"ରବି ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ \
୨୬ କ ଧାଡ଼ି:
ରବି ମିଶ୍ର କଲେଜରେ ପାଠ ପଢ଼ିବା ସମୟରୁ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ସ୍ନାତକ ପଢ଼ିବାବେଳେ ତାଙ୍କର ମହାବିଦ୍ୟାଳୟର ଏକ ନାଟକରେ ଜଣେ ମାରୁଆଡ଼ି ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ୧୯୭୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା [[ଧୀର ବିଶ୍ୱାଳ]]<nowiki/>ଙ୍କ ପ୍ରଯୋଜିତ [[ରାମାୟଣ (ଓଡ଼ିଆ କଥାଚିତ୍ର)|ରାମାୟଣ]], ଯେଉଁଥିରେ ସେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିଲେ । ୧୭ ଜାନୁଆରୀ ୨୦୨୦ରେ ନନ୍ଦିଘୋଷ ଟିଭିକୁ ଦେଇଥିବା ଏକ ସାକ୍ଷାତକାର ଅନୁସାରେ ସେ କୁସ୍ତି କରୁଥିଲେ, ତେଣୁ ଜଣେ ପହିଲୀମାନ ଭାବରେ ତାଙ୍କୁ ସୁଗ୍ରୀବ ଚରିତ୍ରରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା ।<ref name="ଅତିଥି ରବି ମିଶ୍ର" /> ସେ ଓଡ଼ିଆ କଥାଚିତ୍ର ଜଗତରେ ଉଭୟ ସକାରତ୍ମକ ଏବଂ ଖଳନାୟକ ଭୂମିକାରେ କାର୍ଯ୍ୟ କରିଥିଲେ ।<ref>{{cite news |title='Gopala Rahasya' fame Rabi Mishra no more {{!}} Sambad English |url=https://sambadenglish.com/gopala-rahasya-fame-rabi-mishra-no-more/ |accessdate=20 January 2021 |work=Sambad English |publisher=sambadenglish.com |date=20 January 2021 |archiveurl=http://web.archive.org/web/20210120091255/https://sambadenglish.com/gopala-rahasya-fame-rabi-mishra-no-more/ |archivedate=20 January 2021 |location=Bhubaneswar |language=English |url-status=live}}</ref>
 
ରବି କଥାଚିତ୍ରରେ ଅଭିନୟ କରିବା ପରେ [[ଡିଡି ଓଡ଼ିଆ]]<nowiki/>ର ପ୍ରଥମ ଧାରାବାହିକ [[କଲିକତି ଚେଙ୍କ]]<nowiki/>ରେ ଅଭିନୟ କରିଥିଲେ । ସେ ଡିଡି ଓଡ଼ିଆର ୨୯ଟି ଧାରାବାହିକରେ ଅଭିନୟ କରିଥିଲେ । ୧୯୯୧ ମସିହାରେ ନୂଆବର୍ଷ ଅବସରରେ ଡିଡି ଓଡ଼ିଆର ଏକ କାର୍ଯ୍ୟକ୍ରମ ଦର୍ପଣରେ ଯଦୁମଣିଙ୍କ ଭୂମିକା ରବି ମିଶ୍ରଙ୍କର ଅଭିନୟ ଜୀବନର ମୋଡ଼ ବଦଳାଇଥିଲା । ତାଙ୍କ ଅଭିନୀତ ଗୋପାଳ ଭାଣ୍ଡ ଚରିତ୍ର ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା ଏବଂ ସେ ସେହି ଚରିତ୍ର ନାମରେ ଖ୍ୟାତିଲାଭ କରିଥିଲେ ।<ref>{{cite namenews |title="ଅତିଥିବରିଷ୍ଠ ଅଭିନେତା ରବି ମିଶ୍ର"ମିଶ୍ରଙ୍କ ପରଲୋକ |url=https://www.samajalive.in/popukar-actor-rabi-mishra-is-no-more/264887.html |accessdate=20 January 2021 |work=ସମାଜ |publisher=Samaja Live |date=20 January 2021 |location=ଭୁବନେଶ୍ୱର |language=ଓଡ଼ିଆ}}</ref><ref>{{cite news |title=Eminent Ollywood actor Rabi Mishra passes away |url=https://www.prameyanews.com/eminent-ollywood-actor-rabi-mishra-passes-away/ |accessdate=20 January 2021 |work=ପ୍ରମେୟ |date=20 January 2021 |archiveurl=http://web.archive.org/web/20210120092530/https://www.prameyanews.com/eminent-ollywood-actor-rabi-mishra-passes-away/ |archivedate=20 January 2021 |location=Bhubaneswar |language=English}}</ref> ସେ ତାଙ୍କର ମୃତ୍ୟୁଯାଏଁ ଅଭିନୟ କରୁଥିଲେ । ତାଙ୍କ ମୃତ୍ୟବେଳକୁ ସେ ହେ ପ୍ରଭୁ ନାମକ ଏକ ଧାରାବାହିକରେ ଜେଜେ ଭୂମିକାରେ କରୁଥିଲେ ।<ref>{{cite news |title=Famous Odia TV show Gopala Rahasya actor Rabi Mishra passes away - OrissaPOST |url=https://www.orissapost.com/famous-odia-tv-show-gopala-rahasya-actor-rabi-mishra-passes-away/ |accessdate=20 January 2021 |work=OrissaPOST |date=20 January 2021 |archiveurl=http://web.archive.org/web/20210120070106/https://www.orissapost.com/famous-odia-tv-show-gopala-rahasya-actor-rabi-mishra-passes-away/ |archivedate=20 January 2021 |location=Bhubaneswar |language=English |url-status=live}}</ref>
 
=== ଅଭିନୀତ କଥାଚିତ୍ର ===