"ରବି ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୫ କ ଧାଡ଼ି:
== ଅଭିନୟ ଜୀବନ ==
 
ରବି ମିଶ୍ର କଲେଜରେ ପାଠ ପଢ଼ିବା ସମୟରୁ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ସ୍ନାତକ ପଢ଼ିବାବେଳେ ତାଙ୍କର ମହାବିଦ୍ୟାଳୟର ଏକ ନାଟକରେ ଜଣେ ମାରୁଆଡ଼ି ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ୧୯୭୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା [[ଧୀର ବିଶ୍ୱାଳ]]<nowiki/>ଙ୍କ ପ୍ରଯୋଜିତ [[ରାମାୟଣ (ଓଡ଼ିଆ କଥାଚିତ୍ର)|ରାମାୟଣ]], ଯେଉଁଥିରେ ସେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିଲେ । ୧୭ ଜାନୁଆରୀ ୨୦୨୦ରେ ନନ୍ଦିଘୋଷ ଟିଭିକୁ ଦେଇଥିବା ଏକ ସାକ୍ଷାତକାର ଅନୁସାରେ ସେ କୁସ୍ତି କରୁଥିଲେ, ତେଣୁ ଜଣେ ପହିଲୀମାନ ଭାବରେ ତାଙ୍କୁ ସୁଗ୍ରୀବ ଚରିତ୍ରରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା ।<ref name="ଅତିଥି ରବି ମିଶ୍ର" /> ସେ ଓଡ଼ିଆ କଥାଚିତ୍ର ଜଗତରେ ଉଭୟ ସକାରତ୍ମକ ଏବଂ ଖଳନାୟକ ଭୂମିକାରେ କାର୍ଯ୍ୟ କରିଥିଲେ ।<ref>{{cite news |title='Gopala Rahasya' fame Rabi Mishra no more {{!}} Sambad English |url=https://sambadenglish.com/gopala-rahasya-fame-rabi-mishra-no-more/ |accessdate=20 January 2021 |work=Sambad English |publisher=sambadenglish.com |date=20 January 2021 |archiveurl=http://web.archive.org/web/20210120091255/https://sambadenglish.com/gopala-rahasya-fame-rabi-mishra-no-more/ |archivedate=20 January 2021 |location=Bhubaneswar |language=English |url-status=live}}</ref>
 
ରବି ମିଶ୍ର କଥାଚିତ୍ରରେ ଅଭିନୟ କରିବା ପରେ [[ଡିଡି ଓଡ଼ିଆ]]<nowiki/>ର ପ୍ରଥମ ଧାରାବାହିକ [[କଲିକତି ଚେଙ୍କ]]<nowiki/>ରେ ଅଭିନୟ କରିଥିଲେ । ସେ ଡିଡି ଓଡ଼ିଆର ୨୯ଟି ଧାରାବାହିକରେ ଅଭିନୟ କରିଥିଲେ । ୧୯୯୧ ମସିହାରେ ନୂଆବର୍ଷ ଅବସରରେ ଡିଡି ଓଡ଼ିଆର ଏକ କାର୍ଯ୍ୟକ୍ରମ ଦର୍ପଣରେ ଯଦୁମଣିଙ୍କ ଭୂମିକା ରବି ମିଶ୍ରଙ୍କର ଅଭିନୟ ଜୀବନର ମୋଡ଼ ବଦଳାଇଥିଲା । ତାଙ୍କ ଅଭିନୀତ ଗୋପାଳ ଭାଣ୍ଡ ଚରିତ୍ର ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା ଏବଂ ସେ ସେହି ଚରିତ୍ର ନାମରେ ଖ୍ୟାତିଲାଭ କରିଥିଲେ ।<ref name="ଅତିଥି ରବି ମିଶ୍ର" />
 
=== ଅଭିନୀତ କଥାଚିତ୍ର ===
{| class="wikitable"