"ଚକ୍ରଧର ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଜନ୍ମ ଦିବସ
୪୩ କ ଧାଡ଼ି:
| footnotes =
}}
'''ଚକ୍ରଧର ମହାପାତ୍ର''' (୧୮ ମାର୍ଚ୍ଚ ୧୯୦୮- ୨୪ ଅକ୍ଟୋବର ୧୯୮୨)<ref>{{cite news |title=ଆଜି ଶ୍ରାଦ୍ଧବାର୍ଷିକୀ |url=https://sambadepaper.com/imageview_185440_141797_4_71_24-10-2020_18_i_1_sf.html |accessdate=24 October 2020 |issue=ସମ୍ବାଦ ୨୪/୧୦/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮ |publisher=ଇଷ୍ଟର୍ଣ୍ଣ ମିଡିଆ |archiveurl=http://web.archive.org/web/20201024073713/https://sambadepaper.com/imageview_185440_141797_4_71_24-10-2020_18_i_1_sf.html |archivedate=24 October 2020 |pages=୧୮}}</ref>, ଜଣେ ଓଡ଼ିଆ ସାହିତ୍ୟିକ ଓ ଗବେଷକ ଥିଲେ ।<ref name="(India)">{{cite book|author=Orissa (India)|title=Orissa District Gazetteers: Sambalpur|url=https://books.google.com/books?id=XTduAAAAMAAJ|publisher=Superintendent, Orissa Government Press}}</ref> ସେ ମୁଖ୍ୟତଃ ଉପନ୍ୟାସ, ଜୀବନୀ ଓ ଗବେଷଣାଧର୍ମୀ ପୁସ୍ତକ ରଚନା କରିଥିଲେ । ନିଜ ପୁସ୍ତକ "କୁନ୍ତଳା କୁମାରୀ ଜୀବନ ଚରିତ" ପାଇଁ ସେ ୧୯୭୩୧୯୭୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।
 
== ଜୀବନୀ ==
ଚକ୍ରଧର ୧୯୦୮ ମସିହାରେ [[କଟକ ଜିଲ୍ଲା]]ର [[ନରସିଂହପୁର]]ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟଜୀବନ ତାଙ୍କର ସଂଘର୍ଷମୟ ଥିଲା । ପାଠପଢିବାପାଠପଢ଼ିବା ପାଇଁ [[କଟକ]] ଆସିଥିଲେ ଓ ପରବର୍ତ୍ତୀ ଜୀବନ କଟକରେ ହିଁ ବିତିଥିଲା । ସେ [[ଓଡ଼ିଆ ଭାଷା|ଓଡ଼ିଆ]] ସହିତ [[ହିନ୍ଦୀ]], [[ବଙ୍ଗଳା ଭାଷା|ବଙ୍ଗଳା]], [[ଇଂରାଜୀ ଭାଷା|ଇଂରାଜୀ]] ଓ [[ସଂସ୍କୃତ ଭାଷା|ସଂସ୍କୃତ]] ଆଦି ଭାଷାରେ ପାରଙ୍ଗମ ଥିଲେ । କିଶୋର ବୟସରେ ସେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି, କଲିକତା ଓ କରାଚୀ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ । [[ଉତ୍କଳ ବିଶ୍ୱବିଦ୍ୟାଳୟ]]ଦ୍ୱାରା ପ୍ରକାଶିତ "ଜ୍ଞାନକୋଷ"ରେ ସେ ଜଣେ ଭାଷା ସହାୟକ ଭାବରେ କାର୍ଯ୍ୟ କରିଥିଲେ । ସେ ନରସିଂହପୁର ରାଜ୍ୟର ଦେବୋତ୍ତର ମ୍ୟାନେଜର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କ ପତ୍ନୀ [[କନକ ମଞ୍ଜରୀ ମହାପାତ୍ର]] ଜଣେ ଶିଶୁ ସାହିତ୍ୟିକ ଭାବେ ପରିଚିତ ।<ref name="ReddySumangala1998">{{cite book|author1=Philomena Royappa Reddy|author2=P. Sumangala|title=Women in Development: Perspectives from Selected States of India|url=https://books.google.com/books?id=RkG3AAAAIAAJ|year=1998|publisher=B.R. Publishing Corporation|isbn=978-81-7018-978-7}}</ref> ୧୯୮୨ ମସିହା<ref name="Das2000">{{cite book|author=Sisir Kumar Das|title=History of Indian Literature|url=https://books.google.com/books?id=sHklK65TKQ0C&pg=PA751|year=2000|publisher=Sahitya Akademi|isbn=978-81-7201-006-5|pages=751–}}</ref> ଅକ୍ଟୋବର ୨୪ତାରିଖରେ ଚକ୍ରଧରଙ୍କର ମହାପ୍ରୟାଣ ଘଟିଥିଲା ।
 
== ରଚନାବଳୀ ==
୫୭ କ ଧାଡ଼ି:
* ହସିଲା ଜହ୍ନ
* ରୋଡ଼ଙ୍ଗ ବକ୍ସୀ-୧୯୪୮
* ରଣମାଧୁରୀ-୧୯୩୪
 
=== ଜୀବନୀ ===
୬୫ କ ଧାଡ଼ି:
* The real birth place of Buddha<ref>{{cite news|title=ଆଜି ଶ୍ରାଦ୍ଧବାର୍ଷିକୀ|url=http://www.sambadepaper.com/Details.aspx?id=396110&boxid=23727499|accessdate=24 October 2017|newspaper=ସମ୍ବାଦ ୨୪/୧୦/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪}}</ref>
== ସମ୍ମାନ ଓ ପୁରସ୍କାର ==
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୭୩୧୯୭୪<ref>http://odishasahityaakademi.org/sahitya-award1.php</ref>
 
== ଆଧାର ==
{{ଆଧାର}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଜୀବନୀ ଓ ଭ୍ରମଣ ସାହିତ୍ୟ)}}
 
{{Authority control}}
[[ଶ୍ରେଣୀ:୧୯୦୮ ଜନ୍ମ]]
[[ଶ୍ରେଣୀ:୧୯୮୨ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ]]
[[ଶ୍ରେଣୀ:କଟକ ଜିଲ୍ଲାର ଲୋକ]]