"ନାରାୟଣ ସାହୁ (୧୯୨୮ ଜନ୍ମ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଖଲିକୋଟ ବିଧାୟକ
Content deleted Content added
ନାରାୟଣ ସାହୁ ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୨୧:୨୪, ୨୧ ଜାନୁଆରୀ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ନାରାୟଣ ସାହୁ (୯ ମଇ ୧୯୨୮ - ୯ ଜାନୁଆରୀ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖଲ୍ଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନାରାୟଣ ସାହୁ
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀରାମଚନ୍ଦ୍ର ମର୍ଦ୍ଦରାଜ ଦେବ
ପର ଅଧିକାରୀତ୍ରିନାଥ ସାମନ୍ତରାୟ
ନିର୍ବାଚନ ମଣ୍ଡଳୀଖଲ୍ଲିକୋଟ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀରାମଚନ୍ଦ୍ର ଭଞ୍ଜ ଦେଓ
ପର ଅଧିକାରୀରାମଚନ୍ଦ୍ର ମର୍ଦ୍ଦରାଜ ଦେବ
ନିର୍ବାଚନ ମଣ୍ଡଳୀଖଲ୍ଲିକୋଟ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1928-05-09)୯ ମଇ ୧୯୨୮
ମୃତ୍ୟୁ୯ ଜାନୁଆରୀ ୨୦୧୪(2014-01-09) (ବୟସ ୮୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସମ୍ୟୁକ୍ତ ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀପୂର୍ଣ୍ଣିମା ଦେବୀ
ବାପା/ବୋଉମଦନମୋହନ ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ନାରାୟଣ ୧୯୨୮ ମସିହାର ମଇ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଦନମୋହନ ସାହୁ ଓ ପତ୍ନୀଙ୍କ ନାମ ପୂର୍ଣ୍ଣିମା ଦେବୀ ।[୧]

ରାଜନୈତିକ ଜୀବନ

ନାରାୟଣ ଓଡ଼ିଶା ରାଜନୀତିରେ ସମ୍ୟୁକ୍ତ ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ଆଧାର

  1. ୧.୦ ୧.୧ "Shri Narayan Sahu". odishaassembly.nic.in. Odisha Assembly. Retrieved 21 January 2021.