"ମୟାସୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠା ତିଆରି
 
ଟିକେ Bot: Automated text replacement (-୍ଵ +୍ୱ)
 
୪ କ ଧାଡ଼ି:
ତାଙ୍କର ଦୁଇଟି ପତ୍ନୀ ଥିଲେ - ହେମା<ref>P. G. Lalye (2008). ''Curses and boons in the Vālmīki Rāmāyaṇa''</ref><ref>{{Cite web|title=पढ़िए, रावण की पत्नी मंदोदरी की ये 7 खास बातें|url=https://www.amarujala.com/photo-gallery/spirituality/religion/story-about-mandodari-wife-of-ravan|access-date=2020-09-03|website=Amar Ujala|language=hi}}</ref>ଏବଂ ରମ୍ଭା, ଯାହାର ପାଞ୍ଚ ପୁଅ ଏବଂ ତିନି ଝିଅ ଥିଲେ । ମାୟାବୀ, ଦୁନ୍ଦୁଭୀ ଓ ମନ୍ଦୋଦରୀ (ରାବଣଙ୍କ ପତ୍ନୀ)<nowiki></nowiki>ଙ୍କ ପିତା ଥିଲେ ମୟାସୁର ।<ref name=tm>{{cite book|title=Tourism Marketing|author=Devahish Dasgupta|publisher=Pearson Education India|year=2011|url=https://books.google.com/books?id=oXWAEjcG-FsC|access-date=29 January 2012|isbn=978-81-317-3182-6|page=20}}</ref> କଥିତ ଅଛି, ଯେତେବେଳେ ଭଗନାବ ଶଙ୍କର ତ୍ରିପୁରକୁ ଗ୍ରାସ କରି ଅସୁରମାନଙ୍କୁ ଧ୍ୱଂସ କଲେ, ମୟାସୁର ଅମୃତକୁଣ୍ଡ ତିଆରି କରି ସମସ୍ତଙ୍କୁ ଜୀବନ୍ତ କରିଦେଲା । ତେବେ ଭଗବାନ ବିଷ୍ଣୁ ତାଙ୍କର ଏହି ଉଦ୍ୟମକୁ ବିଫଳ କରିଦେଇଥିଲେ । ବ୍ରହ୍ମପୁରାଣ ଅନୁଯାୟୀ, ଯେତେବେଳେ ଇନ୍ଦ୍ର ନମୁଚି ନାମକ ରାକ୍ଷସକୁ ବଦ୍ଧ କରିଥିଲେ, ସେତେବେଳେ ମୟାସୁର ଇନ୍ଦ୍ରଙ୍କୁ ପରାସ୍ତ କରିବା ପାଇଁ ତପସ୍ୟା ମାଧ୍ୟମରେ ଅନେକ ମାୟା ବିଦ୍ୟା ହାସଲ କରିଥିଲା । ଏକଥା ଜାଣିବା ପରେ ଭୟଭୀତ ଇନ୍ଦ୍ର ଜଣେ ବ୍ରାହ୍ମଣ ରୂପେ ଛଦ୍ମବେଶରେ ତାଙ୍କ ନିକଟକୁ ଯାଇ ବନ୍ଧୁତା ପାଇଁ ସତ୍ୟ କରିବାକୁ ଅନୁରୋଧ କଲେ । ପରେ ଛଳ ପୂର୍ବକ ମୟାସୁରଠାରୁ ଅଭୟ ଲାଭ କରିବା ସହ ସମସ୍ତ ମାୟା ବିଦ୍ୟା ଶିକ୍ଷା କରିଥିଲେ ।
== ମହାଭାରତରେ ==
ମହାଭାରତର ଆଦିପର୍ବ ଅନୁସାରେ ଖାଣ୍ଡବ ବନ ଦହନ ସମୟରେ ତକ୍ଷକ ସହ ଏହି ବନରେ ଥିବା ମୟାସୁର ପଳାୟନ କରିବା ସମୟରେ କୃଷ୍ଣ ଏହାର ବଦ୍ଧ କରିବାକୁ ଉଦ୍ୟତ ହେଲେ । କିନ୍ତୁ ଶରଣାପର୍ଣ୍ନ ହେବା ପରେ ଅର୍ଜ୍ଜୁନଙ୍କ ଅନୁରୋଧ କ୍ରମେ କୃଷ୍ଣ ମୟାସୁରକୁ ଜୀବନ ଦାନ ଦେଇଥିଲେ । ପ୍ରତିବଦଳରେ ସେ ଯୁଧିଷ୍ଠିରଙ୍କ ପାଇଁ ଏକ ମାୟାସଭା ନାମରେ ଏକ ଅଦ୍ଭୁତ ସଭାଗୃହ ନିର୍ମାଣ କରିଥିଲା ।<ref name="iskconexperience">{{cite web |title=MayaSura and Mayamahal for Indraprastha Palace |url=http://iskconexperience.blogspot.com/2018/03/mayasura-and-mayamahal-for-indraprastha.html |website=iskconexperience |accessdate=15 January 2021}}</ref> ଏମିତିକି ଏହି ଅଦ୍ଭୁତ ସଭାଗୃହକୁ ଦେଖିବାପରେ ଦୁର୍ଯୋଧନର ବହୁତ ଈର୍ଷା ହୋଇଥିଲା ଯାହାର ପରିଣାମ ସ୍ଵରୂପସ୍ୱରୂପ ପରବର୍ତ୍ତୀ ସମୟରେ ମହାଭାରତ ଯୁଦ୍ଧ ଜନ୍ମ ନେଇଥିଲା ।
 
== ଶିବ ପୁରାଣରେ ==
"https://or.wikipedia.org/wiki/ମୟାସୁର"ରୁ ଅଣାଯାଇଅଛି