"ତ୍ରିପୁରା ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୧ କ ଧାଡ଼ି:
, [[ସିନ୍ଦୂର ବିନ୍ଦୁ]], [[କୃଷ୍ଣ ସୁଦାମା]]<ref>{{cite news|title=ପ୍ରଦର୍ଶିତ ହେଲା ‘କୃଷ୍ଣ ସୁଦାମା’|url=http://sambad.in/news/metro/20053.html|accessdate=28 March 2017|newspaper=ସମ୍ବାଦ|date=30 November 2016}}</ref> ଆଦି ଚଳଚ୍ଚିତ୍ରରେ ଅଭିନୟ କରଛନ୍ତି ।
 
୨୬ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ତ୍ରିପୁରାଙ୍କୁ ଜୁରି ଭାବରେ ସମ୍ମାନୀତ କରାଯାଇଥିଲା ।<ref>{{cite news|last=Sahoo|first=Shyamsundar|title=୨୬ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ଆୟୋଜିତ|url=http://odiapua.com/index.php?readnews=14249|accessdate=28 March 2017|newspaper=OdiaPua.com|date=13 December 2015}}</ref> ୨୦୧୮ ମସିହାରେ ଫେବୃଆରୀ ୪ ତାରିଖରେ ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜିନ ଆୱାର୍ଡ ଶୋ ଟାଇମ୍‌-୨୦୧୮ରେ ତ୍ରିପୁରା ମିଶ୍ରଙ୍କୁ ଜୀବନବ୍ୟାପି ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା ।<ref>{{cite news|title=ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା|url=http://www.dharitri.com/main/news/20722|accessdate=24 June 2018|newspaper=ଧରିତ୍ରୀ|date=5 February 2018|archiveurl=http://www.webcitation.org/70PNeD3w3|archivedate=24 June 2018|ursurl-status=dead}}</ref>
 
==ପ୍ରାରମ୍ଭିକ ଜୀବନ==