"ମାଦ୍ରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
୯ କ ଧାଡ଼ି:
 
== ମୃତ୍ୟୁ ==
ବର୍ଷା ଋତୁ ସମୟରେ ଏକଦା ପାଣ୍ଡୁ ଏବଂ ମାଦ୍ରି ଜଙ୍ଗଲରେ ଥିଲେ । ସେହି ସମୟରେ ପାଣ୍ଡୁ ତାଙ୍କର କାମନାର ଆବେଗକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ମାଦ୍ରିଙ୍କ ସହ ସମ୍ଭୋଗ କଲେ । ଫଳ ସ୍ଵରୂପସ୍ୱରୂପ, ଋଷି କିନ୍ଦମଙ୍କ ଅଭିଶାପ ଯୋଗୁଁ ମହାରାଜ ପାଣ୍ଡୁଙ୍କ ମୃତ୍ୟୁ ଘଟିଥିଲା । ପତିଙ୍କ ଦୁଃଖରେ ମ୍ରିୟମାଣ ମାଦ୍ରୀ ନିଜର ସନ୍ତାନ ମାନଙ୍କ ଭାର କୁନ୍ତୀଙ୍କ ହାତରେ ସମର୍ପି ଦେଇ ଅଗ୍ନିରେ ଦେହତ୍ୟାଗ କରିଥିଲେ ।<ref>{{Cite book|last=Fang|first=Liaw Yock|url=https://books.google.com/books?id=yIv3AwAAQBAJ&q=madri+suicide&pg=PA76|title=A History of Classical Malay Literature|date=2013|publisher=Institute of Southeast Asian|isbn=978-981-4459-88-4|language=en}}</ref>
 
== ଆଧାର ==
"https://or.wikipedia.org/wiki/ମାଦ୍ରୀ"ରୁ ଅଣାଯାଇଅଛି