"ଉଇକିପିଡ଼ିଆ:ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଭୁଲ ବନାନ ଥିଲା
୧ କ ଧାଡ଼ି:
'''ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା''' ହେଉଛି ଉଇକିପିଡ଼ିଆର ଏକ ଆନ୍ତର୍ଜାତୀୟ ଲିଖନ ପ୍ରତିଯୋଗିତା, ଯେଉଁଥିରେ ସ୍ଥାନୀୟ ଉଇକିପିଡ଼ିଆ ଭାଷାରେ ବିଭିନ୍ନ ଲୋକକଥା ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳା ପ୍ରସଙ୍ଗ ଗଢ଼ାଯାଇଥାଏ । ପୂର୍ବରୁ ଏହି ପ୍ରତିଯୋଗିତା [[ଉଇକିପିଡ଼ିଆ:ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୭|ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୭]], [[ଉଇକିପିଡ଼ିଆ:ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୮|ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୮]], [[ଉଇକିପିଡ଼ିଆ:ଉଇକି ଲଭ ଓମ୍ୟାନ-୨୦୧୯ ଗଣସମ୍ପାଦନା|ଉଇକି ଲଭ ଓମ୍ୟାନ-୨୦୧୯ ଗଣସମ୍ପାଦନା]], [[ଉଇକିପିଡ଼ିଆ:ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୦ ଗଣସମ୍ପାଦନା|ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୦ ଗଣସମ୍ପାଦନା]] ଭାବରେ ଯଥାକ୍ରମେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ଅନୁଷ୍ଠିତ ହୋଇଆସିଛି ।
 
ପୂର୍ବରୁ ଉଇକିମିଡ଼ିଆ କମନ୍ସରେ '''ଉଇକି ଲଭ୍ସ ଫଲ୍କୱେର୍ଫୋକଲୋର''' ଭାବରେ ହୋଇଥିବା ଫଟୋ-ଏ-ଥନ୍‌ର ଏହା ହେଉଛି ଉଇକିପିଡ଼ିଆ ସଂସକଳନ, ଯାହାର ମୂଳ ଲକ୍ଷ୍ୟ ହେଉଛି ଉଇକିପିଡ଼ିଆ ଏବଂ ଅନ୍ୟାନ୍ୟ ଉଇକିମିଡ଼ିଆ ଫାଉଣ୍ଡେସନ୍ ପ୍ରୋଜେକ୍ଟରେ ମାନବ ସାଂସ୍କୃତିକ ବିବିଧତା ଉପରେ ପ୍ରବନ୍ଧ ଗଢ଼ିବା ।
== ପୂର୍ବ ଗଣ-ସମ୍ପାଦନା ==