"କ୍ଷୀରୋଦ ଚନ୍ଦ୍ର ପୋଥାଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
୧୪ କ ଧାଡ଼ି:
| occupation = ଶିଶୁ ସାହିତ୍ୟିକ, ଗୀତିକାର
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| nationality = {{flag|ଭାରତୀୟ}}
| ethnicity = <!--[[Image:Seal of Orissa.gif|25px]]-->[[ଓଡ଼ିଆ ଲୋକ|ଓଡ଼ିଆ]]
| citizenship = {{flag|ଭାରତୀୟ}}
| education =
| alma_mater =
Line ୩୭ ⟶ ୩୪:
}}
 
'''କ୍ଷୀରୋଦ ଚନ୍ଦ୍ର ପୋଥାଳ''' (୩୦ ଜୁନ ୧୯୩୯ - ୧୫ ଜାନୁଆରୀ ୨୦୧୨) [[କଟକ ଜିଲ୍ଲା]] ନିଶ୍ଚିନ୍ତକୋଇଲି ବ୍ଳକର ଗୋପପୁର ଗ୍ରାମରେ ୧୯୩୯ ମସିହା ଜୁନ ୩୦ ତାରିଖ [[ଆଷାଢ଼]] ଶୁକ୍ଳ [[ଚତୁର୍ଦ୍ଦଶୀ]] ଦିନ ଏକ ସ୍ୱର୍ଣ୍ଣକାର ପରିବାରରେ ଜନ୍ମଗ୍ରହଣ କରିଥିଲେ ଜନ୍ମ ହେବାର ଦୁଇମାସ ପରେ ମା ଜହ୍ନ ଦେଇ ଓ ଚାରିବର୍ଷ ପରେ ବାପା ଯଦୁମଣୀଙ୍କୁ ହରାଇଥିଲେ ୤ହରାଇଥିଲେ।<ref>[http://www.orissaspider.com/resources/3632-Famus-Odia-Poet-Khirod-Chandra-Pothal.aspx orissaspider.com: Famus Odia Poet Khirod Chandra Pothal]</ref>
କ୍ଷୀରୋଦ ଚନ୍ଦ୍ରଙ୍କର କବିତା ଗୁଡ଼ିକ ଦୈନିକ ସମ୍ବାଦପତ୍ର ମାତୃଭୂମିର କିଶୋର ଫଉଜ, [[ପ୍ରଜାତନ୍ତ୍ର]]ର ମୀନାବଜାର, [[ସମାଜ (ଖବରକାଗଜ)|ସମାଜ]]ର ଶିଶୁରାଇଜରେ ପ୍ରକାଶିତ ହୋଇ ଶିଶୁ ପାଠକ ମହଲରେ ଆଦୃତ ହୋଇଥିଲା୤ହୋଇଥିଲା । ତାଙ୍କ ରଚିତ କବିତା ଟୁଆଁଟୁଇଁ, [[ମୀନା ବଜାର (ପତ୍ରିକା)|ମୀନାବଜାର]], [[ସଂସାର (ପତ୍ରିକା)|ସଂସାର]] ଓ ମନପବନ ପ୍ରଭୃତି [[ଓଡ଼ିଶା]]ରଓଡ଼ିଶାର ବହୁ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା
ଆକାଶବାଣୀର ଜଣେ ସ୍ୱିକୃତିପ୍ରାପ୍ତ ଗୀତିକାର, ଭଜନ ସମ୍ରାଟ [[ଭିକାରି ବଳ]] ଗାଇଥିବା ଭଜନ 'କୋଠଭୋଗ ଖିଆ ମୋ ଚକା ଆଖିଆ ଉଠହେ ପହୁଡ଼ ଭାଙ୍ଗି' ସେ ରଚନା କରିଥିଲେ <ref>[http://orissadiary.com/CurrentNews.asp?id=31432 orissadiary.com: Noted Writer of "Kotha Bhiga Khia...." Khirod Ch Pothal is no more]</ref>
 
୧୫ ଜାନୁଆରୀ ୨୦୧୨, [[ରବିବାର]], ପବିତ୍ର [[ମକର ସଂକ୍ରାନ୍ତି]] ତିଥିରେଦିନ କଟକ [[ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ|ବଡ଼ଡାକ୍ତରଖାନା]]ରେ ସେ ଦେହତ୍ୟାଗମୃତ୍ୟୁବରଣ କରିଥିଲେ ।<ref>{{cite news |title=ଗୀତିକାର କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ପରଲୋକ |url=https://www.dharitri.com/e-Paper/2012/160112/p3.htm |accessdate=20 January 2021 |publisher=dharitri.com}}</ref>
 
== ସାହିତ୍ୟ ସର୍ଜନା ==
Line ୫୬ ⟶ ୫୩:
 
== ପୁରସ୍କାର ଓ ସମ୍ମାନ ==
* ୧୯୮୬: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବହି: ମନ ହୁଏ ମୋର ହେବାକୁ ମୀନା)<ref>{{cite web |title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ |url=http://odishasahityaakademi.org/sahitya-award4.php |publisher=ଓଡ଼ିଶା ସାହିତ୍ୟ ଏକାଡେମୀ |accessdate=20 January 2021}}</ref>
* ୨୦୦୧: ରାମକୃଷ୍ଣ ନନ୍ଦ ସ୍ମୃତି ପୁରସ୍କାର ([[ଉତ୍କଳ ସାହିତ୍ୟ ସମାଜ]])
* ୧୯୮୮: ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ପୁରସ୍କାର (ଗୋକର୍ଣ୍ଣିକା ସାହିତ୍ୟ ସମାଜ ଧର୍ମଶାଳା)
* ୨୦୦୨: ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି)
* ୧୯୭୮: ମୀନାବଜାର ପୁରସ୍କାର
* ୨୦୦୭: ସାହିତ୍ୟଶ୍ରୀ (ବୈକୁଣ୍ଠନାଥ ସ୍ମୃତି ସଂସଦ)
* ୨୦୦୬: ଭକ୍ତ ସାଲବେଗ ସମ୍ମାନ (ଭକ୍ତସାଲବେଗ ସାଂସ୍କୃତିକ ପରିଷଦ, ପୁରୀ)
* ୨୦୦୨: ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି)
* ୨୦୦୧: ରାମକୃଷ୍ଣ ନନ୍ଦ ସ୍ମୃତି ପୁରସ୍କାର ([[ଉତ୍କଳ ସାହିତ୍ୟ ସମାଜ]])
* ୧୯୯୯: ହରେକୃଷ୍ଣ ସ୍ମୃତି ପୁରସ୍କାର (ଫକୀର ମୋହନ ସାହିତ୍ୟ ପରିଷଦ)
* ୧୯୯୧: ରାଜ୍ୟ ଶିଶୁ ସାହିତ୍ୟ ସମିତି (ବହି: ସାବସ ନନୀ)
* ୧୯୭୩: ରାଜ୍ୟ ଶିକ୍ଷା ସମ୍ମାନ (ରାଜ୍ୟ ଗଣଶିକ୍ଷା ବିଭାଗ, (ବହି: ଗାଁ ମାଟି ମୋର ହସେରେ))
* ୧୯୮୮: ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ପୁରସ୍କାର (ଗୋକର୍ଣ୍ଣିକା ସାହିତ୍ୟ ସମାଜ ଧର୍ମଶାଳା)
* ୧୯୮୬: ଓଡ଼ିଶା ସାହିତ୍ୟ ଏକାଡେମୀ (ବହି: ମନ ହୁଏ ମୋର ହେବାକୁ ମୀନା)
* ୧୯୭୮: ମୀନାବଜାର ପୁରସ୍କାର
* ୧୯୭୩: ରାଜ୍ୟ ଶିକ୍ଷା ସମ୍ମାନ (ରାଜ୍ୟ ଗଣଶିକ୍ଷା ବିଭାଗ (ବହି: ଗାଁ ମାଟି ମୋର ହସେରେ))
 
== ଆଧାର ==
{{ଆଧାର}}
 
{{ଓଡ଼ିଆଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ)}}
{{Authority control}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ଶ୍ରେଣୀ:୧୯୩୯ ଜନ୍ମ]]
[[ଶ୍ରେଣୀ:୨୦୧୨ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ ଶିଶୁଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟଶିଶୁ ସାହିତ୍ୟିକ]]