରୁ ବିରାଟ କ୍ରୋଧ ହୋଇ ପଶାକାଠିଦ୍ୱାରା କଙ୍କ ନାମଧାରୀ ଯୁଧିଷ୍ଠିରଙ୍କୁ ଏପରି ଆଘାତ କଲେ ଯେ ତାଙ୍କ ମୁଣ୍ଡରୁ ରକ୍ତ ବୋହିଲା, ତଥାପି ଯୁଧିଷ୍ଠିର ଧର୍ମକୁ ଜଗି ଆଶ୍ରୟଦାତାଙ୍କ ପ୍ରତି କ୍ରୋଧ ପ୍ରକାଶ କଲେ ନାହିଁ ।
 
କୁରୁକ୍ଷେତ୍ର ଯୁଦ୍ଧର ତ୍ରୟୋଦଶ ଦିନରେ ଅର୍ଜୁନଙ୍କୁ ବିଭ୍ରାନ୍ତ କରିବା ପାଇଁ ସୁଶର୍ମା ଦାୟୀ ଥିଲେ । ଯୁଦ୍ଧର ତ୍ରୟୋଦଶ ଦିନରେ, ଦ୍ରୋଣାଚାର୍ଯ୍ୟ ଏକ ଚକ୍ରବ୍ୟୁହ ଗଠନ କଲେ ଯାହାଦ୍ଵାରାଯାହାଦ୍ୱାରା ଯୁଧିଷ୍ଠିର ବ୍ୟୁହ ମଧ୍ୟରେ ଫସିଯିବେ । ଅର୍ଜୁନ ଏବଂ କୃଷ୍ଣ ଏହି ବ୍ୟୁହକୁ କିପରି ଭାଙ୍ଗିବେ ଜାଣିଥିଲେ ତେଣୁ ସୁଶର୍ମା ସେମାନଙ୍କୁ ବିଭ୍ରାନ୍ତ କରି ଚକ୍ରବ୍ୟୁହର ଅନ୍ୟ ପାର୍ଶ୍ୱକୁ ନେଇଗଲେ ।<ref name="sacredtexts">{{cite web |title=The Mahabharata, Book 8: Karna Parva: Section 53 |url=https://www.sacred-texts.com/hin/m08/m08053.htm |website=www.sacred-texts.com |accessdate=27 January 2021}}</ref> ମହାଭାରତ ଯୁଦ୍ଧର ସପ୍ତଦଶ ଦିନରେ ଅର୍ଜୁନ ତାଙ୍କୁ ହତ୍ୟା କରିଥିଲେ ।<ref name="vahini">{{cite web |title=FAMILY TREE KURU DYNASTY |url=http://vahini.org/downloads/familytree.html |website=vahini.org |accessdate=27 January 2021}}</ref> ସେହି ଦିନ ଅର୍ଜୁନଙ୍କ ଯୁଦ୍ଧରେ ଭାଇ ସୁଶର୍ମା ତାଙ୍କ ଭାଇମାନଙ୍କ ସହିତ ନିହତ ହୋଇଥିଲେ ।
 
== ଆଧାର ==
"https://or.wikipedia.org/wiki/ସୁଶର୍ମା"ରୁ ଅଣାଯାଇଅଛି