"ନାରୀ ଆଖିରେ ନିଆଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସିନେମା -> କଥାଚିତ୍ର (ଉଚିତ ଛାଞ୍ଚ ନାମ)
ଟିକେNo edit summary
୨୯ କ ଧାଡ଼ି:
'''ନାରୀ ଆଖିରେ ନିଆଁ''', ୨୦୦୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନମିତା ଦାସ ଏବଂ ସସ୍ମିତା ସାମଲ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref name="ସଞ୍ଜୟ-ମଳୟ"/>
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ଅନୁ ଚୌଧୁରୀ]], ମାମା ମିଶ୍ର, [[ମେଘନା ମିଶ୍ର]] । ସିଦ୍ଧାନ୍ତ ମହାପାତ୍ର, [[ମିହିର ଦାସ]], ଦେବୁ ବୋଷ, ବ୍ରଜ ସିଂହ, ମୀନକେତନ, ବବି ମିଶ୍ର, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଜୟୀରାମ ସାମଲ, [[କୁନା ତ୍ରିପାଠୀ]], ଦୀପା ସାହୁ, ମିଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
 
==ଅଭିନୟ==