"ରବି ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧୮ କ ଧାଡ଼ି:
}}
 
'''ରବି ମିଶ୍ର''' (ମୃତ୍ୟୁ: ୨୦ ଜାନୁଆରୀ ୨୦୨୧) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ହାସ୍ୟ ଅଭିନେତା ଥିଲେ, ଯିଏକି [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]], ଦୂରଦର୍ଶନ ଧାରାବାହିକ, ସିଡି ଫିଲ୍ମ ଏବଂ ମଞ୍ଚ ନାଟକରେ ଅଭିନୟ କରୁଥିଲେ <ref name="Rabi Mishra Passed away" />। [[ଡିଡି ଓଡ଼ିଆ]]ରେ ପ୍ରସାରତି କାର୍ଯ୍ୟକ୍ରମ ଗୋପାଳର ରହସ୍ୟରେ ସେ [[ଗୋପାଳ ଭାଣ୍ଡ]] ଭୂମିକାରେ ଅଭିନୟ କରିଥିଲେ, ଯାହାକୁ ତାଙ୍କୁ ଘରେ ଘରେ ପରଚିତ କରାଇଥିଲା ।<ref>{{cite namenews |title="ରବିVeteran ମିଶ୍ର"Odia Actor Rabi Mishra Passes Away |url=https://pragativadi.com/veteran-odia-actor-rabi-mishra-passes-away/ |accessdate=20 January 2021 |work=Pragativadi |date=20 January 2021 |archiveurl=http://web.archive.org/web/20210120091941/https://pragativadi.com/veteran-odia-actor-rabi-mishra-passes-away/ |archivedate=20 January 2021 |url-status=live}}</ref> ୧୯୭୯ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା [[ରାମାୟଣ (ଓଡ଼ିଆ କଥାଚିତ୍ର)|ରାମାୟଣ]] ।<ref name="ଅତିଥି ରବି ମିଶ୍ର">{{cite news |title=ଆଜି ପ୍ରଣାମ ଓଡ଼ିଶାର ଅତିଥି ହାସ୍ୟଅଭିନେତା ରବି ମିଶ୍ର |url=https://www.youtube.com/watch?v=1HbYnja_mwE?t=132 |accessdate=20 January 2021 |work=ନନ୍ଦିଘୋଷ ଟିଭି |publisher=YouTube |date=17 January 2020}}</ref> [[ଭାଇ ହେଲା ଭଗାରି]], [[ସକଳ ତୀର୍ଥ ତୋ ଚରଣେ]], [[ସୌଭାଗ୍ୟବତୀ]], [[ଧଉଳି ଏକ୍ସପ୍ରେସ୍ (କଥାଚିତ୍ର)|ଧଉଳି ଏକ୍ସପ୍ରେସ୍]] ଭଳି ଅନେକ ସଫଳ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।<ref>{{cite news |last1=Mohapatra |first1=Rajendra Prasad |title=Eminent Odia Actor Rabi Mishra Dies Of Cardiac Arrest {{!}} OTV News |url=https://odishatv.in/odisha-news/eminent-odia-actor-rabi-mishra-dies-of-cardiac-arrest-510887 |accessdate=20 January 2021 |work=OTV News |date=20 January 2021 |archiveurl=http://web.archive.org/web/20210120090729/https://odishatv.in/odisha-news/eminent-odia-actor-rabi-mishra-dies-of-cardiac-arrest-510887 |archivedate=20 January 2021 |location=Bhubaneswar |language=English |url-status=live}}</ref>
 
== ଜନ୍ମ ଓ ପ୍ରାରମ୍ଭିକ ଜୀବନ ==