"ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବୀଣାପାଣି ମହାନ୍ତି
ଟିକେ ଅଦ୍ୟତନ: +ରାମଚନ୍ଦ୍ର ବେହେରା (୨୦୨୦)
୧ କ ଧାଡ଼ି:
'''ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ''' ଏକ ସାରସ୍ୱତ ସମ୍ମାନ<ref>{{cite book|title=Pratibha India|url=http://books.google.com/books?id=1yBaAAAAMAAJ|year=1997|publisher=A. Sitesh}}</ref> ଯାହା [[ଓଡ଼ିଶା ସାହିତ୍ୟ ଏକାଡେମୀ]]ଦ୍ୱାରା ଓଡ଼ିଆ ସାହିତ୍ୟର ଜଣେ ସାହିତ୍ୟିକଙ୍କ ସମଗ୍ର ରଚନାବଳୀ ପାଇଁ ପ୍ରଦାନ କରାଯାଇଥାଏ । ଏହା ଏକାଡେମୀଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ସାରସ୍ୱତ ସମ୍ମାନ । ଏହା ପଞ୍ଚଦଶ ଶତାବ୍ଦୀର [[ଓଡ଼ିଆ ଭାଷା|ଓଡ଼ିଆ କବି]] ଓ [[ଓଡ଼ିଆ ଭାଗବତ]]ର ରଚୟିତା [[ଜଗନ୍ନାଥ ଦାସ]]ଙ୍କ ନାମରେ ନାମିତ । ପୁରସ୍କାର ବିଜେତାଙ୍କୁ ମାନପତ୍ର, ଉପଢୌକନ ସହ ନଗଦ ଏକପାଞ୍ଚ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଏ । <ref>ସମ୍ବାଦ ୨୪/୦୬/୨୦୧୪ ପୃଷ୍ଠା ୩</ref> ୧୯୯୩ରୁ ପ୍ରବର୍ତ୍ତିତ ଏହି ସମ୍ମାନର ପ୍ରଥମ ପ୍ରାପକ ହେଉଛନ୍ତି ଓଡ଼ିଆ କବି ରାଧାମୋହନ ଗଡ଼ନାୟକ ।<ref>{{cite web|title=ATIBADI JAGANNATH DAS AWARDS|url=http://orissa.gov.in/e-magazine/orissaannualreference/ORA-2011/pdf/100.pdf|publisher=ଓଡ଼ିଶା ସରକାର|accessdate=15 April 2014}}</ref>
 
==ପୁରସ୍କାରପ୍ରାପ୍ତ ସାହିତ୍ୟିକ ମାନଙ୍କର ତାଲିକା==
୬୦ କ ଧାଡ଼ି:
||[[ରମାକାନ୍ତ ରଥ]]||୨୦୧୮||<ref>{{cite news |title=ରମାକାନ୍ତ ରଥଙ୍କୁ ଅତିବଡ଼ୀ ପୁରସ୍କାର |url=http://sambadepaper.com/Details.aspx?id=478062&boxid=25446134 |accessdate=27 July 2018 |issue=ସମ୍ବାଦ ୨୭/୦୭/୨୦୧୮ ପୃଷ୍ଠା ୯}}</ref>
|-
||[[ବୀଣାପାଣି ମହାନ୍ତି (ଲେଖିକା)|ବୀଣାପାଣି ମହାନ୍ତି]]||୨୦୧୯||<ref>{{cite news |title=ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର |url=http://web.archive.org/save/http://dharitriepaper.in/edition/4897/bhubaneswar/page/3 |accessdate=3 March 2020 |issue=ଧରିତ୍ରୀ ୦୩।୦୩।୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩ |publisher=ଧରିତ୍ରୀ}}</ref>
|-
|-
|}<ref>http://odishasahityaakademi.org/English/ati-badi-jagannath-das-award.php</ref>
||[[ରାମଚନ୍ଦ୍ର ବେହେରା]]||୨୦୨୦||<ref>{{cite web |title=ରାମଚନ୍ଦ୍ର ପାଇବେ ଅତିବଡ଼ୀ ପୁରସ୍କାର |url=http://dharitriepaper.in/edition/7211/bhubaneswar/page/3 |website=dharitriepaper.in |accessdate=28 January 2021}}</ref>
|}
 
==ଆଧାର==
{{ଆଧାରReflist|30em}}
==ଅଧିକ ତଥ୍ୟ==
* [http://odishasahityaakademi.org/ati-badi-jagannath-das-award.php ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରପ୍ରାପ୍ତ ସାରସ୍ୱତ ସାଧକ/ ସାଧିକା]
{{ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରସମ୍ମାନ}}
 
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]