"ଗାୟତ୍ରୀବାଳା ପଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
ଟିକେ +ୱେବ ଆର୍କାଇଭ ଆଧାର ଠିକଣା ସଂଶୋଧନ
୧୯ କ ଧାଡ଼ି:
| nationality = ଭାରତୀୟ
| other_names =
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship =
| education =
Line ୫୧ ⟶ ୫୦:
 
== ବାଲ୍ୟଜୀବନ ଓ ଶିକ୍ଷା ==
ଗାୟତ୍ରୀବାଳା, ୧୯୭୭ ମସିହା ଅପ୍ରେଲ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲାର ସାଦେଇପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋଲକ ବିହାରୀ ପଣ୍ଡା ଓ ମାତାଙ୍କ ନାମ ଅରୁଣିମା ପଣ୍ଡା । ପିତା ଜଣେ ବ୍ୟାଙ୍କ କର୍ମଚାରୀ ଥିଲେ । ଗାୟତ୍ରୀବାଳା, ସାଦେଇପୁର, ବାଲିକୁଦା ଓ କଟକରେ ନିଜର ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ । ବାପାଙ୍କ ଇଚ୍ଛାଥିଲା ଗାୟତ୍ରୀବାଳା ଡାକ୍ତର ହୁଅନ୍ତୁ, କିନ୍ତୁ ଝିଅର କଳାରେ ଆଗ୍ରହ ଦେଖି, ସେ ସେଦିଗରେ ତାଙ୍କୁ ପ୍ରୋତ୍ସାହିତ କରିଥିଲେ । ଗାୟତ୍ରୀବାଳା କଟକର [[ଶୈଳବାଳା ମହିଳା ମହାବିଦ୍ୟାଳୟ]]ରେ ପାଠ ପଢିଥିଲେପଢ଼ିଥିଲେ ଓ ଛାତ୍ର ସଂସଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । [[ଉତ୍କଳ ବିଶ୍ୱବିଦ୍ୟାଳୟ]]ରୁ ସେ ପାଠାଗାର ବିଜ୍ଞାନରେ<!-- (Library and Information Science) --> ସ୍ନାତକୋତ୍ତର ପାଠ୍ୟକ୍ରମରେ ସମଗ୍ର ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ପରେ ସେ [[ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳ]]ରୁ ସାମ୍ବାଦିକତା ଓ ଗଣମାଧ୍ୟମରେ ଡିପ୍ଲୋମା ଓ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସାମ୍ବାଦିକତା ପାଠ୍ୟକ୍ରମରେ ଶ୍ରେଷ୍ଠସ୍ଥାନ ଅଧିକାର କରି, ସେ ପବ୍ଲିକ ରିଲେସନ ସୋସାଇଟ ଅଫ ଇଣ୍ଡିଆରୁ ମଧ୍ୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।
 
ଗାୟତ୍ରୀବାଳା, ପ୍ରାୟ ଛଅ ସାତ ବର୍ଷ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲେ । ଗାୟତ୍ରୀବାଳାଙ୍କ ଜେଜେବାପା ଜଣେ ଉପନ୍ୟାସିକ ଥିଲେ ଓ ତାଙ୍କଠାରୁ ଗାୟତ୍ରୀବାଳା ଅନୁପ୍ରାଣିତ ହୋଇଥିଲେ । ପିଲାବେଳରୁ ସେ, ନିଜ ଦୁଃଖ ଓ ଅସହୟତା ଯାହାକୁ ଅନ୍ୟଭାବରେ କହି ପାରୁନଥିଲେ ତାହା କବିତା ମାଧ୍ୟମରେ ପ୍ରକାଶ କରିପାରୁଥିଲେ । ବାର ବର୍ଷ ହେବା ବେଳକୁ, ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇସାରିଥିଲା । ୨୦୦୦ ମସିହାରେ, ରାଜ୍ୟ ଯୁବ ପୁରସ୍କାର ତାଙ୍କୁ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଥିଲା ।
Line ୬୩ ⟶ ୬୨:
 
== ରଚନାବଳୀ ==
{{Col-begin}}
{{Col-break}}
=== କବିତା ପୁସ୍ତକ ===
* ଆହତ ପ୍ରତିଶୃତିପ୍ରତିଶ୍ରୁତି (ବିଦ୍ୟାପୁରୀ, ୨୦୦୧)
* ଅସ୍ପଷ୍ଟ ଈଶ୍ୱର (ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୨୦୦୨, ରାଜ୍ୟ ଯୁବ ପୁରସ୍କାର- ୨୦୦୦ ପ୍ରାପ୍ତ)
* ଅସ୍ପଷ୍ଟ ଇଶ୍ୱର(୨୦୦୨)
* ଅଣାୟତଅଣାୟତ୍ତ (ଅପୂର୍ବା, ୨୦୦୬)
* ଗାଁ (ଟାଇମ୍ ପାସ୍, ୨୦୦୮, କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରଥମ ଯୁବ ପୁରସ୍କାର- ୨୦୧୧ ପ୍ରାପ୍ତ)
* ଗାଁ(୨୦୦୮)
* ଯେତିକି ଦିଶୁଛିଦିଶୁଚି ଆକାଶ (ଅନ୍ୟା, ୨୦୧୧)
* ଆଖି ନାଇଁ କାନ ନାଇଁ (ଅନ୍ୟା, ୨୦୧୩)
* ଏ ରାତିର ଯେତେ ତାରା (ଅନ୍ୟା, ୨୦୧୪)
* ବାଘ (ପକ୍ଷୀଘର, ୨୦୧୫)
* ଦୟାନଦୀ (ପକ୍ଷୀଘର, ୨୦୧୭)
* ମହେଞ୍ଜୋଦାରୋ (ପକ୍ଷୀଘର, ୨୦୧୮)
* ନିର୍ବାଚିତ କବିତା-ବ୍ଲାକ୍ ଇଗଲ୍ ବୁୁକ୍ସ୍(୨୦୧୯ଆମେରିକା), ପ୍ରକାଶ କାଳ-୨୦୧୯
* ଧୂପ କେ ରଙ୍ଗ (ନିର୍ବାଚିତ କବିତାର ହିନ୍ଦୀ ଅନୁବାଦ)(୨୦୦୬)
* ଖୋ ଜାତି ହେ ଲଡକିୟା (ନିର୍ବାଚିତ କବିତାର ହିନ୍ଦୀ ଅନୁବାଦ)(୨୦୧୭)
* Grandma and other poems (ନିର୍ବାଚିତ କବିତାର ଇଂରାଜୀ ଅନୁବାଦ)(୨୦୧୮
=== ଗଳ୍ପ ସଂକଳନ ===
* ବିସର୍ଜନ (ପକ୍ଷୀଘର, ୨୦୧୫)
* ନିଜକୁ ନେଇ ସତ ଗପ (ପକ୍ଷୀଘର, ୨୦୧୯)
{{Col-break}}
* ଧୂପ କେ ରଙ୍ଗ (===ନିର୍ବାଚିତ କବିତାର ହିନ୍ଦୀ ଅନୁବାଦ)(୨୦୦୬)===
* ଧୂପ୍ କୋ ରଂଗ୍ (ଜ୍ଞାନଯୁଗ, ୨୦୦୬)
* ଖୋ ଜାତି ହୈ ଲଡ଼କିୟାଁ (ଆଲୋକ ପର୍ବ, ନୂଆଦିଲ୍ଲୀ, ୨୦୧୭)
 
* ଖୋ ଜାତି ହେ ଲଡକିୟା (===ନିର୍ବାଚିତ କବିତାର ହିନ୍ଦୀଇଂରାଜୀ ଅନୁବାଦ)(୨୦୧୭)===
* Grandma and other poems (୨୦୧୮
=== ଉପନ୍ୟାସ ===
* ପୂର୍ବ ନିର୍ଦ୍ଧାରିତ<ref>ସମ୍ବାଦ ୩୦/୦/୩୦୧୫ ପୃଷ୍ଠା ୧୭</ref>
* ମମ୍ମି ଯାହା ଜାଣେ ନାହିଁ
* ରିପୋର୍ଟର
* ରାସ୍ତା
{{Col-end}}
 
== ସମ୍ମାନ ଓ ପୁରସ୍କାର ==
* କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ୨୦୧୧
* ରାଜ୍ୟ ଯୁବ ପୁରସ୍କାର - ୧୯୯୯-୨୦୦୦
* କାଦମ୍ବିନୀ କବିତା ସମ୍ମାନ - ୨୦୦୩
* ହାଜି ଅସରଫ୍ ଅଲ୍ଲି ଉଦୟ ପ୍ରତିଭା ସମ୍ମାନ (ଫକୀର ମୋହନ ସାହିତ୍ୟ ପରିଷଦ) - ୨୦୦୪
* ବସନ୍ତ ମୁଦୁଲି କବିତା ସମ୍ମାନ - ୨୦୦୬
* ଲେଖାଲେଖି ଯୁବ କବି ସମ୍ମାନ - ୨୦୦୭
Line ୧୦୧ ⟶ ୧୦୬:
* ଟାଇମ ପାସ ସ୍ୱୟଂଶ୍ରୀ ସମ୍ମାନ - ୨୦୧୨
* ଦୀପକ ମିଶ୍ର କବିତା ପୁରସ୍କାର - ୨୦୧୫<ref>ପ୍ରଗତିବାଦୀ ୨୪/୦୪/୨୦୧୫ ପୃଷ୍ଠା ୨</ref>
* ଇସ୍ତାହାର କବିତା ସମ୍ମାନ - ୨୦୧୪<ref>{{cite news |title=ବ୍ୟକ୍ତିତ୍ୱ |url=httphttps://web.archive.org/saveweb/20200429101327/http://odishanewsnitidin.com/index.php?ID=20&PubId=4&schedule=2019-11-29&PageId=69538&PageNum=9 |accessdate=29 November 2019 |issue=ନିତିଦିନ ୨୯/୧୧/୨୦୧୯ ପୃଷ୍ଠା ୯ |publisher=ନିତିଦିନ}}</ref>
<!-- https://nitidin.com/interview-dr-gayatribala-panda/ -->
 
== ଆଧାର ==
{{ଆଧାରReflist|30em}}
 
{{Authority control}}
{{ଓଡ଼ିଆ ସାହିତ୍ୟ}}
[[ଶ୍ରେଣୀ:ଓଡ଼ିଆ୧୯୭୭ କବିଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:୧୯୭୭ଓଡ଼ିଆ ଜନ୍ମକବି]]
[[ଶ୍ରେଣୀ:ଜଗତସିଂହପୁର ଜିଲ୍ଲାର ଲୋକ]]
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ଶ୍ରେଣୀ:୨୦୧୫ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]
[[ଶ୍ରେଣୀ:ଜଗତସିଂହପୁର ଜିଲ୍ଲାର ଲୋକ]]
[[ଶ୍ରେଣୀ:୧୯୭୭ ଜନ୍ମ]]