"ହିଡ଼ିମ୍ବା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ଶୁଦ୍ଧି
ବନାନ ଶୁଦ୍ଧି
୧ କ ଧାଡ଼ି:
{{prettyurl|Hidimbi}}
[[ମହାଭାରତ]] କାଳରେ, [[ବିଦୁର]]<nowiki></nowiki>ଙ୍କ ପରାମର୍ଶ କ୍ରମେ ପାଣ୍ଡବମାନେ ଜତୁଗୃହ ଦାହରୁ କୌଶଳକ୍ରମେ ବର୍ତ୍ତିଯାଇ ସେମାନେ ସେଠାରୁ ଅନ୍ୟ ଏକ ଜଙ୍ଗଲକୁ ପଳାଇଲେ । ସେହି ଜଙ୍ଗଲରେ ହିଡ଼ିମ୍ବ ରାକ୍ଷସ ତାଙ୍କ ଭଉଣୀ ହିଡ଼ିମ୍ବା (କିମ୍ବା ହିଡ଼ିମ୍ବି) ସହିତ ରହୁଥିଲେ । ଦିନେ ହିଡ଼ିମ୍ବ ତାଙ୍କ ଭଉଣୀ ହିଡ଼ିମ୍ବାଙ୍କୁ ଜଙ୍ଗଲରେ ଖାଦ୍ୟ ଖୋଜିବା ପାଇଁ ପଠାଇଲେ । ହେଲେ ସେଠାରେ ହିଡ଼ିମ୍ବା, ମାମାତା କୁନ୍ତୀଙ୍କ ସହ ପାଞ୍ଚ ପାଣ୍ଡବଙ୍କୁ ଦେଖିଥିଲେ । ଭୀମଙ୍କୁ ଦେଖି ହିଡ଼ିମ୍ବା ତାଙ୍କ ପ୍ରତି ଆକର୍ଷିତ ହେଲେ । ହିଡ଼ିମ୍ବ ଏହାକୁ ବିରୋଧ କରିବାରୁ ଭୀମ ସହ ହିଡ଼ିମ୍ବ ଅସୁରର ଭୀଷଣ ଯୁଦ୍ଧ ହୋଇଥିଲା ଏବଂ ପରିଶେଷରେ ଭୀମ ହିଡ଼ିମ୍ବ ଅସୁରକୁ ବଦ୍ଧ କରିଥିଲେ । ଏହା ପରେ ହିଡିମ୍ବାହିଡ଼ିମ୍ବା ଏବଂ ଭୀମ, କୁନ୍ତୀଙ୍କ ସହମତିରେ ଜଙ୍ଗଲରେ ଗାନ୍ଧର୍ବ ରୀତିରେ ବିବାହ କରିଥିଲେ ।<ref name="Dainik Jagran">{{cite web |title=जानें, कैसे हुआ भीम व हिडिम्बा का विवाह व घटोत्कच का जन्म |url=https://www.jagran.com/spiritual/sant-saadhak-the-marriage-of-bhima-and-hidimba-15870859.html |website=Dainik Jagran |accessdate=9 January 2021 |language=hi}}</ref> ତାଙ୍କର ଘଟୋଚ୍‌କଚ ନାମକ ଏକ ପୁତ୍ର ଥିଲା ।
 
ହିମାଚଳ ପ୍ରଦେଶର ମନାଲିରେ ମାତା ହିଡ଼ିମ୍ବା ଏବଂ ପୁଅ ଘଟୋଚ୍‌କଚଙ୍କ ମନ୍ଦିରଟିଏ ବିଦ୍ୟମାନ ଅଛି ।